Are you looking for Odia Sms for Odia lovers, then this is the perfect Odia sms you are looking for. Share this sms with your lover and impress her. Here you can find latest Odia sms in Odia language.

ପ୍ରେମର ଗଣିତ କେତେ ଯେ ଜଟିଳ ଜମା ହୁଏ ନାହିଁ ବୁଝି
ପ୍ରେମର ଭୂଗୋଳ ନିହାତି ସରଳ ଅଦୁଝା ତ ନାହିଁ କିଛି
Premara ganira kete je jatila jama nahi bujhi
premara bhugola nihati sarala abujha ta nahi kichhi

ବନ ପୋଡିଗଲେ ସମସ୍ତେ ଜାଣନ୍ତି ମନକଥା କିଏ ଜାଣେ
ଧନ ହଜିଗଲେ ମନ ଉଣା ହୁଏ ଧନ କି ମନକୁ କିଣେ
Bana podigale samaste jananti manakatha kie jane
dhana hajigale mana una hue dhana ki manaku kine

ପ୍ରେମ ପୁସ୍ତକର ସର୍ବଶେଷ୍ଠ ପୁଷ୍ଠା ଅଟେ ସିନ ବାହାଘର
ବାହାଘର ପରେ ମନ ଦିଆ ନିଆ ଏଇ ରୀତି ଦୁନିଆର
Prema pustaka srbasheshta pustha sina bahaghara
bahaghara pare mana dia nia ei reeti duniara

ମୟୁରୀ ଗୋ ମୋ ମନ ଆକାଶେ ସାଜି ଅଛ ମେଘ ମହ୍ଲାର
ରାଜି ଅଛ ଶୁଣି ଖୁସିରେ ଖୁସିରେ ନିଦ ହଜିଗଲା ମୋହର
Mayoori go mo mana akashe saji acha megha mahla
raji achha shuni khusire khusire nida hajigale mohara

ଚଗଲା ଚହଲୀ ହେଲେ ବି ସେମାନେ ନଥିଲେ ଲାଗେନା
ଭଲ କେତ୍ ରଙ୍ଗ ରସ ହସ ପରିହାସ ଝରି ପଡେ ହସଫୁଲ
Chagala chahalee hele bi semane nathile lagena bhala
ket ranga rasa hasa parihasa jhari pade hasaphula