କାର୍ଯ୍ୟ ଫଳପ୍ରସୂହେବ। ସୁସ୍ଥ ରହିବେ ଆଭା, ପ୍ରଭା, ପ୍ରତିଭା ସମ୍ପନ୍ନ ହୋଇପାରନ୍ତି । ଲୋକପ୍ରିୟତା ଅର୍ଜନ କରିପାରନ୍ତି। ସରକାରୀ ସ୍ତରରେ ସମ୍ମାନିତ ହେବା ସହିତ ଅର୍ଥ ପ୍ରାପ୍ତି ସୂଚନା ମିଳୁଛି। | |
କୁଳ ଉଜ୍ଜ୍ୱଳକାରୀ ହୋଇପାରନ୍ତି। କର୍ମକ୍ଷେତ୍ରରେ ପଦକ୍ଷେପ ପ୍ରଶଂସନୀୟ ହେବ।ସୁସ୍ଥ ରହିବେ ଦୟାର୍ଦ୍ରଚିତ୍ତ ହୋଇପାରନ୍ତି। ସରକାର କୃପାରୁ ଅର୍ଥପ୍ରାପ୍ତ ହେବେ। ଈପ୍ସିତ ଦ୍ରବ୍ୟ ମିଳିବ। | |
ଭାଗ୍ୟଲକ୍ଷ୍ମୀ ବରଦାୟିକା ଅଛନ୍ତି। ଦିନଟି ସୁଖ-ସମୃଦ୍ଧିପୂର୍ଣ୍ଣ ହେବ। ପ୍ରତିଷ୍ତ ବ୍ୟକ୍ତିତ୍ୱ ସମ୍ପନ୍ନ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଅର୍ଥ ମିଳିବ, ନମ୍ରତାର ପ୍ରତୀକ ହୋଇପାରନ୍ତି। | |
ଆଶା ଫଳବତୀ ହେବ। ସ୍ୱାଭିମାନୀ ହେବେ। ସହଯୋଗୀ ବ୍ୟବସାୟ ଲାଭଜନକ ହେବ। ସାମାନ୍ୟ ସୁସ୍ଥତା ଅନୁଭବ କରୁଥିଲେ ବି, କର୍ମକ୍ଷମ ରହିବେ। ଯାନବାହନ ଚଳାଚଳରେ ସତର୍କ ରହିବେ। | |
ଆଶା ଫଳବତୀ ହେବ। ସ୍ୱାଭିମାନୀ ହେବେ। ସହଯୋଗୀ ବ୍ୟବସାୟ ଲାଭଜନକ ହେବ। ସାମାନ୍ୟ ସୁସ୍ଥତା ଅନୁଭବ କରୁଥିଲେ ବି, କର୍ମକ୍ଷମ ରହିବେ। ଯାନବାହନ ଚଳାଚଳରେ ସତର୍କ ରହିବେ। | |
ଭ୍ରାତୃ ଭାବ ଅତୁଟ ରହିବ।ସୁସ୍ଥ ଓ ନିରାମୟ ରହିବ କୌଶଳୀ ଓ ଶତ୍ରୁହନ୍ତା ହୋଇପାରନ୍ତି। ଚାକିରି କ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କଠାରୁ ପ୍ରଶଂସା ମିଳିବ। ଶ୍ରମ ନିଷ୍ଠାର ପୁରସ୍କାର ମିଳିବ। ଧନବାନ୍ ହେବେ। | |
ଧନଲକ୍ଷ୍ମୀ ବରଦାୟିକା ଅଛନ୍ତି। କର୍ମଚଞ୍ଚଳ ରହିବେ। ଆକସ୍ମିକ ଧନଲାଭର ସୂଚନା ମିଳୁଛି। ଆର୍ଥିକ ସ୍ରୋତ ବ୍ୟବସାୟାଦି ବିଭିନ୍ନ ସ୍ତରରୁ ଆସିବ। ଧାର୍ମିକ, ତେଜସ୍ୱୀ, କର୍ମତତ୍ପର ରହିବେ। | |
ନିରଳସ ହେବେ। ଆତ୍ମବିଶ୍ୱାସକୁ ପାଥେୟକରି ସୁଫଳର ଅଭିଳାଷୀ ହୋଇପାରନ୍ତି। ସୁସ୍ଥ ଓ ନିରାମୟ ରହିବେ। ଯାନବାହନ ସୁଖ ମିଳିପାରେ। ଭାଇମାନଙ୍କ ମଧ୍ୟରେ ଶ୍ରେଷ୍ଠ ହେବେ। | |
ମନ ପ୍ରସନ୍ନ ରହିବ। ଆତ୍ମବିଶ୍ୱାସୀ ହୋଇପାରନ୍ତି। ପ୍ରେମୀ ଓ ସାହସୀ ହେବେ। ଧନର ଅନ୍ତଃ ପ୍ରଭାବ ଅବ୍ୟାହତ ରହିବ। ଦୟାଧର୍ମରେ ବିଲୀନ ହୋଇପାରନ୍ତି। ବନ୍ଧୁପ୍ରେମୀ ଓ ବିଦ୍ୱାନ୍ ହୋଇପାରନ୍ତି। | |
ସୌଭାଗ୍ୟସମ୍ପନ୍ନ ହୋଇପାରନ୍ତି। ଶୋଭନ ବ୍ୟକ୍ତିତ୍ୱଯୁକ୍ତ ହେବେ। ଶାନ୍ତିପ୍ରିୟ, ମଧୁର ଭାଷୀ ଓ ସହନଶୀଳ ହେବେ। ଉଦାର ସ୍ୱଭାବ ଓ ବିଦ୍ୟାପ୍ରେମୀ ହୋଇପାରନ୍ତି। ଦାମ୍ପତ୍ୟ ସୁଖ ମିଳିବ। | |
ଆୟର ଧାରା ଅବ୍ୟାହତ ରହିବ। ପରର ପୀଡ଼ା ଅନୁଭବ କରି ସହାୟତାର ହସ୍ତ ପ୍ରସାରଣ କରିପାରନ୍ତି। ସୁସ୍ଥ ଓ ନିରାମୟ ରହିବେ। ରୁଚିକର ଭୋଜନରେ ଆପ୍ୟାୟିତ ହେବେ। | |
କର୍ମଚଞ୍ଚଳ ରହିବେ। ଚକ୍ଷୁରେ ସାମାନ୍ୟ ପୀଡ଼ା ଅନୁଭବ କରିପାରନ୍ତି। ସାହସୀ ଓ ଜ୍ଞାନୀ ହୋଇପାରନ୍ତି। ସାମୟିକଭାବେ ଏକାନ୍ତରେ ମୌନ ରହି ସାଧନାରେ ବ୍ରତୀ ହୋଇପାରନ୍ତି। ବ୍ୟବହାର ଓ ଭାଷା ମଧୁର ହେବ। |