Are you looking for Odia Sms for Odia lovers, then this is the perfect Odia sms you are looking for. Share this sms with your lover and impress her. Here you can find latest Odia sms in Odia language.

ଗୁଣନ ଅଟଇ ବୀଜଗଣିତର ଆଉ ପରା ଏକ ଶାଖା
ଗୁଣି ଗୁଣି ହୁଏ ଅନ୍ତର ଭିତରେ ପାଏ ନାହିଁ ଯଦି ଦେଖା ।
Gunana atae beejaganitara au para eka shakha
guni guni hue antara bhitare pae nahi jadi dekha

ପ୍ରେମର ସଡ଼କ ଭାରି ଅବାଗିଆ ରାସ୍ତାଯାକ ଖାଲ ଖମା
ବ୍ରେଏକକୁ ସଦା ଜଗି ରଖିଥିବ ବୁଝେଇ କହୁଛି ମାମା ।
Premara sadaka bhari abagia rastajaka khala khama
breekaku sada jagi rakhithiba bujhei kahuchhi mama

ହସିଦେଇ କରି ଚାଲିଗଲା ସେହି ଦେଇପାରିଲିନି ଚୁମ୍ବନ
ଚୁମ୍ବନ ହସିବ ଚୁମ୍ବନ କାନ୍ଦିବ ବଢ଼େଇ ଦେବଟି କମ୍ପନ ।
Hasidei kari chaligala sekhi deiparilini chumbana
chumbana hasiba chumbana kandiba vadhei debati kampana

ତୁମ ଚିଠି ଅନର ଦେଖ ଲୋଭ ମୋ ବଢ଼ିଲା କିଛି ଯଦି
ମୁଁ ତୁମକୁ ନି ନିକଟେ ପାଆନ୍ତି କଲମଟିକୁ ଚୁମି ଦିଅନ୍ତି କିଛି ।
Tuma chithi anara dekha lobha mo badhila kichhi jadi
mu tumaku ni nikete apanti kalamatiku cumi dianti kichhi