Are you looking for Odia Sms for Odia lovers, then this is the perfect Odia sms you are looking for. Share this sms with your lover and impress her. Here you can find latest Odia sms in Odia language.

କେଉଁଠାରେ ଯାଇ କିପରି ରହିବ ଲେଖିବ ଦେଇ ପତର
ପତ୍ର ମୁଁ ପାଇଲେ ନିଶ୍ଚୟ ଦେବତା ଜଣାଇ ଦେବି ଉତ୍ତର
Keuthare jai kipari rahibi lekhiba dei patara
patra mu paile nischaya debata janai debi uttara

ଧନ ନାହ ସେ ଯେ ଗରିବର ଝିଅ ମନକୁ ବିକି ମୁହିଁ
ତୁମକୁ ପ୍ରେମରେ ପ୍ରେମିକା ସାଜି ମୁଁ ନାରୀତ୍ୱ ଦେଲି ହରାଇ
Dhana nahi je garibara jhia manru biki muhi
tumaku premare premika saji mu nareetwa dli harai

ତୁମେ ଖିନ୍ଭିନ୍ କରି ଭୋଗ କଲ ମୋ ଅଙ୍ଗ ସାଇତା ଧନ
ସାତରାଜା ଧନଠାରୁ ମୂଲ୍ୟବାନ ସତୀର ସତୀ ଯୌବନ
Tum khinbhin kari bhoga kala anga saiti dhana
sataraja dhanatharu mulyabana sateera stee joubana

ସାଦରେ ଆଦରେ ତୁମରି ହାତରେ ଧାରାଇ ମୁଁ ଦେଇଥିଲି
ତୁମେ ଭୋଗକରି କୁଆଁରୀ ଜୀବନେ କଳଙ୍ଗ ଦେଲ ଯେ ଭରି
Sadare adare tumari hatare dharai mu deithili
tume bhogakari kuaree jeebana kalanka dela je bhari