Are you looking for Odia Sms for Odia lovers, then this is the perfect Odia sms you are looking for. Share this sms with your lover and impress her. Here you can find latest Odia sms in Odia language.
ଦରକାର ବେଳେ କର୍ମରେ ଆସୁଛି ତୁମପରି ମେଣ୍ଢା ଦେଖି ଅଣ୍ଟିର ପିସ୍ତଲ ଦରକାର ବେଳେ ରହିବ ମୋର ସାଖି |
Darakara bele karmar asuchi tumapari asuchi
mendha dekhi antira pistala darakara bele rahiba mora sakhi

ଦରକାର ବେଳେ କର୍ମରେ ଆସୁଛି ତୁମପରି ମେଣ୍ଢା
ଦେଖି ଅଣ୍ଟିର ପିସ୍ତଲ ଦରକାର ବେଳେ ରହିବ ମୋର ସାଖି |
Share Now
ଦୁନିଆଁ କହୁଛି ତୁମକୁ ଲୋଫର ତୁମେ ନିଜେ କୁହ ଭଲ କଲେଜ ଜୀବନ ଅତି ସୁଖମୟ ଭଲକୁ କରୁଛ ଭେଲ |
Dunia kahuchhi tumaku lophara tume
nije kuha bhala kaleja jeebana ati sukhamaya bhalaku karuchha bhela

ଦୁନିଆଁ କହୁଛି ତୁମକୁ ଲୋଫର ତୁମେ ନିଜେ କୁହ ଭଲ
କଲେଜ ଜୀବନ ଅତି ସୁଖମୟ ଭଲକୁ କରୁଛ ଭେଲ |
Share Now
ତୁମକୁ ବୁଝାଇ କହୁଅଛି ମୁହିଁ ଯାହା ଥିଲା ହୋଇଗଲା
ନିଜକୁ ଜଗିଣ ଚଳିବାକୁ ଏବେ ଶିଖ ତୁମେ କୁହେ ଭଲା
Tumaku bujhai kahuachi muhin jaha thila hoigala
Nijaku jagina chalinaku ebe shikha tume kuhe bhala

ତୁମକୁ ବୁଝାଇ କହୁଅଛି ମୁହିଁ ଯାହା ଥିଲା ହୋଇଗଲା
ନିଜକୁ ଜଗିଣ ଚଳିବାକୁ ଏବେ ଶିଖ ତୁମେ କୁହେ ଭଲା
Share Now
ସେଦିନ ତୁମକୁ ଚାହିଁଥିଲେ ମୁହିଁ ଦେଇଥାନ୍ତି ସ୍ମାସ୍ କରି
ଆଗର ପଛକୁ ଭାବି ସବୁ କଥା ଥରେ ମୁହିଁ ଚିନ୍ତା କଲି
Sedina Tumaku chahinthili muhin deithanti smas kari
Agara pachaku bhabi sabu katha thare muhin chinta kali

ସେଦିନ ତୁମକୁ ଚାହିଁଥିଲେ ମୁହିଁ ଦେଇଥାନ୍ତି ସ୍ମାସ୍ କରି
ଆଗର ପଛକୁ ଭାବି ସବୁ କଥା ଥରେ ମୁହିଁ ଚିନ୍ତା କଲି |
Share Now