Latest NewsOdia New Year ShayariOdia Shayari

Odia Festival Sms

Odia Festival Sms

Send odia festival sms to your near and dear. Wish you a happy makara sankranti in advance.

 

ମକର ସଂକ୍ରାନ୍ତିର ଅନେକ ଅନେକ ଶୁଭକାମନା…

ଟିପି ଟିପି କାକରରେ, ଥିରି ଥିରି ପବନରେ ଆସିଛି ମକର,
ପୋଡ ପିଠା ମହକରେ, ମକରର କୁହୁକରେ ସଭିଏଁ ବିଭୋର…

ସୂର୍ଯ୍ୟର ସୁନେଲି କିଅଣରେ, ମୋତି ପରି କାକରର କୋଳରେ ଭଳି ଭଳି ରଙ୍ଗୀନ୍ ଫୁଲର ସୁବାସରେ ମକରସଂକ୍ରାନ୍ତି ଉପନୀତ…

ଶୀତୁଆ ସକାଳ କାକରରେ ଭିଜା
ଥରିଯାଏ ଦେହ ଛାଆଁକୁ ଛାଆଁ
ମକର ଆସିଛି ପସରା ମେଲାଇ
ବହୁଅଛି ଖାଲି କୋହୋଲା ବାଆ…

ଏ ପବିତ୍ର ପର୍ବରେ ତୁମର ଦୀର୍ଘ ଜୀବନ ଓ ସୁସ୍ଥ ଜୀବନ କାମନା କରେ…

ମକର ସଂକ୍ରାନ୍ତୀର ଅଭିନନ୍ଦନ ଓ ଶୁଭକାମନା….

 

Send Odia SMS From FeelOdia.com for FREE. Register and send on black day also..

Comments

comments

Tags

Leave a Reply

Your email address will not be published. Required fields are marked *

Back to top button
ଜମାରୁ ମିସ କରନ୍ତୁନି !!! - DON’T MISS OUT !!!
Subscribe To OdiaWeb
Be the first to get latest updates and exclusive content straight to your email inbox.
ନୁଆ ନୁଆ ନିଉଜ ଆଉ ତଥ୍ୟ ଆପଣଙ୍କ ମେଲ ରେ, ଆଜିହିଁ ସବସ୍କ୍ରାଇବ କରନ୍ତୁ ।

ନିଉଜ, ଫିଲ୍ମ, ଗୀତ, ଫଟୋ, ଭିଡିଓ, ଶାୟରୀ, ମୋବାଇଲ ଆପ୍, ଚାକିରୀ, ସ୍ୱାସ୍ଥ୍ୟ, ଖାଦ୍ୟ ଏବଂ ଆହୁରି କେତେ....
Stay Updated
Give it a try, you can unsubscribe anytime.  ଆପଣ କେବେବି ଅନସବସ୍କ୍ରାଇବ କରିପାରିବେ ।
Close
X