![]() |
ମନରେ ଗର୍ବଭାବ ବହନ କରିପାରନ୍ତି । ଶତ୍ରୁ ବିନାଶ କରି ମାନସିକ ଶାନ୍ତି ଫେରିପାଇବେ । ସାରାଦିନ କାର୍ଯ୍ୟ ବ୍ୟସ୍ତ ରହିବେ । ସୁସମ୍ୱାଦ ପାଇ ଖୁସି ହେବେ । ଶୁଭକାର୍ଯ୍ୟ କରିପାରନ୍ତି । ଋଣ ପରିଶୋଧ କରିବେ । |
![]() |
ଅର୍ଥପ୍ରାପ୍ତିର ସୂଚନା ମିଳୁଛି । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ଶୁଭଖବର ପାଇ ଉତ୍ଫୁଲ୍ଲିତ ହେବେ । ପଢ଼ାପଢ଼ିରେ ମନୋନିବେଶ କରିପାରନ୍ତି । ଭାତୃଭାବ ଅତୁଟ ରହିବ । ସର୍ବତ୍ର ବିଜୟୀ ହେବେ । ଯଶ୍ୱସୀ ହୋଇପାରନ୍ତି । |
![]() |
ପରିଶ୍ରମର ମୂଲ୍ୟ ମିଳିବ । କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ । ପରାମର୍ଶଦାତା ହେବେ । ସ୍ୱୀକୃତିସମ୍ପନ୍ନ ହୋଇପାରନ୍ତି । ଶାସ୍ତ୍ରଜ୍ଞ ହେବେ । ବ୍ରତକର୍ତ୍ତା ହୋଇପାରନ୍ତି । ଦେବ, ଦ୍ୱିଜ ପରାୟଣ ହେବେ । |
![]() |
ସାଧନା ଫଳବତୀ ହେବ । ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖାଦେବ । ଠାକୁରଙ୍କ ଦର୍ଶନ ଲାଭ କରି ଶାନ୍ତି ପାଇବେ । ସରକାରୀ ସ୍ତରରୁ ଲାଭ ଉଠାଇ ପାରନ୍ତି । ପ୍ରାୟ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିବ । ବିଦ୍ୱାନ ଓ ଶାସ୍ତ୍ରଜ୍ଞ ହେବେ । |
![]() |
କାର୍ଯ୍ୟ ହାସଲ କରିବାକୁ ହେଲେ ଧୈର୍ଯ୍ୟ ଧରିବାକୁ ପଡ଼ିବ । ସନ୍ମାର୍ଗୀ ହେବେ । ବହୁ ମିତ୍ରଙ୍କ ସାନ୍ନିଧ୍ୟ ପାଇ ଉପକୃତ ହେବେ । ଶ୍ରେଷ୍ଠ ପଦପଦବୀରେ ଆସୀନ ହୋଇ ପାରନ୍ତି । ବିକ୍ରମୀ ହୋଇ ପାରନ୍ତି । |
![]() |
ଆୟ ଆଶାନୁରୂପ ହୋଇପାରେ । ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍ ହେବେ । ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ଶରୀର ସୁସ୍ଥ ରହିବ । ଚିନ୍ତାଧାରା ଉନ୍ନତମାନର ହେବ । |
![]() |
ଅଯଥା ବିତର୍କରେ ଭାଗ ନ ନେଇ ଚୁପ୍ ରହିପାରନ୍ତି । କାର୍ଯ୍ୟରେ ବିଘ୍ନ ଉପୁଜିବାର ସୂଚନା ମିଳୁଛି । ଦେବ-ଦ୍ୱିଜ ପ୍ରିତ୍ୟାର୍ଥେ ବ୍ୟୟ କରିପାରନ୍ତି । କର୍ମଚଞ୍ଚଳ ରହିବେ । ମଧୁର ଭାଷାରେ ପରକୁ ଆପଣାର କରିବେ । |
![]() |
ସୁସମ୍ୱାଦ ପାଇ ଖୁସି ହୋଇପାରନ୍ତି । ଅଧିକ ଅଭିଜ୍ଞତା ଅର୍ଜନ ପାଇଁ ଆଗ୍ରହୀ ହେବେ । ସତ୍କର୍ମରେ ନିଜକୁ ନିୟୋଜିତ କରିପାରନ୍ତି । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଯାନବାହନ ସୁଖ ମିଳିବ । ଭଲ ଆୟ ହେବ । |
![]() |
କାର୍ଯ୍ୟରେ ସଫଳତା ଲାଭ କରିବେ । ସୁସମ୍ୱାଦ ଶୁଣି ଖୁସି ହେବେ । କର୍ମକ୍ଷେତ୍ର ଉଜ୍ଜ୍ୱଳମୟ ହେବ । ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖାଦେବ । ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ଅଛି । ବିବାଦରେ ବିଜୟୀ ହେବେ । |
![]() |
ଦେବଦର୍ଶନର ସୌଭାଗ୍ୟ ଅଛି । କାର୍ଯ୍ୟରେ ସଫଳତା ମିଳିବ । କ୍ଷମତାପ୍ରାପ୍ତ ହୋଇପାରନ୍ତି । ତା’ର ସଦ୍ବ୍ୟବହାର କରି ପ୍ରଶଂସାର ପାତ୍ର ହେବେ । ପ୍ରତିଯୋଗିତାରେ ବିଜୟ ହାସଲ କରିବେ । ଭାଗ୍ୟଶାଳୀ ହେବେ । |
![]() |
ସାମାନ୍ୟ ଅସୁସ୍ଥତା ଅନୁଭବ କରୁଥିଲେ ବି କର୍ମତତ୍ପର ରହିବେ । ଶାସ୍ତ୍ରପଟୁତା ହେବେ । ପୁଣ୍ୟଦେହୀ ହୋଇପାରନ୍ତି । ସତ୍କର୍ମରେ ନିଜକୁ ନିୟୋଜିତ କରିବେ । ରାଜବଂଶ ପୂଜିତ ହେବେ । ଅଷ୍ଟମ ଚନ୍ଦ୍ର ଯୋଗୁଁ ସତର୍କ ହେବେ । |
![]() |
ସୁଖ ସମ୍ଭୋଗ କରିପାରନ୍ତି । ଅନେକ ସୁଖକର ଘଟଣା ଘଟିବ । କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ । ଶୁଭକାର୍ଯ୍ୟ ଲାଭ ପାଇଁ ବାତାବରଣ ସ୍ୱଚ୍ଛ ଓ ନିର୍ମଳ ରହିଛି । ସୁସ୍ୱାଦୁ ଭୋଜନରେ ଆପ୍ୟାୟିତ ହେବେ । |