Are you looking for Odia Sms for Odia lovers, then this is the perfect Odia sms you are looking for. Share this sms with your lover and impress her. Here you can find latest Odia sms in Odia language.

ଘରେ ବସି ଏବେ ବୋତଲ ଗଡାଇ ପ୍ରେମ କରିବାର ମଜ୍ଜା
ପରଝିଅ ପ୍ରତି ଅନ୍ୟାୟ କରିଲେ ପ୍ରଭୁ ଦେଲେ ଏବେ ସଜ୍ଜା
Ghare basi ebe botala gadaiba prema karibara majja
parajhia prati anyaya prabhu dele ebe sajja

ପ୍ରେମ ନୁହେଁ ଅନ୍ଧ ସବୁରି କ୍ଷେତ୍ରରେ ଲଭ୍ ନୁହେଁଟି ବ୍ଲାଇଣ୍ଡି
ମଦ୍ୟପି ସାଜିଲେ ଭାଷାଟି ଖରାପ କାମ କରେ ନାହିଁ ମାଇଣ୍ଡି
prema hune andha kshetrare bhala nuheti blaindi
madyapi sajile bhashati kharaba kama kare nahi maindi

ଲାଜରେ ଲାଜରେ ଯାକିଯୁକି ହେଇ ସହଜରେ
ସହଜରେ ମଜା ମଜା କଥା କାହିଁକି କହିଲି କୁହ
Lajare lajare jakijuki hoi sahajare
sahajare maja katha kahiki kahili kuha

ମନରେ ରାଗ କରି ଅହଂକାର କଲେ ମୋର କିଛି ହେବନାହିଁ
ଶେଷରେ ତୁମକୁ ସବୁ କ୍ଷତି ହେବ ଏ କଥା ଦେଲି ମୁଁ କହି
manare raga kari ahankara kale mora kichhi hebanahi
sheshare tumaku kshyati heba e katha deli mu kahi

ହଲି ହଲି ତୁ ତ ଚାଲୁଛୁ ଏମିତି ମନକୁ ନେଉଛୁ କିଣି ମନ
ତ ହେଉଛି ଏଇ ଲାଗ ତୋତେ କରନ୍ତି କି ପାଟରାଣୀ
Hali hali tu ta chaluchu emiti manaku neuchhu kini
mana ta heuchhi ei lagatote karanti ki pataranee