Odia Recipe

ସାମଗ୍ରୀ: କିଛି ଲାଉ ଡଙ୍କ ଓ ପତ୍ରଅଧ କିଲୋ ଲାଉ୨୫୦ଗ୍ରାମ୍ କଖାରୁ୪ଟା ଜହ୍ନି୧ଟା ଆଳୁ୨ଚାମଚ ପୋସ୍ତକ୨ଚାମଚ ସୋରିଷ୬ଟା କଞ୍ଚାଲଙ୍କା୨ଟେବୁଲ ଚାମଚ ତେଲ୧ଚାମଚ ଫୁଟଣଦରକାର ମୁତାବକ ଲୁଣ,ହଳଦୀ ପ୍ରସ୍ତୁତ:ଲାଉ,କଖାରୁ,ଦହି,ଆଳୁ,ଲାଉପତ୍ର…

ସାମଗ୍ରୀ: ୧କିଲୋଗ୍ରାମ୍ ଲାଉ୧ଚାମଚ ଫୁଟଣଅଧ କପ୍ ମୁଗଡାଲି୬ଟା କଞ୍ଚାଲଙ୍କା୨ଟେବୁଲ୍ ଚାମଚ ତେଲଦରକାର ମୁତାବକ ଲୁଣ ଓ ହଳଦୀ ପ୍ରସ୍ତୁତି: ଲାଉ ସରୁସରୁ କରି କାଟ |ମୁଗଡାଲିକୁ ଶୁଖିଲା…

ସାମଗ୍ରୀ: ୧କିଲୋଗ୍ରାମ୍ ଲାଉ୨ଟା ଆଳୁ୬ଟା ବଡି୨ଟା ଟମାଟୋ୨ ଚାମଚ ସୋରିଷ୬ପାଖୁଡା ରସୁଣ୪ଟା ଲାଲ ଲଙ୍କା୩ଟେବୁଲ୍ ଚାମଚ ତେଲ୧ଚାମଚ ଫୁଟଣଦରକାର ମୁତାବକ ଲୁଣ ଓ ହଳଦୀ ପ୍ରସ୍ତୁତ: ବଡି…

ସାମଗ୍ରୀ: ଅଧ କିଲୋ ଭେଣ୍ଡି୧ ଟା ପିଆଜ୪ ପାଖୁଡା ରସୁଣ୧ ଖଣ୍ଡ ଅଦା୧ ଚାମଚଜିରା୧ ଟମଟୋଅଧ କପ୍ ତେଲଦରକାର ମୁତାବକ ଲୁଣ ଓ ହଳଦୀ ପ୍ରସ୍ତୁତ: ଭେଣ୍ଡି…

ସାମଗ୍ରୀ: ଅଧକିଲୋ ଲାଉଫାଳେ ଭଲ ନଡିଆ୧ କପ୍ ସଜ ଦହିଅଧ ଚାମଚ ଜିରା୪ ପାଖୁଡା ରସୁଣଅଧା ଚାମଚ ସୋରିଷ୪ଟା ପିଆଜଛୋଟ ଖଣ୍ଡେ ଅଦା୫ଟା କଞ୍ଚାଲଙ୍କା୧ ଡେମ୍ଫ ଭୁରୁସୁଙ୍ଗା…

ସାମଗ୍ରୀ:ଅଧ କିଲୋ ଜହ୍ନି୧ଟେବୁଲ ଚାମଚ ସୋରିଷଅଧକପ୍ ନଡିଆ କୋରା୬ଟା କଞ୍ଚାଲଙ୍କା୨ଟେବୁଲ୍ ଚାମଚ ତେଲଦରକାର ମୁତାବକ ଲୁଣ ଓ ହଳଦୀପ୍ରସ୍ତୁତ:ଜହ୍ନି ଚୋପା କୋରି ଦେଇ ଗୋଲ ଗୋଲ କରି…

ସାମଗ୍ରୀ:୧ ଟା କଦଳୀ ଭଣ୍ଡା୬ଟା କଞ୍ଚାଲଙ୍କା୩ସେ.ମି ଅଦା୧ଚାମଚ କଳା ଜିରାଦରକାର ମୁତାବକ ଲୁଣ ଓ ହଳଦିପ୍ରସ୍ତୁତ: ବୁଟଡାଲି ଭିଜାଇ ବାଟି ନିଅ |ତାୱାରେ ଚକୁଳିପିଠା ପରି କରି…

ସାମଗ୍ରୀ:୧୦ ଟା ପୋଟଳ୨ଟା ପିଆଜଦେଢ ସେ.ମି ଅଦା୬ଟା ଲାଲଲଙ୍କା୧ଫୁଟ ତେନ୍ତୁଳିଅଧକପ୍ ତେଲଦରକାର ମୁତାବକ ଲୁଣ ଓ ହଳଦୀପ୍ରସ୍ତୁତ:ପୋଟଳ ଚୋପା ଛଡାଇ ଦେବ |ଗୋଟା ପୋଟଳର ଦୁଇ ସାଇଡକୁ…

ସାମଗ୍ରୀ:୧ଟା ବାଇଗଣ୧ଟା ପିଆଜ୨ଟା ଶୁଖିଲା ଲଙ୍କା୧ଚାମଚ ଫୁଟଣ୨ଟେବୁଲ ଚାମଚ ତେଲକଅଁଳିଆ ନିମ ପତ୍ର କିମ୍ବା କଲରାପରିମାଣ ମୁତାବକ ଲୁଣପ୍ରସ୍ତୁତ:ବାଇଗଣ ଓ ପିଆଜ ଚୂନା ଚୂନା କରି କାଟ…

ସାମଗ୍ରୀ:୨ ଟା ବଡ ବାଇଗଣ୧କପ୍ ନଡିଆ୨ଟେବୁଲ ଚାମଚ ପୋସ୍ତକ୬ଟା କଞ୍ଚାଲଙ୍କା୧ଚାମଚ ଜିରାଫୁଟେ ତେନ୍ତୁଳିଭୁରୁସଙ୍ଗା ପତ୍ରଦରକାର ମୁତାବକ ଲୁଣ ଓ ହଳଦୀପ୍ରସ୍ତୁତ:ନଡିଆ,ପୋସ୍ତକ,କଞ୍ଚାଲଙ୍କା ଓ ଜିରା ଚିକ୍କଣ କରି ବାଟ…