Are you looking for Odia Sms for Odia lovers, then this is the perfect Odia sms you are looking for. Share this sms with your lover and impress her. Here you can find latest Odia sms in Odia language.
ଘର ପଛ ପାଖେ ପାହାଡ ମୋହର ଦିଶୁଛି ସେ ଭାରି ସୁନ୍ଦର,ଛାତ ଉପରରେ ଫୁଲ କୁଣ୍ଡ ଦୁଇ ଦିଶେ ଭାରି ମନୋହର |
Ghara pachha pakhe pahada mohara dishuchhi se bhari
sindara chhadi uparare phula kunda dua dishe bhari manehara

ଘର ପଛ ପାଖେ ପାହାଡ ମୋହର ଦିଶୁଛି ସେ ଭାରି ସୁନ୍ଦର
ଛାତ ଉପରରେ ଫୁଲ କୁଣ୍ଡ ଦୁଇ ଦିଶେ ଭାରି ମନୋହର |
Share Now
ପରର ଧନକୁ ଟୈକା ଭଳି ଭାବି ଯିଏ କରିଥାଏ ଜ୍ଞାନ ପରର ଝିଅକୁ ନିଜର ଭଉଣୀ ଭାବିଥାଏ ଯେଉଁ ଜନ
Parara dhanaku Taika bhali bhabi jie karithae
jnana parara jhiaku nijara bhauni bhabithae jeu jana

ପରର ଧନକୁ ଟୈକା ଭଳି ଭାବି ଯିଏ କରିଥାଏ ଜ୍ଞାନ
ପରର ଝିଅକୁ ନିଜର ଭଉଣୀ ଭାବିଥାଏ ଯେଉଁ ଜନ |
Share Now
ଗୁଳିର ଭରା ମୋର ଜୀବନ ରକ୍ଷାର ମୋ ସାଥି ମାରଣା ଅସ୍ତ୍ର ସବୁବେଳପାଇଁ ସାଇତି ରହିଛି ଘୋଡାଇ ମୋର ବସ୍ତ୍ର |
gulira bhara mora jeebana rakshyara mo sathi marana
astra sabubelapai saiti rahichhi ghodai mora bastra

ଗୁଳିର ଭରା ମୋର ଜୀବନ ରକ୍ଷାର ମୋ ସାଥି ମାରଣା ଅସ୍ତ୍ର
ସବୁବେଳପାଇଁ ସାଇତି ରହିଛି ଘୋଡାଇ ମୋର ବସ୍ତ୍ର |
Share Now
ମା ମାଉସୀ ତ ସଭିଙ୍କର ଅଛି ସମସ୍ତେ ମାର ସନ୍ତାନ ତୋହପରି କେବେ ଦେଖିନି ବାଷ୍ଟେଡ ମଦରେ ଦେଇଛୁ ମନ
maa maushi ta sabhinkara achhi samaste mara santana
tohapari keb dekhini basteda madara deichhu mana

ମା ମାଉସୀ ତ ସଭିଙ୍କର ଅଛି ସମସ୍ତେ ମାର ସନ୍ତାନ
ତୋହପରି କେବେ ଦେଖିନି ବାଷ୍ଟେଡ ମଦରେ ଦେଇଛୁ ମନ |
Share Now