ପୂର୍ବ କଂପାନିର ଅଭିଜ୍ଞତା ଆପଣଙ୍କ କାମରେ ଆସିବା ବିବାଦଠୁଁ ଦୂରରେ ରୁହନ୍ତୁ ଭୂସଂପତ୍ତି କିଣିବା ପୂର୍ବରୁ ଶୁଭ ମୁହୂର୍ତ୍ତ ଦେଖନ୍ତୁ। | |
ଅଧିକ ଭାବପ୍ରବଣ ହେଲେ ଅଶାନ୍ତି ବଢ଼ିବ। ବ୍ୟବସାୟ ମାନ୍ଦା ଧରିବ। ଆର୍ଥିକ ପସଙ୍ଗ ନେଇ ସତର୍କ ରୁହନ୍ତୁ ମନର କଥା ପାଖଲୋକଙ୍କୁ କହିପାରନ୍ତି। | |
ଆପଣଙ୍କର ସବୁ କାମ ମନମୁତାବକ ପୂରା ହେ ବ। କର୍ତ୍ତୃପକ୍ଷ ଆପଣଙ୍କୁ କୌଣସି ଉପହାର ଦେଇପାରନ୍ତି। ବ୍ୟବସାୟରେ ଆଶାଠୁଁ ଅଧିକ ଲାଭ ପାଇବେ। | |
ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ ପାରିବାରିକ ସମସ୍ୟା ପାଇଁ ଅଶାନ୍ତି ବଢିପାରେ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। ପ୍ରେମିକ ପ୍ରେମିକାଙ୍କ ଲାଗି ଭଲ ଦିନଟିଏ। | |
ନୂଆ କାମରେ ରୁଚି ବଢ଼ିବ। ଆର୍ଥିକ ଅଭାବ ଅନୁଭବ କରିପାରନ୍ତି। ଘର ସଜାଇବାରେ ଧ୍ୟାନ ଦେବେ। ପ୍ରେମୀଯୁଗଳ ନିଜ ସାଥୀଙ୍କ ଭାବନାକୁ ବୁଝିବେ। ` | |
ସାରାଦିନ ମନରେ ପ୍ରସନ୍ନତା ରହିବ। ରାଜନୀତିରେ ବିରୋଧୀମାନଙ୍କର ଦୃଢ ମୁକାବିଲା କରିବେ। ମହିଳାଙ୍କୁ ଘର ଲୋକଙ୍କ ସାହାଯ୍ୟ ମିଳିବ। | |
ଯେଉଁ କାମ କରିବେ ତାହା ଆପଣଙ୍କ ମନ ମୂତାବକ ସଂପୂର୍ଣ ହେବା ଅଥ୍ଥିକ ସମ୍ୟାର ସମାଧାନ ବାହାରିବା ଚାକିରି ଖୋଜୁଥିବା ଲୋକଙ୍କୁ ଭଲ ଚାକିରି ମିଳିବ। | |
ଦିନଟି ଆନନ୍ଦ ଉଲ୍ଲାସ ଭରା ରହିବ। ବ୍ୟକ୍ତିଗତ ସମସ୍ୟାର ସମାଧାନ ହୋଇଯିବ। ସମ୍ମାନିତ ଲୋକଙ୍କ ସହ ମିଶିବାର ଅବସର ପାଇବେ। | |
ବାକିଥିବା କାମରେ ବନ୍ଧୁ ସାହାଯ୍ୟ କରିବେ। ଧାର ନେବା ଦେବାରୁ ନିବୃତ୍ତ ରୁହନ୍ତୁ ଆପଣଙ୍କର ତୀବ୍ର ବୁଦ୍ଧି ପାଇଁ ଆପଣଙ୍କୁ ପୁରଷ୍କାର ମିଳିବା ଯୋଗ ରହିଛି। | |
ଆପଣ କୌଣସି ବଡ଼ ନିଷ୍ପତ୍ତି ନେଇପାରନ୍ତି। ବେପାରୀ ବର୍ଗଙ୍କୁ ଅଚାନକ ଧନଲାଭ ହେବ। ଅଫିସରେ ଅପଣଙ୍କ କାମରେ ଖୁସି ହୋଇ କର୍ତ୍ତୃପକ୍ଷ ଉପହାର ଦେବେ | |
ଅନ୍ୟମାନଙ୍କ ଆଗରେ ଆପଣଙ୍କର ଛବି ଭଲ ରହିବ। ଆର୍ଥିକ ସଫଳତା ପାଇବେ ଅଫିସରେ କର୍ତ୍ତୃପକ୍ଷଙ୍କ ବ୍ୟବହାର ଆପଣଙ୍କ ପ୍ରତି ସକାରାତ୍ମକ ରହିବ। | |
ନୂଆ ଲୋକଙ୍କ ସହ ସାକ୍ଷାତରେ ନୂଆ ସୁଯୋଗ ପାଇବେ। ନୂଆ ବ୍ୟବସାୟରେ ପୁଞ୍ଜି ଲଗାଇଲେ ଆପଣଙ୍କୁ ଦିଗୁଣା ଲାଭ ମିଳିବ। ବନ୍ଧୁ ସମ୍ବନ୍ଧ ଭଲ ହେବ। |