ସାମର୍ଥ୍ୟର ପରିପ୍ରକାଶ ଘଟାଇ ପାରନ୍ତି । ଧନାଗମ ହେବାର ସୂଚନା ମିଳୁଛି । ସରକାରୀ ସ୍ତରରୁ ଲାଭବାନ୍ ହୋଇପାରନ୍ତି । ପଦୋନ୍ନତି ଘଟିପାରେ । ଶତ୍ରୁବିଜୟୀ ହେବେ । ଯାନ-ବାହନସୁଖ ମିଳିବ । ବୁଦ୍ଧିମାନ୍ ହେବେ । ଶୌର୍ଯ୍ୟାନ୍ନିତ ହୋଇପାରନ୍ତି । ବିଶାଳ କୀର୍ତ୍ତିର ଅଧିକାରୀ ହେବେ । ଶତ୍ରୁଦମନ କରିବାରେ ପାରଙ୍ଗମ ହେବେ । ପୁତ୍ର ସନ୍ତାନ ପାଇଁ ସୁଖୀ ହେବେ । ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ । ଅର୍ଥ ଉପାର୍ଜନ ଆଶାନୁରୂପ ହେବ । ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ଅଛି । ଦେବ ଦର୍ଶନର ସୌଭାଗ୍ୟ ଅଛି । ଅଶାନ୍ତି ଦୂର ହେବ । ସରକାରୀ ସ୍ତରରୁ ଲାଭବାନ୍ ହେବେ । କାର୍ଯ୍ୟରେ ସଫଳତା ମିଳିବ । ବିଭିନ୍ନ ସ୍ତରରୁ ଧନାଗମ ହେବ । ନିଃସ୍ୱାର୍ଥପର ହୋଇପାରନ୍ତି। କୀର୍ତ୍ତିମାନ୍ ହେବେ । ସାହସୀ ହେବେ । କୁଶଳୀ ହୋଇପାରନ୍ତି । ବାଞ୍ଛିତ କାର୍ଯ୍ୟ କରିବାରେ ପାରଙ୍ଗମ…
Author: Subhashree
Hi Everyone, Today we are publishing another odia short story. You can find other Short stories in our Odia Short Story portal. This story is a beautiful story. It’s a Akbar Birbal story. You must love this story. Hope you wil enjoy this Odia story and will share with your friends and family. https://www.odishashop.com/product/odia-book-chittabodha-ba-chittabinod-by-mahapurush-achyutananda-das-from-odishashop/
Hello Everyone, Today we are publishing another odia short story. This one of the best story based on things happening in real life. You can find other small stories in our Odia Short Story portal. Hope you wil enjoy this story and will share with your friends and family. Please feedback with us in comment section. https://www.odishashop.com/product/odia-book-chanakya-neeti-ratnamala-by-mohapatra-nilamani-sahoo-from-odisha-shop/
ପ୍ରଭାବଶାଳୀ ହୋଇପାରନ୍ତି । ନୀତିନିଷ୍ଠ ହେବେ । ଜନବଲ୍ଲଭ ହେବେ । ମାନ୍ୟତାପ୍ରାପ୍ତ ହେବେ । ପରାମର୍ଶ ଗ୍ରହଣ କରି କାର୍ଯ୍ୟ କଲେ ସଫଳତା ମିଳିବ । ସବୁ ବାଧା-ବିଘ୍ନକୁ ଏଡ଼ାଇ ଆଗକୁ ବଢ଼ିବେ। ସଂଗୀତ ପ୍ରିୟ ହେବେ । ପ୍ରଭୂତା ବିସ୍ତାର କରି କାର୍ଯ୍ୟ କରିବେ । ଧର୍ମପ୍ରିୟ ଓ ସୁଶୀଳ ହେବେ । ସାଧଲୋକଙ୍କ ହିତକାରୀ ହୋଇପାରନ୍ତି । ଯେକୌଣସି କାର୍ଯ୍ୟ ହାତକୁନେଇ ତା’ର ପୂର୍ଣ୍ଣାଙ୍ଗ କରିପାରନ୍ତି । ପତ୍ନୀଙ୍କ ଉଦ୍ୟମରେ ଧନଲାଭ ହେବ । ସୁସ୍ଥ ଓ ନିରାମୟ ରହିବେ । ମୂଲ୍ୟବାନ୍ ଧାତୁଦ୍ରବ୍ୟ ପ୍ରାପ୍ତିର ସୂଚନା ମିଳୁଛି । ସାଧୁଙ୍କ ଆର୍ଶୀବାଦ ମିଳିବ । ବହୁ ମିତ୍ରଙ୍କ ସାନ୍ନିଧ୍ୟ ପାଇ ଉପକୃତ ହେବେ । ମେଧାବୀ ହେବେ । କର୍ମଚଞ୍ଚଳ ରହିବେ । ସୁକର୍ମା ହେବେ । ଗୁପ୍ତଧନ ପ୍ରାପ୍ତିର ସୂଚନା ମିଳୁଛି । ଶତ୍ରୁ ଦମନକାରୀ ହେବେ । ଧନବାନ୍ ହେବାର ସୂଚନା ମିଳୁଛି…
Hi Everyone, Today we are publishing another odia short story. You can find other Short stories in our Odia Short Story portal. This story is a beautiful story. It’s a new story. You must love this story. Hope you wil enjoy this Odia story and will share with your friends and family. https://www.odishashop.com/product/odia-book-bruhat-siva-purana-by-khetramohan-pradhan-from-odisha-shop/
ନିଜ ଅର୍ଜିତ ଧନରେ ଧନୀ ହୋଇପାରନ୍ତି । ଖାଦ୍ୟ, ପାନୀୟ ସୁଖକର ହେବ । ଯାନ-ବାହନ ସୁଖ ମିଳିବ । ସୁସ୍ଥ ଓ ନିରାମୟ ରହିବେ । ଗୃହ ପରିବେଶ ଉତ୍ତମ ମାନର ହେବ । ପରିଶ୍ରମର ମୂଲ୍ୟ ମିଳିପାରେ । ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖା ଦେବ । ବିନା ବାଧାବିଘ୍ନରେ ଶୁଭକାର୍ଯ୍ୟ ସମ୍ପାଦିତ ହେବ । ଠାକୁରଙ୍କ ଦର୍ଶନ ମିଳିବ । ଅଶାନ୍ତି ଦୂର ହେବ । ସରକାରୀ ସ୍ତରରୁ ଲାଭ ମିଳିବ । ସରକାରଙ୍କ ପ୍ରିୟପାତ୍ର ହେବେ । ସାମାଜିକ କ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିପାରନ୍ତି । ତ୍ୟାଗଶୀଳ ହୋଇପାରନ୍ତି । ମତିମାନ୍ ହେବେ । ବିବିଧ ଧନଯୁକ୍ତ ହୋଇପାରନ୍ତି । ଚଞ୍ଚଳମନା ହେବେ । କୀର୍ତ୍ତିମାନ୍ ହୋଇପାରନ୍ତି । ସୁଖୀ ହେବେ। ଭଲ ଆୟ ହେବ । ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭ ମିଳିବ । ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ । ଦାମ୍ପତ୍ୟ…
Hellow Everyone, Hope you are doing well. Well today we have published a new odia story in Odia Short Story portal. Here you will find all odia small stories and galpa. The story is about two brothers, Sukhram and Dukhram. This explains to Dukhram Sukhram how to walk and sit and sit without doing karma. Everyday you could find new odia stories so that can read the stories from anywhere in the world. Please read and share with your friends if you liked it. https://www.odishashop.com/product/odia-book-bruhat-mahalaxmi-purana-by-sri-bidyadhar-sahoo-from-odishashop/
ଉଦାର ପ୍ରକୃତିର ଓ ଦାନଶୀଳ ହେବା ଆଶା କରାଯାଏ । ଆଦର୍ଶ ବ୍ୟକ୍ତିତ୍ୱଯୁକ୍ତ ହେବେ । ସୁସ୍ଥ ରହିବେ । କୃଷି କାର୍ଯ୍ୟକୁ ଗୁରୁତ୍ୱ ଦେବେ । ଦଳ ପ୍ରତି ଆଦର ଓ ସମ୍ମାନ ବଢ଼ିବ । ପ୍ରେମୀ ଓ ବୁଦ୍ଧିମାନ ହେବେ । କାର୍ଯ୍ୟରେ ସଫଳତା ଲାଭ କରିବେ । ମନ ପ୍ରସନ୍ନ ରହିବ । ଈଶ୍ୱର ବିଶ୍ୱାସୀ ହେବେ । ଭାଷାର ମାଧୁରିମା ଅନ୍ୟଙ୍କୁ ମୋହିତ କରିପାରେ । ପ୍ରେମୀ ଓ ସାହସୀ ହେବେ । ପ୍ରତ୍ୟେକ କ୍ଷେତ୍ରରେ ବିଜୟୀ ହେବେ । ପରମ ସୌଭାଗ୍ୟଶାଳୀ ହେବେ । ଉତ୍ତମ ବ୍ୟକ୍ତିତ୍ୱସମ୍ପନ୍ନ ହୋଇପାରନ୍ତି । ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ ଓ ବିଦ୍ୟାବାନ୍ ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ମିତ୍ରଙ୍କ ସହାୟତା ମିଳିବ । ସୁଖ-ସମ୍ମାନ ଲାଭ କରିବେ । ବଳଶାଳୀ ହେବେ । ଐଶ୍ୱର୍ଯ୍ୟାପ୍ରାପ୍ତି ସୂଚନା ମିଳୁଛି । ମାଲିମୋକଦ୍ଦମାରେ ବିଜୟୀ ହେବେ ।…
Hi Everyone, Today we are publishing another odia short story. You can find other stories in our Odia Short Story portal. It’s a New story. You must love this story. Hope you wil enjoy this Odia Short story and will share with your friends and family. https://www.odishashop.com/product/odia-book-biswamitranka-atmakatha-by-sri-nrusinha-prasad-mishra-from-odisha-shop/
ବ୍ରାହ୍ମଣଙ୍କ ସହିତ ମିତ୍ରତା ସ୍ଥାପନ କରିବେ । ପରୋପକାରୀ ହେବେ । ଅନ୍ୟଙ୍କୁ ବିପଦରେ ଆଶ୍ୱସନା ଦେବେ । ରାଜପୂଜ୍ୟ ହୋଇପାରନ୍ତି । ସର୍ବତ୍ର ବିଜୟୀ ହେବେ । ସରକାରୀ ଧନରେ ଆର୍ଥିକ ସ୍ଥିତି ଦୃଢ଼ ହେବ । କୃଷି କର୍ମ ଓ ସତ୍କ୍ରିୟାରୁ ଧନ ଅର୍ଜନ କରିବେ । ମନ ପ୍ରସନ୍ନ ରହିବ । ସୁସ୍ଥ ଓ ନିରାମୟ ରହିବେ । ମୂଲ୍ୟବାନ୍ ଧାତୁଦ୍ରବ୍ୟ ମିଳିପାରେ । ଚତୁଷ୍ପଦ ପ୍ରାଣୀ ଲାଭର ସୂଚନା ମିଳୁଛି । ବିବିଧ ଧନଯୁକ୍ତ ହେବେ । ଲୋକପୂଜ୍ୟ ହେବେ । ଅନ୍ୟର ସେବାରେ ବ୍ରତୀ ହେବେ । ଚଞ୍ଚଳମନା ଓ ଧନଶାଳୀ ହୋଇପାରନ୍ତି । ରୁଚିକର ଭୋଜନରେ ଆପ୍ୟାୟିତ ହେବେ । ଦାମ୍ପତ୍ୟ ସୁଖପ୍ରଦ ହେବ । ଚିନ୍ତାଧାରା ଉନ୍ନତମାନର ହେବ । ବ୍ରାହ୍ମଣ ଓ ଦେବତାଙ୍କ ପ୍ରୀତ୍ୟାର୍ଥେ ଧନ ବ୍ୟୟ କରିପାରନ୍ତି । ଯଜ୍ଞ, ଧର୍ମକ୍ରିୟା ଓ ସାଧୁମାନଙ୍କ ସମ୍ପୃକ୍ତି ଘଟଣାରେ ବ୍ୟୟ…