Are you looking for Odia Sms for Odia lovers, then this is the perfect Odia sms you are looking for. Share this sms with your lover and impress her. Here you can find latest Odia sms in Odia language.
କ୍ଷୁଧାରେ ବାତୁଳ ହୋଇଲେ ଶାର୍ଦ୍ଦୁଳ ଶିକାରକୁ ଝାମ୍ପି ନିଏ ,
ଭରି ଗଲେ ପେଟ ନିଶ୍ଚିନ୍ତ ମନରେ ଗୁମ୍ଫାରେ ସେ ଶୋଇଯାଏ |
Kshudhar batula hoile sharddula shikaraku jhampi ni
bhari gale peta nischitta manare gumphare se shoija

କ୍ଷୁଧାରେ ବାତୁଳ ହୋଇଲେ ଶାର୍ଦ୍ଦୁଳ ଶିକାରକୁ ଝାମ୍ପି ନିଏ
ଭରି ଗଲେ ପେଟ ନିଶ୍ଚିନ୍ତ ମନରେ ଗୁମ୍ଫାରେ ସେ ଶୋଇଯାଏ |
Share Now
ନଈ ସେପାଖରେ ସୁନାର ଫସଲ ଏପାଖରେ ଜଳେ ନିଆଁ,
ଯେଉଁ ମୁହଁକୁ ମୁଁ ଭୁଲିବାକୁ ଚାହେ ଆଖିରେ ନାଚୁଛି କିଆଁ |
Nai sepakhare sunara phasala epakhare jale nia
jeu muhaku mu bhulibaku chahe akhire nachuchhi kia

ନଈ ସେପାଖରେ ସୁନାର ଫସଲ ଏପାଖରେ ଜଳେ ନିଆଁ
ଯେଉଁ ମୁହଁକୁ ମୁଁ ଭୁଲିବାକୁ ଚାହେ ଆଖିରେ ନାଚୁଛି କିଆଁ |
Share Now
ଲାଉ ଫଳିଥିଲା ଲାଉ ଗଛେ ଦେଖି ଆଖି ରହିଗଲା ଲାଖି,
ଲାଉ ତଳେ ଲେମ୍ବୁଗଛ ଦେଖି ଆଶ୍ଚର୍ଯ୍ୟ ହୋଇଲା ଆଖି |
Lau phalithila lau gachhare dekhi akhi rahigala lakhi
lau tale lembugachha dekhi ascharjya hoila akhi

ଲାଉ ଫଳିଥିଲା ଲାଉ ଗଛେ ଦେଖି ଆଖି ରହିଗଲା ଲାଖି
ଲାଉ ତଳେ ଲେମ୍ବୁଗଛ ଦେଖି ଆଶ୍ଚର୍ଯ୍ୟ ହୋଇଲା ଆଖି |
Share Now
ପ୍ରେମର ଗଣିତ କେତେ ଯେ ଜଟିଳ ଜମା ହୁଏ ନାହିଁ ବୁଝି,
ପ୍ରେମର ଭୂଗୋଳ ନିହାତି ସରଳ ଅବୁଝା ତ ନାହିଁ କିଛି |
Premara ganita kete je jatila jama hue nahni bujhi
premara bhugola nihati sarala abujha ta nahi kichh

ପ୍ରେମର ଗଣିତ କେତେ ଯେ ଜଟିଳ ଜମା ହୁଏ ନାହିଁ ବୁଝି
ପ୍ରେମର ଭୂଗୋଳ ନିହାତି ସରଳ ଅବୁଝା ତ ନାହିଁ କିଛି |
Share Now