Are you looking for Odia Sms for Odia lovers, then this is the perfect Odia sms you are looking for. Share this sms with your lover and impress her. Here you can find latest Odia sms in Odia language.

ସତର୍କ କରି ଜଣାଇ ଦେଉଛି ଯାଇଥିଲି ମେଡିକାଲକୁ ଫାୟରିଙ୍ଗ କରି
ଇନ୍ଜୋଡ କରିଲି ଦେଖାକଲି ଯାଇ ତୁମକୁ |
Satraka janai deuchhi jaithili medicalku phayaringa kari
enjoda karili dekhakali jai tumaku

କଲେଜରେ ପାଠ ପଢିବା ତୁମର ସବୁଦିନ ପାଇଁ ଗଲା
ମୋର କେଶ୍ ସସ୍ପେଣ୍ଡ ହୋଇ କଲେଜ ଆସିବା ସରିଲା |
Kalejre patha padhiba tumaku sabudina pai gala
mora kesha sas pende hoi kaleja asiba sarila

ଭଲ ହେବା ପାଇଁ ନିଜେ ଚେଷ୍ଟା କର ଚରିତ୍ରକୁ ନିଅ ସୁଧାରି
ଚରିତ୍ର ଅସାର ହୋଇଲେ ତୁମର ଘୃଣା ଯେ କରିବେ ସବୁରି |
Bhala heba pai jine chesta kara caritraku nia sudhari
caritra asara hoile tumara ghruna je karibe saburi

ଯେତେ ଧନଶାଳୀ ହୋଇଥାଅ ପଛେ ଜନମି ବିଶାଳ କୁଳରେ
ପାଠରେ ପଣ୍ଡିତ ହୋଇଥିଲେ ସୁଧା ଚରିତ୍ର ସବୁରି ମୂଳରେ |
Jete dhanashalee hoitha pachhe janami bishala kulare
pathare pandita hoithile sudha charitra saburi moolare