![]() | ଦ୍ବିଜା ନକ୍ଷତ୍ରଜାତ ବ୍ୟକ୍ତି ସେବାଧର୍ମରେ ଦୀକ୍ଷିତ ହୋଇପାରନ୍ତି |ବ୍ୟବସାୟ ଲାଭଜନକ ହେବ |ବନ୍ଧୁ ମିଳନ ଶୁଭଦାୟକ ହେବ |ଅଶ୍ବିନୀ ଓ କୃତ୍ତିକା ନକ୍ଷତ୍ରର ସାମାନ୍ୟ ଶୁଭଫଳ | |
![]() | ରୋହିଣୀ ନକ୍ଷତ୍ରଜାତ ବ୍ୟକ୍ତି ଶତ୍ରୁ ବିନାଶ କରି ମାନସିକ ଶାନ୍ତି ଫେରିପାଇବେ |ଋଣ ପରିଶୋଧ କରି ଆଶ୍ବସ୍ତ ହେବେ |ସୁସ୍ଥ ଓ ନିରାମୟ ରହିବେ |କୃତ୍ତିକା ଓ ମୃଗଶିରା ନକ୍ଷତ୍ରର ସାମାନ୍ୟ ଶୁଭଫଳ | |
![]() | ଆର୍ଦ୍ରା ନକ୍ଷତ୍ରଜାତ ବ୍ୟକ୍ତି ଅଧୟନ ରତ ହେବେ |ବ୍ୟବସାୟରୁ ପ୍ରଚୁର ଲାଭ ପାଇବେ |ଆଦର୍ଶ ବ୍ୟକ୍ତିତ୍ବସମ୍ପନ୍ନ ହେବେ |ଜୀବନ ସୁଖପ୍ରଦ ହେବ |ମୃଗଶିରା ଓ ପୁନର୍ବସୁ ନକ୍ଷତ୍ରର ସାମାନ୍ୟ ଶୁଭଫଳ | |
![]() | ପୁଷ୍ୟା ଓ ଅଶ୍ଲେଷା ନକ୍ଷତ୍ରଜାତ ବ୍ୟକ୍ତି ଉଦାର ସ୍ବଭାବର ହେବେ |ପରିଶ୍ରମ ଯେତେ କଷ୍ଟଦାୟକ ହେଲେ ବି ତା’ର ମୂଲ୍ୟ ପାଇବେ |ପ୍ରଦୂଷଣ ମୁକ୍ତ ଗୃହରେ ବାସ କରିବେ |ପୁନର୍ବସୁର ସାମାନ୍ୟ ଶୁଭଫଳ | |
![]() | ପୁର୍ବା ଫାଲ୍ଗୁନୀ ନକ୍ଷତ୍ରଜାତ ବ୍ୟକ୍ତି ଶତ୍ରୁ ବିନାଶ କରି ଧନ ଅର୍ଜନ କରିପାରନ୍ତି |ଐଶ୍ବର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି |ସକଳ ଗୁଣର ଆଧାର ହେବେ |ମଘା ଓ ଉତ୍ତରା ଫାଲଗୁଣିର ସାମାନ୍ୟ ଶୁଭ | |
![]() | ହସ୍ତା ନକ୍ଷତ୍ରଜାତ ବ୍ୟକ୍ତିଙ୍କର ବିଭିନ୍ନ ସୂତ୍ରରୁ ଧନାଗମ ହେବ |ତ୍ୟାଗଶୀଳ ହେବେ |ମତିଜ୍ଞ ହୋଇପାରନ୍ତି |କୀର୍ତ୍ତିମାନ୍ ହେବେ |ଚଞ୍ଚଳମନା ହୋଇପାରନ୍ତି |ଚିତ୍ରା ଓ ଉତ୍ତରା ଫାଲଗୁନୀର ସାମାନ୍ୟ ଶୁଭଫଳ | |
![]() | ସ୍ବାତି ନକ୍ଷତ୍ରଜାତ ବ୍ୟକ୍ତିଙ୍କର ଆୟ ଉନ୍ନତମାନରହେବ |ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ |ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ |ଚିନ୍ତାଧାରା ଉନ୍ନତମାନର ହେବ |ଚିତ୍ରା,ବିଶାଖା ନକ୍ଷତ୍ରର ସାମାନ୍ୟ ଶୁଭ | |
![]() | ଅନୁରାଧା ଓ ଜ୍ୟୋଷ୍ଠା ନକ୍ଷତ୍ରଜାତ ବ୍ୟକ୍ତି କର୍ମ ଚଞ୍ଚଳ ରହିବେ |ସାଧନାରତ ହୋଇ ସଫଳତା ଲାଭ କରିପାରିବେ |ମଧୁର କଥାରେ ପରକୁ ଆପଣାର କରିପାରନ୍ତି |ବିଶାଖା ନକ୍ଷତ୍ରର ବ୍ୟୟ ଯୋଗ ଅଛି | |
![]() | ପୂର୍ବାଷାଢା ନକ୍ଷତ୍ରଜାତ ବ୍ୟକ୍ତି ସରକାରୀ ସ୍ତରରେ ସମ୍ମାନିତ ହେବା ସହିତ ରାଜକୋଷ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି |ପ୍ରତ୍ୟକ କାର୍ଯ୍ୟରେ ସଫଳତା ଲାଭ କରିବେ ମୂଳା ଓ ଉତ୍ତରାଷାଢାର ସାମାନ୍ୟ ଶୁଭ | |
![]() | ଶ୍ରବଣାନକ୍ଷତ୍ରଜାତ ବ୍ୟକ୍ତି କର୍ମତତ୍ପର ହେବେ |ସରକାରଙ୍କ କୃପାପାତ୍ର ହୋଇପାରନ୍ତି |କୀର୍ତ୍ତି,ମର୍ତ୍ତ,ସ୍ବତ୍ବ,ସନ୍ତୋଷ ସବୁ କିଛି ଲାଭ କରିବେ |ଧନିଷ୍ଠ ଓ ଉତ୍ତରାଷାଢାର ସାମନ୍ୟ ଶୁଭ | |
![]() | ଶତଭିଷା ନକ୍ଷତ୍ରଜାତ ବ୍ୟକ୍ତି କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ |ବିବାଦୀୟ ଘଟଣାର ବିଜୟୀ ହେବେ |ଲୋକପ୍ରିୟ ହେବେ ପୂର୍ବଭାଦ୍ର ଓ ଧନିଷ୍ଠାର ଶୁଭଫଳ | |
![]() | ଉତ୍ତରଭାଦ୍ର ଓ ରେବତୀ ନକ୍ଷତ୍ରଜାତ ବ୍ୟକ୍ତି କାର୍ଯ୍ୟ ହାସଲ କରିବାରେ ପାରଙ୍ଗମ ହେବେ |ଜଳ ଯାତ୍ରାରେ ବିପଦ ଅଛି |ପୂର୍ବାଭାଦ୍ର ନକ୍ଷତ୍ରଜାତ ବ୍ୟକ୍ତି ସତର୍କରେ ଚଳିବେ | |