![]() |
ସୁସମ୍ବାଦ ପାଇ ଖୁସି ହୋଇପାରନ୍ତି । ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ । ଶୁଦ୍ଧ ସ୍ୱଭାବର ହୋଇପାରନ୍ତି । ଜଣେ ବ୍ୟକ୍ତିତ୍ୱ ସମ୍ପନ୍ନ ବ୍ୟକ୍ତି ଭାବେ ନିଜର ପରିଚୟ ସୃଷ୍ଟି କରିବେ । ପୁଣ୍ୟବାନ୍ ହେବେ ସୁଶୀଳ ହେବେ । |
![]() |
କିଛି ଅଘଟଣ ଘଟିବାର ସମ୍ଭାବନା ଅଛି । ସ୍ୱାଧୀନ ଚେତ୍ତା ବ୍ୟକ୍ତିଭାବେ କାର୍ଯ୍ୟ କରିପାରନ୍ତି । ମଧ୍ୟମ ଧରଣର ଶୁଭଫଳ ମିଳିବ । ବ୍ୟୟ ବୃଦ୍ଧିର ସୂଚନା ମିଳୁଛି । ପ୍ରିୟଭାଷୀ ହେବେ । ଧନ ଓ ଯାନବାହନଯୁକ୍ତ ହେବେ । ବଳବାନ୍ ହେବେ । |
![]() |
ମୂଲ୍ୟବାନ ଦ୍ରବ୍ୟ କ୍ରୟ କରିପାରନ୍ତି । ଧର୍ମ କାର୍ଯ୍ୟରେ ନିଜକୁ ନିୟୋଜିତ କରିବେ । ଉନ୍ନତି ମାର୍ଗରେ ଆଗକୁ ବଢିବେ । ବନ୍ଧୁ ଦର୍ଶନ ଓ ସହାୟତା ପାଇ ବିଶେଷ ଉପକୃତ ହେବେ । କର୍ମତତ୍ପରତା ପ୍ରକାଶ ପାଇବ । ଅର୍ଥ ଓ ସମ୍ମାନ ମିଳିବ । |
![]() |
କରିତ୍କର୍ମା ହୋଇପାରନ୍ତି । ଆପଣଙ୍କ ପରିଶ୍ରମର ମୂଲ୍ୟାଙ୍କନ ହେବ । କର୍ମକ୍ଷେତ୍ରରେ ଉତ୍ସାହ ବୋଧ ଦେଖାଦେବ । ପାରିବାରିକ ସୁଖ, ଶାନ୍ତି ଅବ୍ୟାହତ ରହିବ । କର୍ମକ୍ଷେତ୍ରରେ ଢେର ଉନ୍ନତି ଘଟିବ । କୀର୍ତ୍ତିମାନ୍ ହୋଇପାରନ୍ତି । |
![]() |
ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ଉଦ୍ୟମ ଜାରି ରଖିବେ । ସଦାଚାରୀ ହେବେ । ବୈଷୟିକ କାର୍ଯ୍ୟ ଆପଣଙ୍କ ପାଇଁ ଲାଭଦାୟକ ହେବ । ନୂତନ ଆଶା ଫଳବତୀ ହେବ ।ସୁଖ-ଶାନ୍ତିରେ ଦିନଟି ଅତିବାହିତ ହେବ । ମାନସିକ ଅଶାନ୍ତି ଦୂର ହେବ । |
![]() |
ମନରେ ଥିବା ଆଶଙ୍କା ଦୂରେଇ ଯିବ । ଧନକ୍ଷୟ ହେବାର ସମ୍ଭାବନା ଅଛି । ଅଷ୍ଟମଚନ୍ଦ୍ର ଭୋଗ ହେଉଥିବାରୁ ସତର୍କରେ ଚଳିବାକୁ ପଡ଼ିବ । କଷ୍ଟ ସହି ମଧ୍ୟ ଶତ୍ରୁନାଶ କରିବେ । ଗୋଷ୍ଠୀ, ନଗର ଓ ଗ୍ରାମର ଅଧିପତି ହୋଇପାରନ୍ତି । ପରାମର୍ଶଦାତା ହେବେ । |
![]() |
ଯେକୌଣସି କାର୍ଯ୍ୟର ଶୁଭାରମ୍ଭ ପାଇଁ ସ୍ଥିତି ଅନୁକୂଳ ରହିଛି । ମାନସିକ ସ୍ତରରେ ପ୍ରଫୁଲ୍ଲିତ ହୋଇପାରନ୍ତି । ପାରିବାରିକ ସୁଖ, ଶାନ୍ତି ଅବ୍ୟାହତ ରହିବ । ବନ୍ଧୁଙ୍କ ସହାୟତା ପାଇ ଉପକୃତ ହେବେ । ରାଜପୂଜିତ ଓ ଯାନବାହନଯୁକ୍ତ ହେବେ । |
![]() |
ନିଜ କାର୍ଯ୍ୟ ଓ କର୍ତ୍ତୁପକ୍ଷଙ୍କ ସହାନୁଭୂତି ଯୋଗୁଁ ଆନନ୍ଦ ଅନୁଭବ କରିବେ । ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିବ । ମାନସିକ ସ୍ତରରେ ସୁସ୍ଥ ରହିବେ । ବିଭିନ୍ନ ଦିଗରୁ ଧନଲାଭ ହେବାର ସୁଯୋଗ ସୃଷ୍ଟି ହୋଇଛି । |
![]() |
ସାରାଦିନ କାର୍ଯ୍ୟ ବ୍ୟସ୍ତ ରହିବେ । ଆଲୋଚନା ମାଧ୍ୟମରେ କାର୍ଯ୍ୟ କଲେ ସଫଳତା ପାଇବେ । ବିଭିନ୍ନ ଦିଗରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ପ୍ରତିଷ୍ଠା ବୃଦ୍ଧି ହେବ । କର୍ମତତ୍ପରତା ପ୍ରକାଶ ପାଇବ । ପାରିବାରିକ ସୁଖ-ଶାନ୍ତି ମିଳିବ । ସର୍ବ ମଙ୍ଗଳ ଆଶା କରାଯାଏ । |
![]() |
କଳହଠାରୁ ନିଜକୁ ଦୂରେଇ ରଖିବାକୁ ଚେଷ୍ଟା କରିବେ । ମାର୍ଗ କ୍ଳେଶକର ହୋଇପାରେ । ଚାଟୁବାକ୍ୟ ପ୍ରୟୋଗ କରି ବିରୋଧୀକୁ ସପକ୍ଷକୁ ଆଣି ପାରନ୍ତି । କୃଷିକ୍ଷେତ୍ର ଲାଭଦାୟକ ହେବ । ଯାନବାହନ ସୁଖ ମିଳିବ । ଗୃହ ପ୍ରଦୂଷଣ ମୁକ୍ତ ହେବେ । |
![]() |
ବ୍ୟବସାୟରେ ଲାଭବାନ୍ ହେବେ । ବିଭିନ୍ନ ସ୍ତରରେ ସମ୍ମାନିତ ହେବେ । ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖାଦେବ । କର୍ମଠ ହୋଇପାରନ୍ତି । ସାମର୍ଥ୍ୟର ପରିପ୍ରକାଶ ଘଟାଇ ପାରନ୍ତି । ଧନାଗମର ସୂଚନା ମିଳୁଛି । ବିଭାଗୀୟ ଅର୍ଥ ପ୍ରାପ୍ତ ହେବେ । |
![]() |
କାହା ପରୋଚନାରେ ପଡ଼ି କାର୍ଯ୍ୟ କଲେ କ୍ଷତିଗ୍ରସ୍ତ ହୋଇପାରନ୍ତି । କାର୍ଯ୍ୟର ସଫଳତା ପାଇଁ ଅପେକ୍ଷାରତ ହେବେ । କର୍ମରେ ସଫଳତା ମିଳିବ । ବ୍ୟବସାୟରେ ଲାଭବାନ ହୋଇପାରନ୍ତି । ସଦ୍ଭାବନାଯୁକ୍ତ ହେବେ । ସର୍ବ ସୁଖ ଆଶା କରାଯାଏ । |