Author: OdiaWeb Editor

ଆପଣ ପ୍ରତ୍ୟେକ ଓଡିଆ ଏହା ଜାଣି ନିଶ୍ଚୟ ଖୁସି ହେବେ ଯେ, ଚଳିତ ୨୦୧୯ ମସିହାରେ ଓଡ଼ିଶାର ଦୁଇ ଜଣ ମେଧାବୀ ଛାତ୍ରଙ୍କୁ ‘ପ୍ରଧାନମନ୍ତ୍ରୀ ବାଲ୍ ଶକ୍ତି ପୁରସ୍କାର’ ମିଳିଛି | ଏହା କେବଳ ଓଡିଶା ପାଇଁ ନୁହେଁ ବରଂ ସମଗ୍ର ଭାରତ ତଥା ବିଶ୍ବ ପାଇଁ ଗର୍ବର ବିଷୟ | ସେମାନଙ୍କ ମଧ୍ୟରୁ ଜଣେ ହେଲେ ଯାଜପୁର ଜିଲ୍ଲାର ନୈସର୍ଗିକ ଲେଙ୍କା ଓ ଅନ୍ୟ ଜଣେ ହେଲେ ବଲାଙ୍ଗୀରର ଆୟୁଷ୍ମାନ ତ୍ରିପାଠୀ । ମଙ୍ଗଳବାର (୨୨/୦୧/୧୯)ରାଷ୍ଟ୍ରପତି ଭବନର ଦରବାର୍ ହଲରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ନୈସର୍ଗିକ ଓ ଆୟୁଷ୍ମାନଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି । ଏବେ ଆସନ୍ତୁ ଜାଣିବା ଏହି ଦୁଇ ଜଣ ମେଧାବୀ ଛାତ୍ରଙ୍କ ବିଷୟରେ… ୧- ଯାଜପୁରର ନୈସର୍ଗିକ ଲେଙ୍କା ଚର୍ମ କର୍କଟ ଓ ପାକସ୍ଥଳୀ କର୍କଟରୁ ରକ୍ଷା କରିବା ପାଇଁ ନୈସର୍ଗିକ ଲେଙ୍କାଙ୍କ ଉଦ୍ଭାବନକୁ ମିଳିଛି ଜାତୀୟ ସ୍ତରର ପୁରସ୍କାର ।  ଯାଜପୁର ଜିଲ୍ଲାର…

Read More

ଦ୍ବିତୀୟ ବିଶ୍ବଯୁଦ୍ଧ ସମାପ୍ତ ହେବା ପରେ ଜୁଲାଇ ମାସ ୧୯୪୫ ମସିହାରେ ବ୍ରିଟିସ ସରକାର  ଭାରତ ପାଇଁ ସାମ୍ବିଧାନିକ ନୂଆ ନୀତିର ଘୋଷଣା କରିବା ସହ ଭାରତର ସମ୍ବିଧାନ ସଭା ନିର୍ମାଣ ପାଇଁ ଏକ ‘କ୍ୟାବିନେଟ୍ ମିସନ’ ଭାରତକୁ ପଠାଇଲା ଯେଉଁଥିରେ ୩ଜଣ ମନ୍ତ୍ରୀ ଥିଲେ | ଅଗଷ୍ଟ ମାସ ୧୫ ତାରିଖ ୧୯୪୭ ମସିହାରେ ଭାରତ ସ୍ବାଧୀନ ହେବା ପରେ ଭାରତର ସମ୍ବିଧାନ ସଭା ଘୋଷଣା କରାଗଲା | କିନ୍ତୁ ଭାରତର ସମ୍ବିଧାନ ସଭା ନିଜର କାର୍ଯ୍ୟ ଡିସେମ୍ବର ୯ ତାରିଖ ୧୯୪୭ ମସିହାରେ ଆରମ୍ଭ କରିଥିଲେ | ସମ୍ବିଧାନ ସଭାର ସଦସ୍ୟ ମାନେ ଭାରତର ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା ସଦସ୍ୟମାନଙ୍କ ଦ୍ବାରା ଚୟନ ହୋଇଥିଲେ | ଜବାହରଲାଲ୍ ନେହେରୁ, ଡଃ ରାଜେନ୍ଦ୍ର ପ୍ରସାଦ, ଡଃ ବି.ଆର୍. ଆମ୍ବେଦକର, ସରଦାର୍ ବଲ୍ଲଭ୍ ଭାଇ ପଟେଲ୍, ମୌଲାନା ଅବଦୁଲ୍ କାଲାମ୍ ଆଜାଦ୍ ଆଦି ମହାନ ଭାରତୀୟ ବ୍ୟକ୍ତି ବିଶେଷ ମାନେ ଭାରତୀୟ…

Read More

ଆପଣମାନେ ଏହା ଜାଣି ବହୁତ ଖୁସି ହେବେ ଯେ, ଓଡ଼ିଶାର ଚାରି ଜଣ ବାଳକ ଓ ବାଳିକାଙ୍କୁ ଏ ବର୍ଷ ଜାତୀୟ ସାହସିକତା ପୁରସ୍କାର ପ୍ରଦାନ କରାଯିବ। ଆସନ୍ତା ଜାନୁଆରୀ ୨୬ ତାରିଖ ସାଧାରଣତନ୍ତ୍ର ଦିବସ ଅବସରରେ ଏମାନଙ୍କୁ ସମ୍ମାନିତ କରାଯିବ। ଏହି ସାହସୀ ପିଲାମାନେ ହେଲେ ବିଶ୍ୱଜିତ ପୁହାଣ, ସିତୁ ମଲ୍ଲିକ, ଝିଲି ବାଗ ଓ ରଂଜିତା ମାଝୀ | ଏବେ ଆସନ୍ତୁ ଜାଣିବା ଏହି ସାହସୀ ବାଳକ ବାଳିକାମାନେ କେଉଁ ମହାନ କାର୍ଯ୍ୟ ପାଇଁ ସାହସିକତା ପୁରସ୍କାର ପାଇବେ | ୧- ୨୦୧୭ ଅକ୍ଟୋବର ୧୪ ତାରିଖରେ ଇଚ୍ଛାପୁର ଗାଁର ୫ ବର୍ଷୀୟା ବାଳିକା ମାମୁନି ବିଶ୍ୱାଳ ତାଙ୍କ ଖୁଡି ସହିତ ଏକ କେନାଲ ପାଖକୁ ଯାଇଥିଲେ। ଉକ୍ତ କେନାଲ ପାଖରେ ମାମୁନି ଖେଳୁଥିବା ବେଳେ କେନାଲ୍‌ରେ ଖସି ପଡ଼ିଥିଲେ। ତାଙ୍କ ଚିତ୍କାର ଶୁଣି ରାସ୍ତାରେ ଯାଉଥିବା ବିଶ୍ୱଜିତ ପୁହାଣ ଜୀବନକୁ ବାଜି ଲଗାଇ କେନାଲକୁ ଲମ୍ଫ ମାରି…

Read More

To all my fellow Odias in Odisha and across World, we wish you a very Happy Republic Day 2019. Apana Samastanku Ganatantra Diwas 2019 ra hardhika abhinandana o shubhakamana.  Now time comes to celebrate our Republic Day by exchanging Greetings, wishes and stickers. Republic Day is one of the National festival of India.  Current year India will celebrate its 70th Republic Day on 26th January. This is the date we celebrate to honour the formation of Constitution of India.  Now people share their feelings with wishes and stickers. Here we present you the HD quality Republic Day 2019 Odia Sticker so…

Read More

ଏ ଜୀବନ ଇଶ୍ବରଙ୍କର ଏକ ବରଦାନ | ଜୀବନ ଜିଇବାର ଅର୍ଥ ଜଣେ ମନୁଷ୍ୟ କେତେ ବର୍ଷ ବଞ୍ଚିଲା ତାହା ନୁହେଁ | ବରଂ କିପରି ଭବେ ନିଜ ଜୀବନ ବଞ୍ଚିଲା ତହା ଗୁରୁତ୍ବପୂର୍ଣ | ଜୀବନ ଜିଇବା ଏକ କଳା ଯାହା ଖୁବ କମ ଲୋକଙ୍କ ପାଖରେ ଦେଖିବାକୁ ମିଳେ| ତେଣୁ ଏଠାରେ ଆମେ ଆପଣଙ୍କୁ ଜଣାଇ ଦେବାକୁ ଚାହୁଁ ଯେ କେତୋଟି ମାତ୍ର ଛୋଟ ଛୋଟ କଥାକୁ ଧ୍ୟାନ ଦେଲେ ଜୀବନ ନିଶ୍ଚୟ ସରସ ସୁନ୍ଦର ଓ ମଧୁମୟ ହେବା ସହ ଜୀବନ ଯେ ବାସ୍ତବରେ ଇଶ୍ବରଙ୍କ ବରଦାନ ତାହା ଅନୁଭୂତ ହୋଇ ପାରିବ | ୧.ପ୍ରଥମତଃ ପ୍ରତ୍ୟେକ ଦିନ ଇଶ୍ବରଙ୍କୁ ସ୍ମରଣ କରି ଶଯ୍ୟା ତ୍ୟାଗ କରନ୍ତୁ ଏବଂ ଇଶ୍ବର ଆପଣଙ୍କୁ ଏକ ନୂଆ ସକାଳ ଦେଖାଇ ଥିବାରୁ ସେହି ପରମପିତାଙ୍କୁ ଅନ୍ତରରୁ କୃତଜ୍ଞତା ଜ୍ଞାପନ କରନ୍ତୁ | ୨. ଶଯ୍ୟା ତ୍ୟାଗ କରିବା ପୂର୍ବରୁ ବିଛଣାରେ…

Read More

Odia Facebook Banner – Today we are going to share top and latest Updated Odia facebook Cover Photo for new generation. Here you can find exclusive Odia FB covers on Netaji Subhas Chandra Bose. You can easily download this facebook cover and set it as your profile cover in facebook and impress your friends and family. Visit here daily for latest facebook cover. Download Above Netaji Odia Facebook Banner Now ! Download Above Netaji Odia FB Cover Now ! Visit here for Netaji Subhas Chandra Bose Odia Sms .

Read More

Odia is our mother tongue. The language is our very own and is in our blood. Although English and Hindi are very important from the national and international point of view but best understanding and feel comes when we read something in Odia. Since, most of the androids apps available in the play store are in English and Hindi, so it’s not comfortable to use them. Here is a list of Top 10 Odia android apps available in the play store you will surely fall in love after using. Some of these apps has been developed by Odia Web Network,…

Read More

Apalaka netre Good Night Odia Sms This Good Night Odia Sms is our new Odia Sms of year 2019. Someone like some sweet words to wish for good night. Wishing odia good night messages are now too easy and odiaweb provides such an user friendly Odia Sms portal where you can just download these Good Night Odia Shayari messages and wish your near and dear ones directly from mobile and pc. Good Night Odia Sms #Odia Good Night Sms #Odia Subharatri Sms Download Good Night Odia Shayari Good Night Odia Shayari

Read More

ଆସନ୍ତା ଜାନୁଆରୀ ୨୩ ତାରିଖରେ ଆମେ ୧୨୨ତମ ନେତାଜୀ ଜୟନ୍ତୀ ବା ଜନ୍ମବାର୍ଷିକୀ ପାଳନ କରିବା | ଆସନ୍ତୁ ଏହି ପରିପ୍ରେକ୍ଷୀରେ ଭାରତ ମାତାର ଏହି ସୁଯୋଗ୍ୟ ସନ୍ତାନର ସ୍ମୃତିଚାରଣ କରି ନିଜକୁ ଭାରତୀୟ ଭାବେ ଗର୍ବ ଅନୁଭବ କରିବା | ଭାରତ ସ୍ବାଧୀନତା ସଂଗ୍ରାମର ଅଗ୍ରଣୀ ନେତା ସୁବାଷ ଚନ୍ଦ୍ର ବୋଷ୍ ୧୮୯୭ ମସିହା ଜାନୁଆରୀ ୨୩ ତାରିଖରେ କଟକରେ ଜନ୍ମ ଗ୍ରହଣ କରିଥିଲେ ଏବଂ ୧୯୪୫ ମସିହା ଅଗଷ୍ଟ ୧୮ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା | ତାଙ୍କର ପିତା ଜାନକୀ ନାଥ ବୋଷ କଟକର ଜଣେ ପ୍ରସିଦ୍ଧ ଓକିଲ ଥିଲେ ଓ ମା’ ପ୍ରଭାବତୀ ଜଣେ ଧାର୍ମିକ ମହିଳା ଥିଲେ | ସମଗ୍ର ଭାରତରେ ସେ ଆମର ପ୍ରିୟ ‘ନେତାଜୀ’ ଭାବେ ସୁପରିଚିତ | ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ବ୍ରିଟିସ୍ ସରକାର ବିରୁଦ୍ଧରେ ଲଢିବା ପାଇଁ ଜାପାନ୍ ସହଯୋଗରେ ଏହି ବୀର ଓଡିଆ ‘ଆଜାଦ୍ ହିନ୍ଦ୍ ଫୌଜ’…

Read More

Netaji Subhas Chandra Bose Odia Sms Wishes The dialogue “Give me Blood, I’ii give Freedom” is something that everyone knows. This dialouge is from our famous Odia, Netaji Subhas Chandra Bose. This odia sms on netaji Subhas Chandra Bose will help you to share your love towards Netaji. Share this Netaji Subhas Chandra Bose Odia Sms with your friends and family now. Download Netaji Subash Chandra Bose Odia HD Wallpaper

Read More