Are you looking for Odia Sms for Odia lovers, then this is the perfect Odia sms you are looking for. Share this sms with your lover and impress her. Here you can find latest Odia sms in Odia language.

ତୁଚ୍ଛ ଧନ ପାଇଁ ତୁମ ସାଥେ କେବେ ନପାରେ ଅପ୍ରିୟ କରି
ଧର୍ମ କେବେ ମୋତେ ସାହା ନ ହୋଇବ ଫିଟିଯିବ ମୋର ମୁହିଁ
tuchha dhana pai tuma sathe kebe napare apriya kari
dharma kebe mote saha na hoiba phitajiba mora muhi

କୁଆଁରୀ ଅଙ୍ଗର ଯୌନାଙ୍ଗ ଫେଣାରୁ ମଧୁ ମୁହିଁ ହରି ନେଇ
ତୁମରି ପ୍ରୀତିରେ ଅଧିରା ହୋଇ ମୁଁ ଝୁରୁଛି ପ୍ରେମକୁ ମୁହିଁ
kuaari angara jounanga phenaru madhu muhi hari nei
tumari preetire adhikara hoi mu jhuruchhi premaku muhi

ମନରେ ଅଶାନ୍ତି ନ ଆଣିବ କେବେ ମନରେ ଦୃଢତା ଭରି
ଅପେକ୍ଷା କରିବ ମୋତେ ଆଗୋ ପ୍ରିୟ କହୁଛି ମିନତି କରି
manare ashanti na aniba kebe manare drudhata bhari
apekshya kariba mote age priya khahuchhi minati kari

ତୁମେ ପ୍ରାଣପ୍ରିୟ ମୋ ହୃଦ ବନିତା ମନରେ ନ କରି ଘୃଣା
ଚିଠିପାଇ ତୁମେ ଉତ୍ତରଟି ଦେବ ନ ହେବ ପ୍ରିୟା ବିମନା
Tume pranapriya mo dhrudaya banita manare na kari ghruna
chithipai tume uttrati deba na deba priya bina