କଳାତ୍ମକ କାର୍ଯ୍ୟରେ ରୁଚି ବଢ଼ିବ। ଧନ ସଂପତ୍ତି ବଢ଼ିବ। ଜୀବନସାଥୀଙ୍କୁ ଉପହାର ଦେବେ ଆପଣଙ୍କୁ ସାମାଜିକ କାର୍ଯ୍ୟ ଲାଗି ସମ୍ମାନିତ କରାଯିବା ଚାକିରିରେ ପଦୋନ୍ନତି ମିଳିପାରେ। | |
ଏକାଗ୍ରତା ସହିତ କାମ ପୂରା କରିବାକୁ ଚେଷ୍ଟା କରିବେ। ନୂଆ ଉତ୍ସରୁ ଆଶାଠୁଁ ଅଧିକ ଧନଲାଲ ହେବ ସମାରୋହରେ କୌଣସି ଅନ୍ତରଙ୍ଗ ବନ୍ଧୁ ସହିତ ଦେଖା ହେବ। | |
ଅଫିସରେ ଅଧିକାରୀଙ୍କ ସାହାଯ୍ୟ ପାଇବେ। ପୂର୍ବରୁ ଲାଗି ରହିଥିବା ବିବାଦର ସମାଧାନ ହୋଇଯିବ ପ୍ରେମୀଯୁଗଳ ଜଣେ ଅନ୍ୟନଣଙ୍କୁ ନିଜ ହୃଦୟର କଥା କହିବେ। | |
ଆପଣଙ୍କ ସାମାଜିକ ପରିସର ବୃଦ୍ଧି ପାଇବ। ଦୈନିକ କାମରେ ପୂର୍ଣ୍ଣ ସଫଳତା ପାଇବେ। ପ୍ରିୟ ବନ୍ଧୁସହିତ ମିଳନ ଯୋଗ ରହିଛି। ବାହାନ କିଣିବା ଲାଗି ଦିନଟି ଶୁଭ। | |
ସାରାଦିନ କାର୍ଯ୍ୟ ବ୍ୟସ୍ତତା କଟିବ। ଆପଣ କିଛି ନୂଆ ଶିକ୍ଷା ଲାଭ କରିବେ ଚାକିରିଆଙ୍କୁ ପଦୋନୂତି ମିଳିପାରେ। ଜୀବନସାଥୀ ଆପଣଙ୍କୁ ବାହାରକୁ ବୁଲାଇନେବେ। | |
ପୂର୍ବ କଥାକୁ ନେଇ ଚିନ୍ତିତ ରହିବେ କାରବାରରେ ଉନ୍ନତି ହେବ। ଅଫିସ କାମରେ ଦୂର ସ୍ତାନକୁ ଯିବେ। ଅବିବାହିତଙ୍କ ଲାଗି ବିବାହ ପ୍ରସ୍ତାବ ଆସିବ। | |
ସବୁ କାମ ଅପଣଙ୍କ ମନ ମୁତାବକ ପୂରା ହେବ। ଅକ୍ତରଙ୍ଗଂ ବନ୍ଧୁ ସହିତ ସାକ୍ଷାତ ହେବ ଓକିଲଙ୍କ ଲାଗି ଦିନଟି ଲାଭପ୍ରଦ ବେକାରଙ୍କୁ ରୋଜଗାର ମିଳିବ। | |
କାମ ନିର୍ଦ୍ଧାରିତ ସମୟରେ ପୂରା ନହେବା ଯୋଗୁଁମାନସିକ ଅଶାନ୍ତି ବଢ଼ିପାରେ। କାରବାରରେ ଧନଲାଲ ହେବ। କାହା ସହିତ ତର୍ଜ କରନ୍ତୁ ନାହିଁ। ଭାବିଚିନ୍ତି ଖର୍ଚ୍ଚ କରନ୍ତୁ। | |
କିଛି ଲୋଜଙ୍କର ପୂରା ସମର୍ଥନ ପାଇବେ ଭଂଜିନିୟରଙ୍କୁ ଭଲ ଅବସର ମିଳିବ ପରିବାରର ମହତ୍ତ୍ୱ ପୂର୍ଣ୍ଣ କାମ ପୂରା ହୋଇଯିବ ଦାମ୍ପତ୍ୟ ଜାବନରେ ଖୁସି ବଜାୟ ରହିବ। | |
କୌଣସି କାମରେ ମାତାପିତାଙ୍କ ସହଯୋଗ ପାଇବେ। ନିଜ ବିଚାରରେ ଅନ୍ୟମାନଙ୍କୁ ସହମତ କରାଇନେବେ ପ୍ରେମ ପ୍ରସଙ୍ଗ ପ୍ରତି ଆକର୍ଷଣ ବଢିବ। | |
ପୂଜାପାଠରେ ସମୟ ବିତିବ ସବୁ କାମରେ ସଫଳ ହେବେ ଲୋକେ ଆପଣଙ୍କର ପ୍ରଶଂସା କରିବେ ଅର୍ଥିକ ସ୍ଥିତି ଚିନ୍ତାଜନକ ହେବ ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରନ୍ତୁ। | |
କୌଣସି ମନୋରଂଜନ କାର୍ଯ୍ୟକ୍ରମରେ ସାମିଲ ହେବେ। ବନ୍ଧୁ ଠାରୁ ଖୁସି ଖବର ପାଇବେ କର୍ମଜୀବୀ ମହିଳାଙ୍କ ଲାଗି ଦିନଟି ଭଲ। ଜମି ଦଲାଲଙ୍କ ଲାଗି ଭଲ ଦିନଟିଏ । |