Author: OdiaWeb Editor

ଆଜିର ବ୍ୟସ୍ତବହୁଳ ମାନବ ଜୀବନରେ ନିଜର ସାଙ୍ଗ ସାଥୀ, ପ୍ରିୟଜନଙ୍କ ସହ ବ୍ୟକ୍ତିଗତ ଭାବ ବିନିମୟ କରିବା ହେଉ ବା ଅନ୍ୟ କୌଣସି ପ୍ରଫେସନାଲ ବା ବ୍ୟବସାୟିକ ବାର୍ତ୍ତା ଦିଆନିଆ ହେଉ; ଯୁବବର୍ଗଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ଏ ସମସ୍ତ କ୍ଷେତ୍ରରେ ଫେସବୁକ, ହ୍ବାଟ୍ସଆପ, ଇନ୍ଷ୍ଟାଗ୍ରାମ ପରି ସୋସିଆଲ ମିଡିଆର ଭୂମିକା ଯଥେଷ୍ଟ ଗୁରୁତ୍ବପୂର୍ଣ | ସୋସିଆଲ ମିଡିଆକୁ ନିଜ ଜୀବନର ଏକ ପ୍ରକାର ମୁଖ୍ୟ ଅଙ୍ଗ ଭାବେ ମାନି ସାରିଲେଣି ଆଜିର ଇଣ୍ଟରନେଟ ବ୍ୟବହାରକାରୀ। ତେଣୁ ଲୋକମାନେ ନିଜ ଦୈନଦିନ ଜୀବନର ପ୍ରତିଟି ଘଟଣାକୁ ଏବେ ସୋସିଆଲ ମିଡିଆରେ ଅପଡେଟ୍‌ କରିବା ଓ ନିଜର ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିବା ତଥା ରୋଷେଇ ଓ କୌଣସି ନୂଆ କଥା ଶିଖିବା, ପାଠ ପଢିବା, ନିଜ ବ୍ୟବସାୟର ବିଜ୍ଞାପନ କରିବା ପରି ଅନେକ ଭଲ କାର୍ଯ୍ୟରେ ସୋସିଆଲ ମିଡିଆକୁ ବ୍ୟବହାର କରୁଥିବାର ଆପଣମାନେ ଜାଣନ୍ତି|ଏହା ସହ ଦେଶ…

Read More

ଜୁଲିଆନ୍ କ୍ୟାଲେଣ୍ଡର ଅନୁସାରେ ୧୫୦୩ ମସିହା ଡିସେମ୍ବର ୧୪ ବା ୨୧ ତାରିଖରେ ଫ୍ରାନ୍ସରେ ଜନ୍ମ ହୋଇଥିବା ମାଇକେଲ ଡି ନଷ୍ଟ୍ରାଡମସ୍‌ ପେଶାରେ ଥିଲେ ଜଣେ ଡାକ୍ଚର। ତେବେ ଜ୍ୟୋତିଷ ବିଦ୍ୟାରେ ତାଙ୍କର ଆଗ୍ରହ ତାଙ୍କୁ ଏଭଳି ଭବିଷ୍ୟବାଣୀ ଲେଖିବାକୁ ଉତ୍ସାହିତ କରିଥିଲା । ୨ଜୁଲାଇ ୧୫୬୬ରେ ନିଜର ମୃତ୍ୟୁ ସମ୍ପର୍କରେ ମଧ୍ୟ ସେ ସଠିକ୍‌ ଭବିଷ୍ୟବାଣୀ କରିଥିଲେ । ଏପରିକି ହେନରୀ-୨ଙ୍କ ମୃତ୍ୟୁ, ଲଣ୍ଡନରେ ବଡ଼ ଧରଣର ଅଗ୍ନିକାଣ୍ଡ, ଫରାସୀ ବିପ୍ଳବ, ହୀଟଲର ଓ ନେପୋଲିୟନ୍‌ ବୋନାପାର୍ଟଙ୍କ ଉତ୍‌ଥାନ ଓ ପତନ, ହିରୋସୀମା ନାଗାସାକିରେ ପରମାଣୁ ବୋମା ବସ୍ଫୋରଣ, ଜନ୍‌ କେନେଡ଼ି ଓ ବବି କେନେଡ଼ିଙ୍କ ହତ୍ୟା, ଓ୍ଵାର୍ଲଡ ଟ୍ରେଡ୍‌ ସେଣ୍ଟର ଉପରେ ଆତଙ୍କବାଦୀ ଆକ୍ରମଣକୁ ଆଦିକୁ ନେଇ ତାଙ୍କର ଭବିଷ୍ୟବାଣୀ ବାସ୍ତବତାର ରୂପ ନେଇଛି ବୋଲି କୁହାଯାଏ|ତଥାପି ତାଙ୍କର ଅନେକ ଭବିଷ୍ୟବାଣୀକୁ ସଠିକ୍‌ ଭାବେ ତର୍ଜମା କରାଯାଇ ପାରି ନାହିଁ । କେତେବେଳେ କିଛି କଥା ସତ ହୋଇଛି…

Read More

ଏ ଜୀବନ ଇଶ୍ବରଙ୍କର ଏକ ବରଦାନ | ଜୀବନ ଜିଇବାର ଅର୍ଥ ଜଣେ ମନୁଷ୍ୟ କେତେ ବର୍ଷ ବଞ୍ଚିଲା ତାହା ନୁହେଁ | ବରଂ କିପରି ଭବେ ନିଜ ଜୀବନ ବଞ୍ଚିଲା ତହା ଗୁରୁତ୍ବପୂର୍ଣ | ଜୀବନ ଜିଇବା ଏକ କଳା ଯାହା ଖୁବ କମ ଲୋକଙ୍କ ପାଖରେ ଦେଖିବାକୁ ମିଳେ| ତେଣୁ ଏଠାରେ ଆମେ ଆପଣଙ୍କୁ ଜଣାଇ ଦେବାକୁ ଚାହୁଁ ଯେ କେତୋଟି ମାତ୍ର ଛୋଟ ଛୋଟ କଥାକୁ ଧ୍ୟାନ ଦେଲେ ଜୀବନ ନିଶ୍ଚୟ ସରସ ସୁନ୍ଦର ଓ ମଧୁମୟ ହେବା ସହ ଜୀବନ ଯେ ବାସ୍ତବରେ ଇଶ୍ବରଙ୍କ ବରଦାନ ତାହା ଅନୁଭୂତ ହୋଇ ପାରିବ | Top 10 Happiness Tips in Odia ପ୍ରଥମତଃ ପ୍ରତ୍ୟେକ ଦିନ ଇଶ୍ବରଙ୍କୁ ସ୍ମରଣ କରି ଶଯ୍ୟା ତ୍ୟାଗ କରନ୍ତୁ ଏବଂ ଇଶ୍ବର ଆପଣଙ୍କୁ ଏକ ନୂଆ ସକାଳ ଦେଖାଇ ଥିବାରୁ ସେହି ପରମପିତାଙ୍କୁ ଅନ୍ତରରୁ କୃତଜ୍ଞତା ଜ୍ଞାପନ କରନ୍ତୁ |ଶଯ୍ୟା…

Read More

ସୂଚାନ ଅନୁସାରେ ବର୍ତ୍ତମାନ ସୁଧା ସମୁଦାୟ ୩୨୦ଟି ଉପଗ୍ରହ ପ୍ରତିରକ୍ଷା ମିଲିଟାି କାର୍ଯ୍ୟ ପାଇଁ ପୃଥିବୀ ଚାରି ପଟେ ପରିକ୍ରମା କରୁଛନ୍ତି | ଏହି ୩୨୦ଟି ମିସାଇଲର ପ୍ରାୟ ଅର୍ଦ୍ଧିାଧିକ ମିସାଇଲ ୟୁନାଇଟେଡ ଷ୍ଟେଟ୍ସ ଦ୍ବାରା ପ୍ରେରିତ ଓ ଅନ୍ୟ ସବୁ ମୁଖ୍ୟତଃ ଋଷିଆ ଓ ଚାଇନା ଦ୍ବାରା ପ୍ରେରିତ | ଚଳିତ ବର୍ଷ ୧୯ ଡିସେମ୍ବର(ବୁଧ ବାର) ଅପରାହ୍ଣ ୪:୨୯ ସମୟରେ ପ୍ରାୟ ୫୦୦-୮୦୦ କୋଟି ଟଙ୍କା ବ୍ୟୟରେ ଜିସାଟ୍-୭ଏକୁ  ଇସ୍ରୋ ଶ୍ରୀହରିକୋଟାରୁ ସଫଳ ଭାବେ ଉତ୍କ୍ଷେପଣ କରିଛି| ଏହା ହେଉଛି ୨୦୧୮ ମସିହାର ଶେଷ ତଥା ଇସ୍ରୋର ୧୭ତମ ମିସାଇଲ |ଏହି ମିସାଇଲର ଉତଷେପଣ ଦ୍ବାରା ମହାକାଶକୁ ଉପଗ୍ରହ ପଠାଇବାରେ ଭାରତୀୟ ଅନ୍ତରୀକ୍ଷ ଗବେଷଣା ସଂସ୍ଥା (ଇସ୍ରୋ)କୁ ବିଶ୍ବ ସ୍ତରରେ ଆଉ ଏକ ବଡ଼ ସଫଳତା ମିଳିଛି। ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାରୁ ଜିଏସଏଏଲଭି-ଏଫ୍‌୧୧ ର‌କେଟ୍‌ ଦ୍ୱାରା ଏହି  ଜିସାଟ୍‌-୭ଏର ସଫଳ ଉତ୍‌କ୍ଷେପଣ କରାଯାଇଛି। ଏହାର ୩.୩ କିଲୋଓ୍ବାଟ କ୍ଷମତାର ବିଦ୍ୟୁତ…

Read More

ଆଜିର ଦିନରେ ଆପଣଙ୍କ ମନ ଚଚଂଳ ରହିବ । ବିଭିନ୍ନ କାରଣରୁ ଅନ୍ୟମନସ୍କ ରହିପାରନ୍ତି । ନିଚ୍ଛା ସତ୍ୱେ ବ୍ୟୟ କରିବାକୁ ପଡିପାରେ । ଗୃହ ଉପକରଣ କ୍ରୟ କରିବାରେ ବ୍ୟସ୍ତ ରହିପାରନ୍ତି । ଦିନଟି ମଧ୍ୟମ ଧରଣର ରହିବ ।ଆଜିର ଦିନରେ ଆପଣଙ୍କ ସବୁ କାର୍ଯ୍ୟ ସୁଚାରୁରୂପେ ହୋଇଯିବ । ଯେଉଁ ଆଡେ ଯିବେ ସେଠାରେ ସମ୍ମାନ ଲାଭ କରିପାରନ୍ତି । ଶୁଭଫଳ ପ୍ରାପ୍ତି ହୋଇପାରେ । ଧନ ପ୍ରାପ୍ତିର ଯୋଗ ରହିଛି । ଭୂମି, ଗାଡି କ୍ରୟ କରିପାରନ୍ତି ।ଆଜି ଦିନଟି ଆପେଣଙ୍କ ପାଇଁ ସେତେଟା ଭଲ ନହୋଇପାରେ । ବହୁ ପରିଶ୍ରମ ସତ୍ୱେ କମ୍ ସଫଳତା ମିଳିବ । ହଠାତ୍ ଖର୍ଚ୍ଚାନ୍ତରେ ପଡିପାରେନ୍ତି । ଗୁପ୍ତ ଚିନ୍ତା ଲାଗି ରହିବ । ପ୍ରେମ କ୍ଷେତ୍ରରେ ଚିନ୍ତିତ ରହିବେ ।ଯେଉଁ କର୍ମରେ ହାତ ଦେବେ ସେଠାରୁ ସଫଳତା ପ୍ରାପ୍ତି ହେବ । ବିଭିନ୍ନ ଦିଗରୁ ଲାଭବାନ୍ ହୋଇପାରନ୍ତି ।…

Read More

The yearly HSC exam or matriculation examination will be held from February 22 to March 8, 2019, told by Board of Secondary Education (BSE) president Jahan Ara Begum today. Apart from matriculation exam, the examination for State Open School certficate, class 9 Vocational and Madhyama Sanskrit examinations will also be held at the same time from February 22, 2019. You can notice a significant change in papers as there will be four parallel questions set for both objective and subjective papers. The students should get atleast 15 marks each in objective as well as in subjective paper, as told by the…

Read More

ସେବା ମନୋଭାବ ଯୋଗୁଁ କର୍ମକ୍ଷେତ୍ରରେ ସମ୍ମାନୀୟ ବ୍ୟକ୍ତି ବିଶେଷଙ୍କଠାରୁ ସାହାଯ୍ୟ ସହଯୋଗ ପାଇବେ । ବ୍ୟବସାୟ ଓ ନିର୍ମାଣ କ୍ଷେତ୍ରରେ ସମସ୍ୟର ସମାଧାନ ହେବ । ଶତୃ ବୃଦ୍ଧି ହୋଇପରେ । ମହିଳାମାନେ ମାନସିକ ଚିନ୍ତାର ଶିକାର ହେବେ ।ନିଜ ଲୋକମାନେ ଇର୍ଷା ପରାୟଣ ହୋଇ ପରିସ୍ଥିତିକୁ ଭିନ୍ନରୂପ ଦେଲେ ମଧ୍ୟ ଆପଣ ନିଜର କଳା କୌଶଳ ପ୍ରୟୋଗ କରି ଜୟ ଯୁକ୍ତ ହେବେ । ଅର୍ଥ ସଂଗ୍ରହ କରିବାରେ ତତ୍ପରତା ପ୍ରକାଶ କରିବେ । ମହିଳାମାନେ ଅପମାନିତ ହୋଇପରନ୍ତି ।ସମସ୍ୟା ଉପରେ ସମସ୍ୟାର ସମାଧାନ କରି ବ୍ୟସ୍ତ ବିବ୍ରତ ହୋଇ ପଡିବେ । ସାଧାରଣ କଥାକୁ କେନ୍ଦ୍ର କରି ମନରେ ବିରକ୍ତି ଭାବ ସୃଷ୍ଟି ହୋଇପାରେ । ଆର୍ଥିକ ସ୍ୱଚ୍ଛଳତା ଓ ବନ୍ଧୁଙ୍କର ସାନ୍ନିଧ୍ୟ ଲାଭରୁ ଖୁସି ହେବେ ।ପ୍ରତ୍ୟେକ କ୍ଷେତ୍ରରେ ସମସ୍ୟା ଆସିବାରୁ ମନ ଭାରାକ୍ରାନ୍ତ ରହିବ । ସ୍ତ୍ରୀଙ୍କ ସ୍ୱାସ୍ଥ୍ୟ ସକାଶେ ଚିନ୍ତା କରିପାରନ୍ତି । ରାଜନୀତି…

Read More

କାର୍ଯ୍ୟ ହାସଲ କ୍ଷେତ୍ରରେ ଜଣେ ପୂର୍ବତନ ବନ୍ଧୁ ସାହାଯ୍ୟ କରିବେ । ଆନୁଷ୍ଠାନିକ କାମରେ ଫଳତା ପାଇବେ । ବ୍ୟବସାୟରେ ସାମାନ୍ୟ କ୍ଷତି ହୋଇପାରେ । ପରିବହନରେ ଉନ୍ନତି କରିବେ । ମହିଳାଙ୍କ ଭାତୃ ସମ୍ପର୍କ ବୃଦ୍ଧି ପାଇବ ।ଅନ୍ୟମାନଙ୍କୁ ନିଜ ଆଡକୁ ଆକର୍ଷିତ କରିବା ପାଇଁ ବିଭିନ୍ନ ପ୍ରକାର ଚେଷ୍ଠା କରିବେ । ବନ୍ଧୁଙ୍କର ହାନୁଭୂତି ଲାଭ କରିପାରନ୍ତି । ସ୍ଥଗିତ କାମକୁ ତ୍ୱରାନିତ କରିବେ । ମହିଳାମାନେ ସାଥିଙ୍କ ବାଟକୁ ଚାର୍ହିଁ ବସିବେ । ଦୂର ସ୍ଥାନକୁ ଭ୍ରମଣ ଯୋଗ ରହିଛି ।କର୍ମକ୍ଷେତ୍ରରେ କେତେକ ଦିଗରୁ ଚାପର ସମ୍ମୁଖୀନ ହୋଇପାରନ୍ତି । ଧୈର୍ଯ୍ୟ ହରାନହୋଇ ପରିସ୍ଥିତିର ସାମ୍ନ କରିବେ । ସାମ୍ବାଦିକତା କ୍ଷେତ୍ରରେ ପ୍ରତିବନ୍ଧକର ସମ୍ମୁଖୀନ ହେବେ । ବ୍ୟବସାୟରେ ବନ୍ଧୁ ସମ୍ପର୍କ ପ୍ରେ ଓ ପ୍ରଣୟ କ୍ଷେତ୍ରରୁ ଅନୁକୂଳ ଫଳ ମିଳିବ ।ବନ୍ଧୁଙକ ନିକଟୁ ସାହାଯ୍ୟ ପଅତିଶୃତି ପାଇ ଆସ୍ୱସ୍ଥି ଅନୁଭବ କରିବେ । ପାରିବାରିକ ଅସ୍ଥିରତା…

Read More

Wow, its new year coming up, hardly there are days to go. As you know Odias are spread-ed across the world. So take this opportunity to share your odia good wishes in the form of Happy New Year Wishes in Odia language. This odia wishes will help you to feel you near and dear ones more special. To download this odia new year 2019 wish as wallpaper follow the link Odia New Year Wallpaper 2019. You can visit our other link Odia New Year 2019 sms in advance to send new year wishes message in advance to your friends and family. 

Read More