Odia Rashiphala

Odia Rasiphala Sunday 14th July 2019

Daily Odia Horoscope

କାର୍ଯ୍ୟ ଆନନ୍ଦଦାୟକ ହେବ । ଧନକ୍ଷୟ ହେବାର ସମ୍ଭାବନା ଅଛି । ପରକୁ ଆପଣାର ଶକ୍ତି ପ୍ରୟୋଗ କରି କୃତକାର୍ଯ୍ୟ ହେବେ । ଶାରୀରିକ ଅସୁସ୍ଥତା ଅନୁଭବ କରିପାରନ୍ତି । ଅଷ୍ଟମ ଚନ୍ଦ୍ର ଯୋଗୁଁ ସତର୍କ ରହିବେ ।
କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ । ପାରିବାରିକ ସୁଖ ମିଳିବ । ଶତ୍ରୁନାଶ କରି ଆଶ୍ୱସ୍ତ ହେବେ । ସମ୍ମାନିତ ହୋଇପାରନ୍ତି । ମନ୍ତ୍ରଣାଦାତା ହେବେ । କାବ୍ୟ ରଚନା କରିପାରନ୍ତି । ସୁବର୍ଣ୍ଣାଦି ମୂଲ୍ୟବାନ୍ ଧାତୁ ମିଳିପାରେ ।
ମଙ୍ଗଳମୟ କାର୍ଯ୍ୟ କରିପାରନ୍ତି । ତଥାପି ମନ ଦୁର୍ବଳ ରହିବ । ସତ୍ୟବାଦୀ ହେବେ । ପାଣ୍ଡିତ୍ୟର ପରିପ୍ରକାଶ ଘଟାଇ ପାରନ୍ତି । ବ୍ୟବହାର ପାରଙ୍ଗମ ହେବେ । ପିତୃଭକ୍ତିଯୁକ୍ତ ହୋଇପାରନ୍ତି । ଭାଗ୍ୟବାନ ହେବେ । କୃଷିକର୍ମକାରୀ ହେବେ ।
ଦାୟିତ୍ୱବାନ୍ ହେବେ । ଅଧିକାର ସାବ୍ୟସ୍ତ କରିପାରନ୍ତି । ପରାମର୍ଶ ନେଇ କାର୍ଯ୍ୟ କଲେ ସଫଳତା ମିଳିବ । ଭବିଷ୍ୟତ ପାଇଁ ନୂତନ ଯୋଜନା ପ୍ରସ୍ତୁତ କରିପାରନ୍ତି। ଶାନ୍ତି-ସନ୍ତୋଷ ମିଳିବ । ବିଭିନ୍ନ ଦିଗରୁ ଧନାଗମ ହେବ । ସର୍ବତ୍ର ବିଜୟୀ ହେବେ ।
ସମ୍ମାନକୁ ଜଗି ଚଳିବାକୁ ପଡ଼ିବ । ଅଯଥା ଖର୍ଚ୍ଚାନ୍ତ ହୋଇପାରନ୍ତି । ଧନ, ଯାନ-ବାହନରୁ ସୁଖ ଭୋଗ କରିପାରନ୍ତି । ସରକାରଙ୍କ ଅନୁଗ୍ରହରୁ ବହୁ ସମ୍ପଦ ଲାଭର ସୂଚନା ମିଳୁଛି ।ଶ୍ରେଷ୍ଠ ପଦ-ପଦବୀରେ ଆରୁଢ଼ ହୋଇପାରନ୍ତି ।
ବ୍ୟବସାୟ ଲାଭଜନକ ହେବ । ବିବାଦରେ ବିଜୟୀ ହେବା ସହିତ ଶୁଭେଚ୍ଛୁ ବାର୍ତ୍ତା ମିଳିପାରେ । ସୁସମାଚାର ପାଇ ଖୁସି ହୋଇପାରନ୍ତି । ପ୍ରତିଯୋଗିତା ଆପଣଙ୍କ ସପକ୍ଷରେ ଯିବ । ସରକାରୀ ଓ ବେସରକାରୀ ସମର୍ଥନ ପାଇ ଉତ୍‌ଫୁଲ୍ଲିତ ହୋଇପାରନ୍ତି ।
ମନରେ ଦ୍ୱିଧାଭାବ ଜାତ ହୋଇପାରେ । ରାଜପୂତିତ ହେବେ । ଯାନ-ବାହନଯୁକ୍ତ ହୋଇପାରନ୍ତି । ସାମାଧୀଶ ହେବାର ସୂଚନା ମିଳୁଛି । ପରାକ୍ରମଶାଳୀ ହୋଇପାରନ୍ତି । ବହୁ ପୋଷକ ହେବେ । ଗୁରୁକୃପାରୁ ବଳୀୟାନ୍ ହୋଇପାରନ୍ତି ।
କନ୍ୟା ଦାନ କରି ପ୍ରଶଂସିତ ହୋଇପାରନ୍ତି । କର୍ମକ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିପାରନ୍ତି । ଯଶସ୍ୱୀ ହେବେ । ଚିନ୍ତାଧାରା ଉନ୍ନତମାନର ହେବ । ଦେବଦର୍ଶନର ସୌଭାଗ୍ୟ ଅଛି । କାର୍ଯ୍ୟରେ ସିଦ୍ଧିପ୍ରାପ୍ତ ହେବେ । ବ୍ୟବସାୟ ଲାଭଜନକ ହେବ ।
ଆୟ ଠାରୁ ବ୍ୟୟ ଅଧିକ ହୋଇପାରେ । ପ୍ରତାରିତ କରିବାକୁ କେହି ଚେଷ୍ଟା କରିପାରନ୍ତି । କାର୍ଯ୍ୟ ହାସଲ କରିବାକୁ ସକ୍ଷମ ହେବେ; ମାତ୍ର ବିଳମ୍ବରେ । ରାଜତୁଲ୍ୟ ହେବା ଆଶା କରାଯାଏ । ଆଖିଯନ୍ତ୍ରଣା ଅନୁଭବ କରିପାରନ୍ତି ।
ଯେଉଁ ବାର୍ତ୍ତା ପାଇବେ ସେଥିରେ ମନ କଷ୍ଟ ହୋଇପାରେ । ମୂଲ୍ୟବାନ୍ ଦ୍ରବ୍ୟ କ୍ରୟ କରିପାରନ୍ତି । ଧନ-ବୃଦ୍ଧି ଲାଭ ହୋଇପାରେ । ମହାମାନବର ମାନ୍ୟତା ମିଳିପାରେ । ଶ୍ରେଷ୍ଠ-ପଦବୀରେ ଆସୀନ ହୋଇପାରନ୍ତି ।
ମନ ଚଞ୍ଚଳ ରହିବ । ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ । ଉନ୍ନତି ପଥରେ ଆଗୁସାର ହେବେ । ଆର୍ଥିକ ଅଭିବୃଦ୍ଧି ଘଟିବ । ସୁଭାଷୀ ହେବେ । ଉତ୍ତମ ବିଦ୍ୟାର ଅଧିକାରୀ ହେବେ । ତେଜୀୟାନ୍ ହେବେ । ଚଞ୍ଚଳତାଯୁକ୍ତ ହେବେ ।
ପଡ଼ୋଶୀଙ୍କ ସହାୟତାରୁ ଲାଭବାନ୍ ହୋଇପାରନ୍ତି । ପରୋପକାରୀ ଆତ୍ମସନ୍ତୋଷ ଲାଭ କରିବେ । ସଜ୍ଜନ ମଣ୍ଡଳୀର କୃପାପାତ୍ର ହୋଇପାରନ୍ତି । ପ୍ରାୟ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିବ । ଲୋକ ଚକ୍ଷୁରେ ମହାନ୍‌ ହୋଇପାରନ୍ତି ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2019

Comments

comments

Tags

Leave a Reply

Your email address will not be published. Required fields are marked *

Back to top button
Close
X