Are you looking for Odia Sms for Odia lovers, then this is the perfect Odia sms you are looking for. Share this sms with your lover and impress her. Here you can find latest Odia sms in Odia language.

ତୁମେ ମୋର ଗତି ତୁମେ ମୋର ମୁକ୍ତି ତୁମେ ଯେ ଜୀବନ ଧନ
ଏ ଜୀବନେ କେବେ ଭୁଲି ନ ପାରିବି ସଦା ଖୋଜେ ମୋର ମନ
Tume mora gati tume mora mukti tume je jeebana dhana
e jeebane kebe bhuli na paribi sada khoje mora mana

ତୁମ ଚିଠି ସାଥେ ଆସିଥିଲ ତୁମେ ସ୍ୱପନ ସାଥିରେ ମିଶି
ଶେଯପରେ ବସି କୋମଳ ବଚନ ମନ ମୋର ନେଇ ତୋଷି
Tume chithi sathe asithili tume swapana sathire mishi
shejapare basi komal bachana mana mora nei toshi

ମା ମଙ୍ଗଳାଙ୍କୁ ନେହୁରା ହୋଇ ମୁଁ ଜଣାଇ ମୋ ଦୁଃଖ କାହାଣୀ
କିପରି ତୁମେ ହେ ନିଜ ପାଦେ ଠିଆ ହେବା କଥା ମନେ ଗୁଣି
Maa mangalanka nehura hoi mu janai mo dhukha kahanee
kipari tume he nija pada thia heba katha mane guni

ମୋ ମଥା ସିନ୍ଦୂର ହାତେ ଶଙ୍ଖା ମୋର ବଜର ହେବାର ପାଇଁ
ତୁମ କୋଳ ପାଇଁ ସଦା ମୁଁ ଝୁରୁଛି ମୋତେ ତୋଳିନେବା ପାଇଁ
Mo matha sindrura hata shanka mora bajara hebara pai
tuma kola pai sada mu jhuchhhi mote tolineba pai

ତୁମେ ହେ ଅନ୍ତର ଭାବ ଯଦି ପର ମୁଁ ହେବି କାହାର କୁହ
ତୁମରି ଦୁଃଖରେ ମୁଁ ସଦା ଦୁଃଖିନୀ ଝରେ ସଦା ନେତ୍ରୁ ଲୁହ
Tume he antara bhaba jadi para mu hebi kahara kuha
tumari dukhare mu sada dukhinee jhare sada netru luha