Are you looking for Odia Sms for Odia lovers, then this is the perfect Odia sms you are looking for. Share this sms with your lover and impress her. Here you can find latest Odia sms in Odia language.
କଲେଜ ଡ୍ରାମାରୁ ପରିଚୟ ସୃଷ୍ଟି ମୁଁ ଥିଲା ତୁମର ନାୟିକା ,
ଅଭିନୟ ସିନା ଥିଲା ଦି ଦିନର ସଇଠାରୁ ହେଲି ପ୍ରେମିକା |
Kaleja dramaru parichaya srushti mu thila tumara nayika
abhinaya sina thila di dinarsa saitharu heli premika

କଲେଜ ଡ୍ରାମାରୁ ପରିଚୟ ସୃଷ୍ଟି ମୁଁ ଥିଲା ତୁମର ନାୟିକା
ଅଭିନୟ ସିନା ଥିଲା ଦି ଦିନର ସଇଠାରୁ ହେଲି ପ୍ରେମିକା |
Share Now
ହାଣ୍ଡି ଗୋଟିକ ବଡ ହୋଇଗଲା ଚଟୁ ଅଟେଇ ତ ସାନ,
କାତ ପାଉନାହିଁ ଗହିର ଗଣ୍ଡରେ ଛଟପଟ ହୁଏ ମନ |
Handi gotika bada hoigala chatu atei ta sana
kata paunahni gahira gandire chatapata hue mana

ହାଣ୍ଡି ଗୋଟିକ ବଡ ହୋଇଗଲା ଚଟୁ ଅଟେଇ ତ ସାନ
କାତ ପାଉନାହିଁ ଗହିର ଗଣ୍ଡରେ ଛଟପଟ ହୁଏ ମନ |
Share Now
ଲାଜକୁଳି ଲତା ଲାଜେଇ ରହିଲା କିଛି କହିଲାନି କଥା ,
ପଚାରିବାରୁ ତ ଧିରି କହିଲା ପାନରେ ମୋ ଦିଅ ମସଲା ଜରଦା |
Lajakuli lata lajei rahila kichhi kahilani katha
pacharibaku ta dhari kahila panare mi dia masala jarada

ଲାଜକୁଳି ଲତା ଲାଜେଇ ରହିଲା କିଛି କହିଲାନି କଥା
ପଚାରିବାରୁ ତ ଧିରି କହିଲା ପାନରେ ମୋ ଦିଅ ମସଲା ଜରଦା |
Share Now
ସରଗରେ ଫୁଟେ ପାରିଜାତ ସିନା ପଦ୍ମ ଫୁଟେ ମରତରେ ,
ଛଦ୍ମ ମନ ନେଇ ପ୍ରେମ କରୁଥିଲେ ମନ୍ଦ ଫୁଳ ମିଳିପାରେ |
Saragare phute parijata sina padma phute maratare
chhadma mana nei prema karuthile manda phula milipare

ସରଗରେ ଫୁଟେ ପାରିଜାତ ସିନା ପଦ୍ମ ଫୁଟେ ମରତରେ
ଛଦ୍ମ ମନ ନେଇ ପ୍ରେମ କରୁଥିଲେ ମନ୍ଦ ଫୁଳ ମିଳିପାରେ |
Share Now