Author: liza

ସାମଗ୍ରୀ : ଶାଗୁ -୧ କପ୍‌ . ଚୀନାବାଦାମ -ମୁଠାଏ ଅଦା-ଅଧ ଇଞ୍ଚ କଞ୍ଚାଲଙ୍କା- ୪ ଟା ଧନିଆପତ୍ର କିଛି ପରିମାଣ ଅନୁସାରେ ଲୁଣ ପାଣି -ଏକ କପ୍‌ କାଗେଜିଲେମ୍ବୁ – ଫାଳେ ପ୍ରଣାଳୀ : ଶୁଖିଲା କରେଇରେ ଚୀନାବାଦାମ ଭାଜି ଚୋପା ଛଡ଼ାଇ ଅଧା ଅଧା ଛେଚିକି ରଖ । ଶାଗୁକୁ ୧ କପ୍‌ ପାଣିରେ ଅଧଘଣ୍ଟା ଭିଜାଇ ରଖ । ଶାଗୁ ଭିଜିଯିବ ଓ ପାଣି ରହିବନି | ଅଦା, କଞ୍ଚାଲଙ୍କା ଓ ଧନିଆପତ୍ର ଚୂନାଚୂନା କାଟି ଶାଗୁରେ ମିଶାଅ । ସେଥିରେ ଲୁଣ ବାଦାମଗୁଣ୍ଡ ଲେମ୍ବୁରସ ମିଶାଇ ଖାଇବ । ଇଚ୍ଛା ହେଲେ ନଡ଼ିଆ କୋରା ଓ କଞ୍ଚାଲଙ୍କା କଟା ବି ମିଶାଇ ଖାଇପାରିବ । ମିଠା ଖାଇବା ଲୋକମାନେ ନଡ଼ିଆ କୋରା, ଛେନା, କଦଳୀ, ଚିନି, କ୍ଷୀର ଶାଗୁଭିଜାରେ ଚକ ଟି ଖାଇପାରନ୍ତି ।

Read More

ସାମଗ୍ରୀ : ମୋଟା ଚୂଡ଼ା -୨ କପ୍‌ ଚୀନା ବାଦାମ – ୧୫ଟା ବୂଟଡାଲି – ୧ ଚା ଚାମଚ ବିରିଡାଲି -୧ ଚା ଚାମଚ ଜିରା ଅଧା ଚା ଚାମଚ କଞ୍ଚାଲଙ୍କା ଦୁଇଟା ଅଦା ଟିକେ ରିଫାଇନ୍‌ ତେଲ ଏକ ଟେବୁଲ ଚାମଚ ପରିମାଣ ଅନୁସାରେ ଲୁଣ, ହଳଦୀ ଭୃସଂଗ ପତ୍ର ଦୁଇ ଡେମ୍ଫ କାଗେଳିଲେମ୍ବ ଫାଳେ ପ୍ରଣାଳୀ : ଚୂଡ଼ା ଧୋଇ ରଖ । କରେଇରେ ତେଲ ଗରମ କର । ସେଥ୍‌ରେ ଚୀନାବାଦାମ ଟିକେ ଭାଜି ନେଇ ବୁଟଡାଲି ଓ ବିରିଡାଲି ପକାଅ । ଜିରା ଫୁଟାଅ । ଭୃସଂଗ ପତ୍ର ଦିଅ । ସେଥିରେ ଧୁଆ ଚୂଡ଼ା, ଲୁଣ, ହଳଦୀ ଦିଅ | କଞ୍ଚାଲଙ୍କା ଓ ଅଦାକଟା ଦେଇ ଭଲଭାବରେ ମିଶାମିଶି କରି ଓହ୍ଲାଇବ । ଉପରେ କାଗେଜିଲେମ୍ବୁ ରସ ଦେଇ.ମିଶାମିଶି କରି ଖାଇବାକୁ ଦେବ ।

Read More

Baazigar 2 is one of the dance song by Abhinash Kumar & Lipsa Mishra This odia ringtone is uploaded under category Odia Ringtones. This ringtone is identified by Baazigar 2 Abhinash Kumar & Lipsa Mishra . Download Bazigar2 Ringtone Download Baazigar 2 and set according to your requirement like mobile ringtone, message tone or notification alert ringtone. This ringtone is suitable for all kind of Mobile phones including Android Phones, iPhone, Samsung Mobile Phones, LG mobiles, Nokia Phones, Sony Phones, Motorola Phones etc. Above provided Download Ringtone Button is the direct link to download Baazigar 2 Download this ringtone and set as your…

Read More

ସାମଗ୍ରୀ : ପୋଟଳ -୨୫୦ ଦୁଧ -୧ କପ୍‌ ଜିରାଗୁଣ୍ଡ – ୧ ଚା ଚାମଚ଼ ଧନିଆଗୁଣ୍ଡ – ୧ ଚା ଚାମଚବୁ ଲଙ୍କାଗୁଣ୍ଡ – ୧/ ୨ ଚା ଚାମଚ଼ ପରିମାଣ ଲୁଣ, ହଳଦୀ ରିଫାଇନ୍‌ ତେଲ – ୨ ଟେବୁଲ୍‌ ଚାମଚ ଫୁଟଣ -୧/ ୨ ଚା ଚାମଚ ପ୍ରଣାଳୀ : ପୋଟଳ ଅଳ୍ପ କୋରି ନେଇ ଚାରି ଖଣ୍ଡ କରି ଲମ୍ବା ଭାବରେ କାଟିବ । କରେଇରେ୍ ତେଲ ଗରମ କରି ଫୁଟଣ ଫୁଟାଇ ପୋଟଳ ପକାଇବ । ସେଥିରେ ଲୁଣ, ହଳଦୀ ପକାଇ ମିଶାମିଶି କରି ଦୁଧ ଢାଳି ଦେଇ କମ୍‌ ନିଆଁରେ ରଖିବ । ପୋଟଳ ସିଝିଗଲେ ସେଥିରେ ଜିରା୍ ଗୁଣ୍ଡ, ଧନିଆ ଗୁଣ୍ଡ ଓ ଲଙ୍କା ଗୁଣ୍ଡ ଦେଇ ଭଜା ଭଜା କରି ଓହ୍ଲାଇବ ।

Read More

Asichi Mu Eka is one of the dance song by Babushaan Mohanty This odia ringtone is uploaded under category Odia Ringtones. This ringtone is identified by Asichi Mu Eka Babushaan Mohanty. Download Asichi Mu Eka chali jibi eka Ringtone  Download Asichi Mu Eka and set according to your requirement like mobile ringtone, message tone or notification alert ringtone. This ringtone is suitable for all kind of Mobile phones including Android Phones, iPhone, Samsung Mobile Phones, LG mobiles, Nokia Phones, Sony Phones, Motorola Phones etc. Above provided Download Ringtone Button is the direct link to download Asichi Mu Eka Download this ringtone and set…

Read More

Puri Bala Kalia Raja is one of the dance song by Udit Narayan This odia ringtone is uploaded under category Odia Ringtones. This ringtone is identified by Puri Bala Kalia Raja Udit Narayan. Download Puri Bala Kalia Raja Rington Download Puri Bala Kalia Raja and set according to your requirement like mobile ringtone, message tone or notification alert ringtone. This ringtone is suitable for all kind of Mobile phones including Android Phones, iPhone, Samsung Mobile Phones, LG mobiles, Nokia Phones, Sony Phones, Motorola Phones etc. Above provided Download Ringtone Button is the direct link to download Puri Bala Kalia Raja Download this ringtone…

Read More

ସାମଗ୍ରୀ : ସୁଜି – ୨ କପ୍‌ ମଇଦା – ୨ ଟେବୁଲ ଚାମଚ ଦହି -ଏକ କପ୍‌ ଜିରା – ଏକ ଚା ଚାମଚ ପାଣି ୨ କପ୍‌ ଅଦା – ଅଧ ଇଞ୍ଚ୍‌ କଞ୍ଚାଲଙ୍କା -୫ଟା ରିଫାଇନ୍‌ ତେଲ ପ୍ରଣାଳୀ : ସୁଜି, ମଇଦା, ଦହି ପାଣି ଓ ଲୁଣ ମିଶାଇ ( ଭଲଭାବରେ ) ଘଣ୍ଟାଏ ରଖ | ଦୋସା କଲା ଆଗରୁ ସେଥିରେ ଜିରା, ଅଦା ଓ କଞ୍ଚାଲଙ୍କା କଟା ମିଶାଇ ପତଳା ଦୋସା କର |

Read More

Premiko Ishwara is one of the dance song by  Aseema Panda This odia ringtone is uploaded under category Odia Ringtones. This ringtone is identified by Premiko Ishwara Aseema Panda . Download Premiko Iswara Ringtone Download Premiko Ishwara  and set according to your requirement like mobile ringtone, message tone or notification alert ringtone. This ringtone is suitable for all kind of Mobile phones including Android Phones, iPhone, Samsung Mobile Phones, LG mobiles, Nokia Phones, Sony Phones, Motorola Phones etc. Above provided Download Ringtone Button is the direct link to download Premiko Ishwara  Download this ringtone and set as your ringtone, let this ringtone…

Read More

ସାମଗ୍ରୀ : ୬ଟି ବଡ଼ ଗାଜର ନିରାମିଷ ଷ୍ଟକ୍‌-୧ ଚାମଚ ବଟର୍‌–୨ ଚାମଚ କର୍ଣ୍ଣଫ୍ଲୋର-୧ ଚାମଚ ଚିନି-୧/୨ ଚାମଚ ଲୁଣ, ଗୋଲମରିଚ ଗୁଣ୍ଡ–ସ୍ବାଦାନୁସାରେ ଭିନେଗାର ବା ଲେମ୍ବୁରସ– ୧ ଟେବୁଲ୍‌-ଚାମଚ କଟା ଧନିଆପତ୍ର, ଟମାଟୋ ସସ୍‌ ଓ ଚିଲି ସସ୍‌ ପ୍ରଣାଳୀ : ଗାଜରକୁ ଧୋଇ ଛୋଟ ଛୋଟ କାଟି ବା କୋରି ସିଝାନ୍ତୁ । ସିଝିଗଲେ ତାରଜାଲିବାଲା ଛଣାରେ ଘଷି ଘଷି ଛାଣି ରଖନ୍ତୁ । ପ୍ୟାନ୍‌ରେ ଏହି ମିଶ୍ରକୁ ଢାଳି, ଲେମ୍ବୁରସ, ଚିନି, ଲୁଣ, ଗୋଲମରିଚ ଗୁଣ୍ଡ ମିଶାନ୍ତୁ । କର୍ଣ୍ଣଫ୍ଲୋରକୁ ଥଣ୍ଡା ପାଣିରେ ଗୋଳାଇ ସୁପ୍‌କୁ ଢାଳନ୍ତୁ ଓ ଗୋଳାନ୍ତୁ । ନିରାମିଷ ଷ୍ଟକ୍‌ ମିଶାଇ ବହଳିଆ ହେବାଯାଏଁ ଗୋଳାନ୍ତୁ । ଶେଷରେ ଟମାଟୋ ଓ ଚିଲି ସସ୍‌ ମିଶାନ୍ତୁ । ବାଭଲ୍‌କୁ କାଢ଼ି, ବଟର, ଧନିଆପତ୍ର, ବିଟଲୁଣ ମିଶାଇ ସର୍ଭ କରନ୍ତୁ ।

Read More

Premare Mare is one of the dance song by Kuldeep Pattnaik & Aseema Panda This odia ringtone is uploaded under category Odia Ringtones. This ringtone is identified by Premare Mare Kuldeep Pattnaik & Aseema Panda . Download Prema Re Mare Ringtone Download Premare Mare and set according to your requirement like mobile ringtone, message tone or notification alert ringtone. This ringtone is suitable for all kind of Mobile phones including Android Phones, iPhone, Samsung Mobile Phones, LG mobiles, Nokia Phones, Sony Phones, Motorola Phones etc. Above provided Download Ringtone Button is the direct link to download Premare Mare Download this ringtone and set as…

Read More