Are you looking for Odia Sms for Odia lovers, then this is the perfect Odia sms you are looking for. Share this sms with your lover and impress her. Here you can find latest Odia sms in Odia language.

ସପ୍ତାହକୁ ଥରେ ଚିଠିଖଣ୍ତେ ଦେଇ ହତାଶା ମନକୁ
ନେଇଅବୁଝା ମନକୁ ବୁଝାଇବ ପ୍ରିୟ ନିବେଦନ କରେ ମୁହିଁ
Saptahaku thare chithikhande dei hatasha manaku
neiabujha manaku bujhaiba priya nibedana kare muhi

ତୁମେ ମୋ ସର୍ବସ୍ୱ ତୁମେ ଆହେ ପ୍ରିୟ ନିଅ ତୁମେ ମୋତେ
ଧରି ତୁମ ବିନା କେହି ନାହିଁନ୍ତି ଭରସା ତୁମେ ମୋ ପ୍ରେମ ପୂଜାରୀ
Tume mo sarbaswpa tume ahe priya nia tume mote
dhari bina kehi nahinti bharasa tume mo prema poojaree

ପ୍ରୀତି ପଥେ କାନ୍ଦେ ତୁମକୁ ସୁମରୀ ତୁମେ ମୋର ପ୍ରାଣଧନ
କିପରି ରହିବି ତୁମକୁ ଦୂରେଇ ମନ ମୋ ଇଚ୍ଛନ୍ନ
Treeti pathe kande tumaku sumaree tume mora pranadhana
kipari rahibi tumaku doorei mana mo icchanna