Are you looking for Odia Sms for Odia lovers, then this is the perfect Odia sms you are looking for. Share this sms with your lover and impress her. Here you can find latest Odia sms in Odia language.

ପ୍ରେମ ପାଠ ମୁଁ ତ ପଢ଼ିପାରେ ନାହିଁ କହନ୍ତି ମତେ ମୁକୁନ୍ଦା
ପ୍ରୀତିଗୀତ ଗାଇ ନାଚୁ ଅଛି ମୁହିଁ ପାଦେ ପାଦ ମୋର ଛନ୍ଦା ।
Prema patha mu ta padhipare nahi kahanti mate mukunda
pritigita gai nachu achhi muhnipade pada mora chhanda

କାହା ଭାଗ୍ୟେ ଅଛି କିଏ ବା ଭୋଗିଛି ଅଳ୍ପ ଅଳ୍ପ ସୁଖ
କ୍ଷଣିକ ଭ୍ରମରେ ପଡି ହରବର ପାଇଥାନ୍ତି ନାନା ଦୁଃଖ
Kaha bhagya achhi kie ba bhogichhi alpa sukha
kshyanika bhramare padi harabara paithanti nana dhkha

ପ୍ରେମ ରାଇଜର ରାଜକୁମାର ହେ ପାଇଛି ତୁମ ପ୍ରେମପତର
ମନକଥା ତୁମ ଫୁଟି ଦିଶୁଅଛି କି ସୁନ୍ଦର ତୁମ ଅକ୍ଷର।
Prema raijara rajakumari h parichhi tuma premapatara
manakatha tuma phuti dushu achhi ki sundara tuma akshyara

ତୁମ ଚିଠି ପାଇ କେତେ ଖୁସି ହେଲି ସେକଥା ପାରୁନି କହି
ଭାବୁଛି ଏତିକି ପ୍ରେମ ବିଷୟରେ ଲେଖନ ମୁଁ ପାରିବି ବହି ।
Tuma chithi pai kete khusi heli sekatha paruni kahi
bhabuchhi etiki prema bishayare lekhana mu paribi bahi