ଭୋଜନାଦିରେ ତୃପ୍ତି ମିଳିବ। ଆୟ ଯଥେଷ୍ଟ ପରିମାଣର ହେବ। ମନରେ ସରସତା ଆସିବ। ପାରିବାରିକ ସୁଖ, ଶାନ୍ତି ଅବ୍ୟାହତ ରହିବ। ଉନ୍ନତ ମାର୍ଗ ଅନୁସରଣ କରିପାରନ୍ତି। | |
ଶତ୍ରୁର ସମ୍ମୁଖୀନ ହେବେ। ଆୟ ଦ୍ୱିଗୁଣିତ ହୋଇପାରେ। ଭାଗ୍ୟଶାଳୀ ହେବେ। ମଧ୍ୟମ ଧରଣର ଶୁଭଫଳ ମିଳିବ। ପ୍ରତିଯୋଗିତାରେ ବିଜୟୀ ହେବେ। ଜନୈକା ମହିଳାଙ୍କ ଦ୍ୱାରା ଉପକୃତ ହେବେ। ପ୍ରାୟ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ଲାଭ କରିପାରନ୍ତି। | |
ମନ ଦୁର୍ବଳ ରହିବ। ଅଷ୍ଟମ ଚନ୍ଦ୍ର ଓ ଘାତଚନ୍ଦ୍ର ଏକତ୍ର ଭୋଗ ହେଉଥିବାରୁ ସତର୍କତାର ସହ ଚଳିବାକୁ ପଡ଼ିବ। ଜଳଯାତ୍ରା କରିବା ଉଚିତ୍ ନୁହେଁ। ଶଭୁକାର୍ଯ୍ୟ ସ୍ଥଗିତ ରଖିବେ। ସ୍ୱାଭିମାନୀ ହେବେ। ଯୁଗ୍ମ ବ୍ୟବସାୟ ଲାଭଜନକ ହୋଇପାରେ। | |
ପାରିବାରିକ ଶାନ୍ତି ଅବ୍ୟହତ ରହିବ। ବନ୍ଧୁ ମିଳନ ଘଟିପାରେ। ଅର୍ଥ ସଞ୍ଚୟ କରିବେ । ମାନ୍ୟତା ପ୍ରାପ୍ତ ହେବେ। କାର୍ଯ୍ୟରେ ସଫଳତା ଲାଭ କରିପାରନନ୍ତି। ଅବିବାହିତଙ୍କର ମନୋରମା କନ୍ୟା ସହିତ ବିବାହ ସମ୍ବନ୍ଧ ସ୍ଥିର ହେବ। ସ୍ୱର୍ଣ୍ଣାଦି ଲାଭ ହେବ। | |
ଆଶା-ଆଶଙ୍କାରେ ଦିନ ବିତାଇ ପାରନନ୍ତି। ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ କାର୍ଯ୍ୟ କରିବେ । ନିରୀହ ପ୍ରକୃତିର ହେବେ। ଧର୍ମ ବିଧାନରେ ଦକ୍ଷତା ପ୍ରତିପାଦନ କରିପାରନ୍ତି। ଶତ୍ରୁନାଶ କରିବାରେ ସକ୍ଷମ ହେବେ। ସୁଖରେ ଦିନଟି ବିତିବ। | |
ଧନପ୍ରାପ୍ତିର ସୂଚନା ମିଳୁଛି। ଧାର୍ମିକ ପ୍ରକୃତିର ହେବେ। ବିଜ୍ଞ ହୋଇପାରନ୍ତି। ବହୁ ମିତ୍ରଙ୍କ ସାନ୍ନିଧ୍ୟ ମିଳିବ। ଜନସାଧାରଣଙ୍କ ପ୍ରିୟପାତ୍ର ହୋଇପାରନନ୍ତି। ସନ୍ ମାର୍ଗୀ ହେବେ। ବିନୟୀ ସ୍ୱଭାବର ହେବେ। ବ୍ୟବସାୟ ଲାଭବାନ୍ ହେବେ। | |
ପରିବେଶ ସୁରକ୍ଷା ପାଇଁ କାର୍ଯ୍ୟ କରିବେ । ମନରେ ସେବାଭାବ ଜାଗ୍ରତ ହୋଇପାରେ। ସୁପରାମର୍ଶ ଦାତା ହେବେ। ଉଚ୍ଚ ସମ୍ମାନ ଲାଭ କରିପାରନ୍ତି। ସତ୍ ସଙ୍ଗୀ ହେବେ। ଅନ୍ୟର ମଙ୍ଗଳ କାମନା କରି ନିଜେ ଅନୁଗୃହିତ ହେବେ। | |
ପରିଶ୍ରମର ମୂଲ୍ୟ ମିଳିବ। କର୍ମକ୍ଷେତ୍ରରେ ଉନ୍ନତି ଘଟିବ। ଗୃହରେ ମାଙ୍ଗଳିକ କାର୍ଯ୍ୟର ଶୁଭାରମ୍ଭ ହେବ। ବ୍ୟବସାୟ ଲାଭଜନକ ହେବ। ବିବାଦରେ ବିଜୟୀ ହେବେ। ପ୍ରତିଯୋଗିତାରେ ଫଳ ଆପଣଙ୍କ ସପକ୍ଷରେ ଯିବ। ଗୃହ ପରିବେଶ ଠିକ୍ ରହିବ। | |
କାର୍ଯ୍ୟରେ ଅଗ୍ରଗତି ଘଟିବ। ମାତ୍ର ବିଳମ୍ବିତ ହୋଇପାରେ। ଅପେକ୍ଷା କଲେ ବହୁ ସୁଫଳର ଅଧିକାରୀ ହୋଇପାରନନ୍ତି। ତ୍ୟାଗ-ପୂତ ମନୋବୃତ୍ତି ଗ୍ରହଣ କରିପାରନ୍ତି। ନୀତିନିଷ୍ଠ ହେବେ। ଧନାଦିଯୁକ୍ତ ହୋଇପାରନ୍ତି। ଚଞ୍ଚଳମନା ହେବେ। କୀର୍ତ୍ତିମାନ୍ ହେବେ। | |
ବିପଦ ଦୂରେଇ ଯିବ। ଆମୋଦ-ପ୍ରମୋଦରେ ଦିନଟି ଅତିବାହିତ ହେବ। ଆୟ ବୃଦ୍ଧିର ସୂଚନା ମିଳୁଛି। ପରିବାରର ପାରସ୍ପରିକ ସ୍ନେହ, ସହାନୁଭୂତି ବଜାୟ ରହିବ। କର୍ମକ୍ଷେତ୍ରରେ ଶଭୁଫଳ ମିଳିବ। ସର୍ବାଙ୍ଗ ଉନ୍ନତି ଘଟିବାର ସୂଚନା ମିଳୁଛି। ସୁଖାଦ୍ୟ ମିଳିବ। | |
କର୍ମକ୍ଷେତ୍ରରେ ଅଗ୍ରଗତି ଘଟିବ। ଆନନ୍ଦ ଉତ୍ସବରେ ଦିନଟି ଅତିବାହିତ କରିପାରନ୍ତି। ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖା ଦେବ। ପାରିବାରିକ ଶାନ୍ତି ଅବ୍ୟାହତ ରହିବ। ଅଧିକ ବ୍ୟୟର ସମ୍ମୁଖୀନ ହୋଇପାରନ୍ତି। ବରିଷ୍ଠ ବ୍ୟକ୍ତିର ମାନ୍ୟତା ମିଳିବ। | |
କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧିହେବ। ଭାଗ୍ୟବାନ୍ ହେବେ। ନାନାବିଧ ସମ୍ମାନର ଅଧିକାରୀ ହେବେ। ଯାନବାହନ ସୁଖ ମିଳିବ। କୀର୍ତ୍ତିମାନ୍ ହୋଇପାରନ୍ତି। ଗୁଣବାନ୍ ହେବେ। ପ୍ରସନ୍ନତା ଲାଭ କରିବେ । ସୁଖ ମିଳିବ। |