Odia Rashiphala

ସମାଜସେବାରେ ନିଜକୁ ନିୟୋଜିତ କରିପାରନ୍ତି। ବ୍ୟବସାୟଅତ୍ୟନ୍ତ ଲାଭପ୍ରଦ ହେବ। ଶାନ୍ତ ଓ ଧର୍ଯ୍ୟବାନ୍ ହେବେ। ଅହଂଭାବକୁ ସମର୍ପି ଦେବେ। ପତ୍ନୀଙ୍କ ପରାମର୍ଶ ଶୁଭଦାୟକ ହେବ। ବଦଖର୍ଚ୍ଚୀ ହୋଇପାରନ୍ତି।…

ଶତ୍ରୁତାର ଅବସାନ ଘଟାଇ ମାନସିକ ଶାନ୍ତି ଫେରିପାଇବେ। ମିତ୍ରମାନଙ୍କଠାରୁସହାୟତା ମିଳିବ। କର୍ମଚଞ୍ଚଳ ରହିବେ। କାର୍ଯ୍ୟବ୍ୟସ୍ତ ଥାଇ ବି ସେବାରେ ତଲ୍ଲୀନ ହୋଇପାରନ୍ତି। ଦୁଃସାହସିକ ପଦକ୍ଷେପ ନେଇ ଗରୁତ୍ୱପୂର୍ଣ୍ଣ…

ସୁସ୍ଥ ଓ ନିରାମୟ ରହିବେ। ଭାଇମାନଙ୍କ ଉପରେ ସ୍ନେହଭାବ ରହିବ। ଅନାବଶ୍ୟକ ଖର୍ଚ୍ଚର ସମ୍ମୁଖୀନ ହୋଇପାରନ୍ତି। ଚତୁର ଓ ଶତ୍ରୁହନ୍ତା ହେବେ। ଚାକିରିର ସ୍ୱନାମଧନ୍ୟ ହେବେ। କର୍ମଚଞ୍ଚଳ…

ଇନ୍ଦ୍ରନୀଳ, ଉର୍ଣ୍ଣ ଆଦି ନାନା ସୁନ୍ଦର ମୂଲ୍ୟବାନ୍ ବସ୍ତୁ ଦ୍ରବ୍ୟ ଲାଭ କରିପାରନ୍ତି । ପ୍ରଭୂତ ବିତ୍ତର ଅଧିକାରୀ ହେବେ। ରାଜନୀତିରେ ଉଚ୍ଚାସନ ମିଳିପାରେ। ମାତୃ କଲ୍ୟାଣ…

ମିତ୍ରଙ୍କଠାରୁ ସହଯୋଗ ମିଳିବ। ଆୟ ବୃଦ୍ଧି ସୂଚନା ମିଳୁଛି। ଦୁଶ୍ଚିନ୍ତା ଦୂର ହେବ। ଅଧ୍ୟୟନରତ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ନୀତିଶିକ୍ଷାର ଗନ୍ତାଘର ହୋଇପାରନ୍ତି। ସାମର୍ଥ୍ୟର…

ପାଣ୍ଡିତ୍ୟର ପରିପ୍ରକାଶ ଘଟାଇ ପାରନ୍ତି।କର୍ମଚଞ୍ଚଳ ରହିବେ। ଆକସ୍ମିକ ଧନଲାଭର ସୂଚନା ମିଳୁଛି। ଆର୍ଥିକ ସ୍ରୋତ ବ୍ୟବସାୟାଦି୍ ବିଭିନ୍ନ ଦିଗରୁଆସିବ। ଆଦର୍ଶ ବ୍ୟକ୍ତତ୍ୱ ସମ୍ପନ୍ନ ହେବେ। ଉଦାର ସ୍ୱଭାବର…

ହିଂସା, ‌ଦ୍ୱେଷ ବିହୀନ ଉଦାର ସ୍ୱଭାବର ହେବେ। ଦାନ-ଧର୍ମରେ ଦୀକ୍ଷିତ ହୋଇପାରନ୍ତି। ଉତ୍ତମ ବ୍ୟକ୍ତିତ୍ୱ ସମ୍ପନ୍ନ ହେବେ। ସୁସ୍ଥ ରହିବେ। କୃଷି ବିଶାରଦ ହୋଇପାରନ୍ତି। ଯାନବାହନ ସୁଖ…

ଦିନ ଭିତରେ ଶୁଭାଶୁଭ ମିଶ୍ରିତ ଫଳ ମିଳିପାରେ। କାର୍ଯ୍ୟରେ ସଫଳ ହେବେ; ମାତ୍ର ବିଳମ୍ବରେ। ସୁସ୍ଥ ରହିବେ। ବ୍ୟବସାୟ ଭଲରେ ଚାଲିବ। ଚାକିରିରେ ବିବ୍ରତ ହୋଇପାରନ୍ତି।ବିଦ୍ୟାର୍ଥୀଙ୍କ ଶୁଭଫଳ।…

ବ୍ୟବହାରରେ ନମ୍ରତା ଓ ଶାଳୀନତା ଆପଣଙ୍କୁ ମହାନ୍ କରିପାରେ। ବିଭିନ୍ନ ଦିଗରୁ ଅର୍ଥାଗମ ହେବ। ସରକାରୀ ସ୍ତରରୁଲାଭ ଉଠାଇପାରନ୍ତି। ଅଶାନ୍ତି ଦୂର ହେବ। ସୁସ୍ଥ ଓ ନିରାମୟ…

ଈଶ୍ୱରୀୟ ଚେତନାରେ ଉଦ୍‌ବୃଦ୍ଧ ହୋଇପାରନ୍ତି। ମନ ପ୍ରସନ୍ନ ରହିବ। ଭାଷାର ମାଧରୁମା ଆପଣକୁ ଲୋକପ୍ରିୟତା କରାଇପାରେ। ପ୍ରେମୀ ଓ ସାହସୀ ହେବେ। ସର୍ବତ୍ର ବିଜୟୀ ହେବେ। ଭାଗ୍ୟଶାଳୀ…