Are you looking for Odia Sms for Odia lovers, then this is the perfect Odia sms you are looking for. Share this sms with your lover and impress her. Here you can find latest Odia sms in Odia language.

ୱାଇଫ ଶବ୍ଦଟି ଆସିଲା କୋଉଠୁ କହିବାକୁ ଲାଗେ ସୁଇଟ୍
ଆବସେଣ୍ଟ ଥିଲେ ସେଇ ୱାଇଫଟି ଡେ ଟାଇମ୍ ଲାଗେ ନାଇଟ୍ ।
Wife shabati asila kouthu kahibaku lage suet
abasenta thile sei wife de time lage nait

ତୁମେ ବି ଯେମିତି ଏକୁଟିଆ ଅଛ ମୁଁ ବି ସେମିତି ଆଲୋନ୍
ଜଣେ ଜଣକର ଦିନ ଗଣୁଅଛି ଦୁଇଟି ଲଭଲି ପର୍ସନ୍ନ |
Tume bi jemiti ekutia achha mu bi semiti alon
jane janakara dina ganuachhi labhali parasan

ଆଦ୍ୟ ଯେ ବନରେ କେବେ ଥରେ ଥରେ ସପନରେ ହଜିଥିଲି
ପାଯୀରାଜ ଘୋଡ଼ାଚଢ଼ା କୁମାରକୁ ମନେ ମନେ ଖୋଜୁଥିଲି ।
Adya je banare kebe thare thare sapanare hajithili
pajeerajghodachadhi kumaraku mane mane khojuthili

ଯିଏ ଯେତେ ସବୁ ସପନ ଦେଖଇ ସବୁ ହୁଏ ନାହିଁ ସତ
ସବୁ ସତ ଯଦି ହୁଅନ୍ତା ଜଗତେ ହୁଅନ୍ତାନି ଏତେ କ୍ଷତ ।
jie jete sabu sapana dekhai sabu hue nahi
sata jadi huanta jagate huantini ete kshyata