ଅନାବଶ୍ୟକ ଖର୍ଚ୍ଚ ପାଇଁ ମନସ୍ତାପ କରିପାରନ୍ତି। ଭାତୃ ସ୍ନେହ ଦୃଢ଼ତର ହେବ। ଶରୀର ସୁସ୍ଥ ରହିବ। ଚତୁର ଓ ଶତ୍ରୁହନ୍ତା ହେବେ। ଚାକିରି କ୍ଷେତ୍ରରେ ଚମତ୍କାରିକ ଲାଭପ୍ରାପ୍ତ…
Odia Rashiphala
ଅନ୍ୟର ମଙ୍ଗଳ କାମନା କରି ନିଜେ ଉପକୃତ ହେବେ। କାର୍ଯ୍ୟରେ ସଫଳତା ମିଳିବ। ଶିକ୍ଷା କ୍ଷେତ୍ରରେ ନିଜର ପାରଦର୍ଶିତା ପ୍ରତିପାଦନ କରିପାରନ୍ତି। ଅର୍ଥ ମିଳିବ। ଦାମ୍ପତ୍ୟ ଜୀବନ…
ଦୃଢ଼ ମନୋବଳ ନେଇ କାର୍ଯ୍ୟ କରିବେ। ସସ୍ଥ ଓ ନିରାମୟ ରହିବେ। ରୋଜଗାର କ୍ରମେ ବୃଦ୍ଧ ପାଇବ । ଚାକିରିରେ ଉତ୍ସାହ ବୃଦ୍ଧି ପାଇବ। ବ୍ୟବସାୟରେ ଉନ୍ନତି…
ପରମ ଭାଗ୍ୟଶାଳୀ ହେବେ। ଶୋଭନ ବ୍ୟକ୍ତତି ସମ୍ପନ୍ନ ହୋଇପାରନ୍ତି । ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ ଉଦାର ଚରିତ ଓ ବିଦ୍ୟାପ୍ରେମୀ ହେବେ। ଦାମ୍ପତ୍ୟ ଜୀବନ ସଖୁପ୍ରଦ ହେବ।…
ସନ୍ମାର୍ଗରେ ନିଜର ଦୃଢ଼ ଯୁକ୍ତି ଉପସ୍ଥାପନ କରିବେ। ସର୍ବସୁଖର ଅଧିକାରୀ ହେବେ। ଜ୍ଞାନ ଅର୍ଜନରେ ଆଗ୍ରହୀ ହେବେ। ବଭିନ୍ନ ସ୍ତରରୁ ଅର୍ଥାଗମ ହେବ। ସତ୍ୟବାଦୀ, ପଣ୍ଡିତ ଓ…
କାର୍ଯ୍ୟ ଫଳପ୍ରସୂହେବ। ସୁସ୍ଥ ରହିବେ ଆଭା, ପ୍ରଭା, ପ୍ରତିଭା ସମ୍ପନ୍ନ ହୋଇପାରନ୍ତି । ଲୋକପ୍ରିୟତା ଅର୍ଜନ କରିପାରନ୍ତି। ସରକାରୀ ସ୍ତରରେ ସମ୍ମାନିତ ହେବା ସହିତ ଅର୍ଥ ପ୍ରାପ୍ତି…
ମୂଲ୍ୟବାନ୍ ଦ୍ରବ୍ୟ ଲାଭର ସୂଚନା ମିଳୁଛି। ସର୍ବାଙ୍ଗୀଣ ଉନ୍ନତି ଆଶା କରାଯାଏ। ବିନୟୀ ସ୍ୱଭାବର ହେବେ। ପ୍ରଥିତ ପ୍ରତାପ ସମ୍ପନ୍ନ ହୋଇପାରନ୍ତି। ଦୃଢ଼ ପୌରୁଷର ଅଧିକାରୀ ହୋଇପାରନ୍ତି।…
ସମ୍ମାନିତ ହେବେ। ଶୁଭଖବର ମିଳିବ ଚିତ୍ତ ପ୍ରସନ୍ନ ରହିବ। କର୍ମକ୍ଷେତ୍ରରେ ଅପର୍ବ ସଫଳତା ମିଳିବ। ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖାଦେବ। ବିବାଦୀୟ ଘଟଣାରେ ବିଜୟୀ ହେବେ। ପରୋପକାରୀ…
ଦେବାତ୍ମା ହିମାଳୟ ପରି ଅଟଳ ରହିଲେ ଲକ୍ଷ୍ୟ ସ୍ଥଳରେ ଉପନୀତ ହେବେ। ଭୋଗର ଶୀର୍ଷରେ ପହଞ୍ଚି ତ୍ୟାଗଶୀଳ ହେବେ। ପତ୍ନୀଙ୍କ ଆଶା-ଭରସାର ପାତ୍ର ହେବେ। ଉଦ୍ୟୋଗୀ ହେବେ।…
ଗୋ-ମାତାଦି ଗୃହପାଳିତ ପଶୁଙ୍କ ସେବା କରପାରନ୍ତି। କାର୍ଯ୍ୟକ୍ଷେତ୍ରରେ ସଫଳତା ଲାଭ କରିବେ। କ୍ଷମତାପ୍ରାପ୍ତ ହେବାର ସଚନା ମିଳୁ୍ଛି। ଜନକଲ୍ୟାଣ ମିଳିବ। ବିବାଦରେ ବିଜୟୀ ହେବେ। ହାସ୍ୟପ୍ରିୟ ହୋଇପାରନ୍ତି।…