Are you looking for Odia Sms for Odia lovers, then this is the perfect Odia sms you are looking for. Share this sms with your lover and impress her. Here you can find latest Odia sms in Odia language.

ଗରମ ବାଲିରେ ଜୀଅନ୍ତା ମାଛଟି ଛଟପଟ ହେଲା ପରି
ନରମ ମନଟି ହେଉଛି ଆଉଟି ଅଙ୍ଗାରରେ ସୁନାପରି |
Garama balire jeeanta machhati chhatapata hela pari
narama manati heuchhi auti angarare sunapari

ଆଖି ମିଶିଗଲା ଆଖରେ ଯେବେ ତଳକୁ କରିଲ ମଥା
ଭୂମି ପରେ ଗାର ନଖରେ କାଟିଲ କହିଲନି ପଦେ କଥା ।
Akhi mishigala akhare jebe talaku karila matha
bhoomi pare gara nakhare katila kahilani pade katha

ପକ୍ଷୀ ନୁହଁଇ ମୁଁ ଉଡ଼ି ପାରିବିନି ପାରନ୍ତି ଯଦି ମୁଁ ଉଡ଼ି
ପକ୍ଷୀ ଗୁଞ୍ଜନରେ କୁହୁ କୁଜନରେ ଯାଆନ୍ତି ସବୁ ମୁଁ ଭୁଲି ।
Pakshyi nuhai mu udi paribini paranti jadi mu udi
pakshi gunjanare kuhu kujanare jaanti sabu mu bhuli

ଚାହୁଁ ଚାହୁଁ ମୋର ପାଖେ ବସିଗଲା କହିଲା କଅଣ ଦେଖ
ଜଥାଶୁଣି ତାର ହଲକା ଶୁଖିଲା ରହିଲା କିସ ବିବେକ ।
Chahu chahu mora pakhe basigala kahila kaana dekha
janashuna tara halaka shukhila rakhila kisa bibeka