Are you looking for Odia Sms for Odia lovers, then this is the perfect Odia sms you are looking for. Share this sms with your lover and impress her. Here you can find latest Odia sms in Odia language.

ଯେତେ ଧନଶାଳୀ ହୋଇଥାଅ ପଛେ ଜନମି ବିଶାଳ କୁଳରେ
ପାଠରେ ପଣ୍ଡିତ ହୋଇଥିଲେ ସୁଧା ଚରିତ୍ର ସବୁରି ମୂଳରେ
Jete dhanashali hoithaa pachhe janami bishal
pathare hoithile sudha caritra moolare

ସବୁବେଳ ତୁହି କହିଥାଉ ସିନା ରାଇଟ୍ ଇଜ୍ ମାଇଟ୍ ଧରମ
ଦୁଆରେ କେହି ନିହେଁ ବଡ ଧର୍ମ କରିଦେଲା ଟାଇଟ୍
Sabubele tuhi kahithu sina rait ij mait dharama
duare kehi nuhe bada dharma karidela tait

ଏ ଭଳିକା ପୁଅ ମା ପେଟୁ ମଲେ ଚିନ୍ତା ନ ହୋଇବ କାହାକୁ
କୁଳର କଳଙ୍କ ବାପାଙ୍କର ନାଁ ବୁଡାଇବ ତୁମେ ଶେଷକୁ
E bhali pua maa petaru male chinta na hoiba
kahaku kulnka bapankara na budaiba tume sheshaku

ଦୁନିଆଁ କେବେଟି ନକହିବ ଭଲ କଳଙ୍କ ଚରିତ୍ର ଯାହାର
ସମସ୍ତେ ଯେ ଛି ଛାକର କରିବେ କେହି ନ କରିବେ ଆଦର
Dunia kebeti nakahiba bhala kalnka chiratra
samasta je chhi chakara karibe kehi na karibe adara