![]() | ଦିନଟି ଆପଣଙ୍କ ପରିବାର ଲାଗି ନୂଆ ଖୁସି ନେଇ ଆସିବ। କାର୍ଯ୍ୟ କରିବାର ଅବସର ମିଳିବ। ବେପାରରେ ସହଯୋଗୀ ମାନଙ୍କର ସମର୍ଥନ ପାଇବେ। |
![]() | ହସ୍ତଶିଳ୍ପ ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ହେବା କୋର୍ଟ ମାମଲାରେ ଆପଣଙ୍କୁ ଆରାମ ମିଳିବ। କାର୍ ଚଳାଇବା ଶିଖି ପାରନ୍ତି। ଛାତ୍ରଛାତ୍ରୀ ଭବିଷ୍ୟତ ଲାଗି ନୂଆ ଯୋଜନା କରିବେ। |
![]() | ପ୍ରବଚନ ଶୁଣିବାକୁ ଯାଇପାରନ୍ତି। ବ୍ୟବସାୟରେ ପରିଜନଙ୍କ ସହଯୋଗ ପାଇବେ। ଚାକିରି ଅନ୍ୱେଷଣ ସମାପ୍ତ ହେବ। ସିଭିଲ ଇଂଜିନିୟର ଛାତ୍ର ପରୀକ୍ଷାରେ ଭଲ କରିବେ। |
![]() | ଆତ୍ମବିଶ୍ୱାସ ଆପଣଙ୍କୁ ଉନ୍ନତି ପଥରେ ଆଗେଇ ନେଇଯିବେ। ତୀର୍ଥରେ ଯିବାର ଯୋଜନା କରିପାରନ୍ତି। ଜରୁରୀ କାମରେ ନିଜ ଲୋକଙ୍କର ସାହାଯ୍ୟ ପାଇ ଖୁସି ହେବେ। |
![]() | ଦାମ୍ପତ୍ୟ ଜୀବନରେ ତାଳମେଳ ବଜାୟ ରହିବ। ଆପଣଙ୍କ ବିଚାର ସକାରାତ୍ମକ ରହିବ। ଅନ୍ୟମାନଙ୍କ ଦ୍ୱାରା କାମ ହାସଲ କରିବାରେ ସକ୍ଷମ ହେବେ। ପ୍ରେମ ଜୀବନ ଭଲ ରହିବ। |
![]() | ଦବ୍ୟବସାୟ ଆରମ୍ଭରେ ନୂଆ ଯୋଜନା ସଫଳ ହେବ |କଣ୍ଠଶିଳ୍ପୀଙ୍କୁ ପୁରସ୍କାର ମିଳିବ |ଭାବିଚିନ୍ତି ଖର୍ଚ୍ଚ କରନ୍ତୁ |ସଫଳତାର ନୂଆ ଉପାୟ ସମ୍ପର୍କରେ ବିଚାର କରିପାରନ୍ତି | |
![]() | ଦିନଟି ଆପଣଙ୍କ ଜୀବନରେ ନୂଆ ପରିବର୍ତ୍ତନ ଆଣିବ |ଅଧୁରା କାମ ସଂପୂର୍ଣ୍ଣ କରିବା ଲାଗି ଭଲ ସମୟ |ରକ୍ତଚାପ ରୋଗୀଙ୍କୁ ଆରାମ ମିଳିବ | |
![]() | ଆପଣଙ୍କ ଉପରେ ପରିବାରର ଦାୟିତ୍ବ ବଢିପାରେ | ଘର ବଗିଚାରେ ପରିବା ଗଛ ଲଗାଇ ପାରନ୍ତି |ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ |ଶିକ୍ଷାର୍ଥୀ ନୂଆ ସମୟ ସାରଣୀ ପ୍ରସ୍ତୁତ କରନ୍ତୁ | |
![]() | ବ୍ୟବସାୟରେ ବଡ ଚୁକ୍ତି ହେବ | ଗ୍ରନ୍ଥାଗାରିକଙ୍କର ଦରମା ବୃଦ୍ଧି ହେବ |ଦାମ୍ପତ୍ୟ ଜୀବନରେ ମଧୁରତା ବଢିବ | ଆର୍ଥିକ ସ୍ଥିତି ସ୍ବକଳ୍ପ ରହିବ |ଚର୍ମରୋଗୀ ଡାକ୍ତରଙ୍କ ସହ ପରାମର୍ଶ କରିବେ | |
![]() | ଖେଳାଳି ଅଭ୍ୟାସରେ ଅଧିକ ପରିଶ୍ରମ କରିବେ |ରାଜନେତାଙ୍କର ସାମାଜିକ ପ୍ରଭାବ ବଢିବ | ବେପାର ବଣିଜରେ ଯଥେଷ୍ଟ ଲାଭ ପାଇବେ | ପରିବାରରେ ଶାନ୍ତି ରହିବ | |
![]() | ଆୟୁର୍ବେଦ ଔଷଧ ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ମିଳିବ | ମହିଳାମାନେ ଘରେ ବ୍ୟବସାୟ ଆରମ୍ଭ କରିପାରନ୍ତି | ରାଜନେତା କୌଣସି ସଭାର ଆୟୋଜନ କରିବେ | |
![]() | ଛୋଟ ବ୍ୟବସାୟୀଙ୍କୁ ଯଥେଷ୍ଟ ଧନଲାଭ ହେବ | ସମାଜସେବୀର ମାନ ସମ୍ମାନ ବଢିବ | କାଷ୍ଠ କାରିଗରିଙ୍କ ଲାଗି ଭଲ ଦିନଟିଏ | ସ୍ବାଦିଷ୍ଟ ଖାଦ୍ୟ ଭୋଜନ କରିବେ | |