![]() |
ନିଜର କ୍ରୋଧ ଉପରେ ନିୟନ୍ତ୍ରଣ। ରଖନ୍ତୁ ପାରିବାରିକ କାମ ପୂରା କରିବାରେ ପରିବାର ଲୋକଙ୍କ ସହଯୋଗ ପାଇବେ। କୌଣସି ସହପାଠୀ ଅପଣଙ୍କୁ ନିଜର ମନ ଜଥା କହିବେ। |
![]() |
ଅନ୍ତରଙ୍ଗ ବନ୍ଧୁ ସହ ଫୋନରେ ଦୀର୍ଘ ସମୟ କଥା ହେବେ। ଅଫିସ ବାକି କାମ ପୂରା ହୋଇଯିବ ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ। ମହିଳାଙ୍କୁ ବିଶେଷ ଖବର ମିଳିବ। |
![]() |
ଶରୀର ସୁସ୍ଥ ରହିବ। କାମ ଧନ୍ଦାରେ ଆପଣ ସଫଳତା ପାଇବେ। ଦାମ୍ପତ୍ୟ ଜୀଚନ ପ୍ରୀତିକର ହେବ। ଶତ୍ରୁମାନେ କ୍ଷତି କରିପାରନ୍ତି। ତେଣୁ ସତର୍କତା ଅବଲମ୍ବନ କରନ୍ତୁ। |
![]() |
ଆପଣଙ୍କ ମନରେ ନୂଆ ନୂଆ ବିଚାର ଆସିବ। ଆୟ ଉତ୍ସରେ ବୃଦ୍ଧି ହେବ। ଅଫିସ କାମରେ ସହର ବାହାରକୁ ଯାଇପାରନ୍ତି। ଜୀବନସାଥୀଙ୍କ ସହ ମନୋମାଳିନ୍ୟ ଦେଖାଦେବ। |
![]() |
ମନ ସାମାଜିକ ଲାଗିବ। ନୂଆ କାମ ପାଇଁ ଯୋଜନା କରିପାରନ୍ତି। ଆର୍ଥିକ ଲାଭ ପାଇଁ ଅଧିକ ପରିଶ୍ରମ କରିବାକୁ ହେବା ପାରିବାରିକ ଜୀବନରେ ସୁଖ ଶାନ୍ତି ବୃଦ୍ଧି ହେବ। |
![]() |
ମନ୍ଦିରକୁ ଠାକୁର ଦର୍ଶନ ପାଇଁ ଯିବେ ଆପଣଙ୍କର ଜରୁରୀ କାମ ସଂପୂର୍ଣ୍ଣ ହୋଇପାରୋ ଜୀବନସାଥୀଙ୍କର ପୂରା ମହଯୋଗ ପାଇବେ ଲେଖକଙ୍କ ଲାଗି ଦିନଟି ଭଲ। |
![]() |
ଆପଣ ନିଜକୁ ସୁସ୍ଥ ସବଳ ଅନୁଭବ କରିବେ। କୌଣସି କାମରେ ଭଲ ପ୍ରଦର୍ଶନ ଦେବା ପାଇଁ ନୂଆ ବିଚାର ପ୍ରୟୋଗ କରିବେ ବେପାରରେ ଅଚାନକ ଧନଲାଭ ହେବ। |
![]() |
ଅଫିସରେ ଜରୁରୀ କାମ ସାରିବାରେ ପୂର୍ବ ଅନୁଭବ କାମ ଦେବ। ନୂଆ ବ୍ୟବସାୟରେ ବୁଝି ବିଚାରି ନିବେଶ କରନ୍ତୁ ପରିବାର ଲୋକଙ୍କ ସହ ମହତ୍ତ୍ୱପୂର୍ଣ୍ଣ ବିଷୟରେ କଥା ହେବେ । |
![]() |
ପୁରୁଣା ବନ୍ଧୁ ସହ ଫୋନରେ କଥା ହେବ। ଅଧିକାରୀବର୍ଗ ଆପଣଙ୍କ କାମରେ ପ୍ରସନ୍ନ ରହିବେ। ଶତ୍ରୁ କ୍ଷତି ପହଞ୍ଚାଇବାର ପ୍ରୟାସ କରି ବିଫଳ ହେବେ। ପ୍ରେମୀଯୁଗଳଙ୍କ ଲାଗି ଦିନଟି ଭଲ। |
![]() |
ଅଫିସରେ ଆପଣଙ୍କ କାମର ପ୍ରଶଂସା ହେବ। ଆପଣଙ୍କ ଆତ୍ମବିଶ୍ଵାସର ସ୍ତର ବଢ଼ିବ। ପରିବାରରେ ସମସ୍ତଙ୍କ ସହ ଭଲ ସମ୍ବନ୍ଧ ରହିବ। ବ୍ୟବସାୟରେ ଆଶାଋଠୁଁ ଅଧିକ ଲାଭ ପାଇବେ |
![]() |
ଜରୁରୀ କାମରେ ବନ୍ଧୁଙ୍କ ସାହାଯ୍ୟ ପାଇବେ। ଆର୍ଥିକ ଅବସ୍ତାରେ ସ୍ଥିରତା ବଜାୟ ରହିବ। ଧାର ଦେଇଥିବା ଅର୍ଥ ଫେରି ପାଇବେ। ନିର୍ମାଣ କାର୍ଯ୍ୟ ଲାଗି ଯୋଜନା କରିବେ। |
![]() |
ସନ୍ଧ୍ୟା ସୁଦ୍ଧା କୌଣସି ଶୁଭ ଖବର ପାଇବେ। ପ୍ରିୟଜନଙ୍କ ସହ ଦିନଟି ଭଲରେ ବିତିବ। ଧନଲାଭର ସୁବର୍ଣ୍ଣ ସୁଯୋଗ ପାଇବେ। ପାରିବାରିକ ଜୀବନ ସୁଖକର ହେବ। |