Are you looking for Odia Sms for Odia lovers, then this is the perfect Odia sms you are looking for. Share this sms with your lover and impress her. Here you can find latest Odia sms in Odia language.

ମୋତେ ଯେ ଦୂରେଇ ଅନ୍ୟତ୍ର କାହାକୁ ତୁମେ ଯଦି ବିଭାହେବ ଏ ଦାସୀ ସସ୍ମୀତା ପାଇଁ ତୁମ୍ ପ୍ରିୟ ଜହର ପଠାଇ ଦେବ
mote je doorei anyatra kahaku tume jidi bibhahaheba e dashee sasmita pai tuma priya jahara pathai deba

ପୀରତି ପଥରେ କାନ୍ଦେ ମୁଁ ପ୍ରାଣପତି କିପରି ବଞ୍ଚିବି କୁହ ହେ ଦେବତା ଝୁରେ ମୁହିଁ ଦିବାରାତି
Peerati pathare kande mu pranapati kipari bancibi kuha he debata jhure muhi dibarati

ଗରିବ ହେଲେ ବି ତୁମରି ଚରଣେ ସଦା ମୋର ଥଏ ଲୟ ପୂଜାଫୁଲ ମୋର ମଉଳି ଯାଉଛି ନୟନୁ ଝରୁଛି ଲୁହ
Gariba hele bi tumari charane sada mora thae laya poojaphula mora mauli jauchhi nayanu jharuchhi luha

ତୁମେ ପରେ ମୋର ଅକାଟ୍ୟ ବିଶ୍ୱାସ ସାଜିବି ମୁଁ ସନ୍ନ୍ୟାସିନୀ ଜୀବନେ ଆଉ ହେବିନି କା ସ୍ତିରୀ ସାଜିଛି ତୁମ ସଜନୀ
Tume pare mora akatya biswasa sajibi mu sannyasinee au hebini ka stiree sajichhi tuma sajanee

ଏ ଜୀବନ ପାଇ ଅପେକ୍ଷା କରିବି ଜୀବନର ଶେଷ ଯାଏ ଅପେକ୍ଷାରେ ରହି ହାରିବି ଜୀବନ ତୁମକୁ ମରଣ ଯାଏ
E jeebana pai apekshya karibi jeebana shesha jae apekshyare rahi haribi jeebana tumaku marana jae