Author: krishna

ସାମଗ୍ରୀ:୧କପ୍ ଚୁଡା୧ କପ ଅରୁଆ ଚାଉଳ୧ଟା ପିଆଜ୪ଟି କଞ୍ଚାଲଙ୍କାପରିମାଣ ମୁତାବକ ଲୁଣଦରକାର ମୁତାବକ ଲୁଣ ପ୍ରସ୍ତୁତି: ଚୁଡା ଧୋଇ ନିଅ |ଅରୁଆ ଚାଉଳ ୨ଘଣ୍ଟା ଭିଜାଇ ରଖ |ଚୁଡା ଓ ଭିଜା ଚାଉଳ ଚିକ୍‌କଣ କରି ବାଟି ନିଅ |ପିଆଜ ଲଙ୍କା ବାଟି ସେଥିରେ ମିଶାଇ ନିଅ ୤ ତାୱ୍ଧାରେ ତେଲ ମାରି ମୋଟା ମୋଟା ଚକୁଳି କର । ଉପରେ ତେଲଛିଞ୍ଚି ଦୁଇପାଖ ଓଲଟାଇ ଗରମ ଗରମ ଖାଇବାକୁ ଦିଅ ।

Read More

Are you looking for Odia Best Maa Sms, then this is the perfect Odia sms you are looking for. Share this sms with your family and Relative and impress her. Here you can find latest Odia sms in Odia language. ମୁଁ କେବେ ସ୍ୱର୍ଗ ଦେଖି ନାହିଁ,ମୋ ପାଇଁ ସ୍ବର୍ଗ ହେଉଛି ମୋ ମା Mun Kebe Swarga Dekhi NahniMo Pain Swarga Heichi Mo Maa ବାସ୍ତବରେ, ମୁଁ ଉଚ୍ଚତାର ପ୍ରତ୍ୟେକ ଚିହ୍ନକୁ ସ୍ପର୍ଶ କଲି,ଯେତେବେଳେ ମା ତାଙ୍କୁ କୋଳରେ ଉଠାଇଲେ,ସେ ଆକାଶକୁ ସ୍ପର୍ଶ କଲେ | Bastabare ,Mun Uchatare Pratyeka Chihnaku Sparsha KaliJetebele Maa Tanku Kolare UthaileSe Akashaku Sparsha Kale. କଠିନ ରାସ୍ତାରେ ମଧ୍ୟ ସହଜ ଯାତ୍ରା |ଏହା ମୋ ମା’ଙ୍କ ପ୍ରାର୍ଥନାର ପ୍ରଭାବ ବୋଲି ମନେହୁଏ |…

Read More

Jokes make people happy and laugh, but now for a days people are angry for a number of reasons but our website is odiaweb trying to make odia people are a little excited. Our website has a lot of funnny pictures, Funny Jokes, Odia Lyrics, Odia Story, Odia Wish, Odia Shayari, Odia Sms to read by different people and make yourslf to happy and cheerful.

Read More

Hi Everyone, Today we are publishing another odia short story. You can find other small stories in our Odia Short Story portal. Here you will find all odia small stories and galpa. Everyday you could find new odia stories so that can read the stories from anywhere in the world. Read this odia story and share with your friends and family. Odia short Story Mata Paribarttana Odia Book Mohapatra Nilamani Sahoonka Smaraniya Ramya Rachanabali From Odishashop

Read More

ଆଜି ଶନି ଦୃଷ୍ଟ ଅଷ୍ଟମ ଚନ୍ଦ୍ରଙ୍କ ଯୋଗୁ ପ୍ରତ୍ୟେକ ଘଟଣାକୁ ସନ୍ଦେହ ଦୃଷ୍ଟିରେ ଦେଖିପାରନ୍ତି। ବିବାଦୀୟ ସ୍ଥିତକୁ ଆଲୋଚନା ମାଧ୍ଯମରେ ହାଲ୍‌କା କରିବାରେ ସମର୍ଥ ହେବେ । ଲାଗିରହିଥିବା ସମସ୍ୟା ସକାଶେ ଚିନ୍ତା କରିପାରନ୍ତି ସନ୍ତାନ, ଶିକ୍ଷା ତଥା ଅତୀତ ସ୍ମୃତି ରୋମନ୍ଥନ କରି ଭାବବିହ୍ଵଳ ହେବେ।ସକାକୁ କିଛି ଘର କଥା, ମତ ମତାନ୍ତର, ରଣବାଡି, ବନ୍ଧୁବର୍ଗଙ୍କ ସମସ୍ୟା ବିଷୟରେ ଚିନ୍ତା କରିବେ। କିନ୍ତୁ କର୍ମକ୍ଷେତ୍ରରେ ସ୍ନେହ, ସହାନୁଭୂତି ଯୋଗୁ ସମସ୍ୟା ଦୁଃଖ ଭୁଲିଯିବେ। ଶନି ଓ ଚନ୍ଦ୍ରଙ୍କ ପ୍ରଭାବରେ ବନ୍ଧୁମହଲରେଅପମାନିତ ହୋଇପାରନ୍ତି। ଅତୀତ ଘଟଣାଗୁଡ଼ିକ ସମାଧାନ ସକାଶେ ପରିବାରରୁ ପୂର୍ଣ୍ଣ ସମର୍ଥନ ପାଇବେ ନାହିଁ।ଷଷ୍ଠସ୍ଥ ଚନ୍ଦ୍ର ହେତୁ କିଏ କିଛି କ୍ଷତି କରିପାରିବେ ନାହିଁ ଆଗରେ ନକହି କେବଳ ପଛରେ କହୁଥବେ। ବୁଝାମଣା ଠିକ୍‌ ରହିଥିବାରୁ ପାରିବାରିକ ଜୀବନ ସୁଖ ସନ୍ତୋଷରେ କାଟିବେ। ବ୍ୟବସାୟରେ ସମସ୍ୟା ଦେଖା ଦେଇପାରେ, କିନ୍ତୁ ଅସୁବିଧା ହେବନି। ମାନସିକ ଦ୍ବନ୍ଦ ହେତୁ ଯେକୌଣସି ନିଷ୍ପତି…

Read More

ସାମଗ୍ରୀ:୧କପ୍ ସୁଜିବଟା ପିଆଜ୨ଟା କଞ୍ଚାଲଙ୍କା୨କପ୍ ପାଣିପରିମାଣ ମୁତାବକ ଲୁଣଦରକାର ମୁତାବକତେଲ ପ୍ରସ୍ତୁତି:ପିଆଜ,କଞ୍ଚାଲଙ୍କା ଚୂନାଚୂନା କରି କାଟିନିଅ |ସୁଜି,କଟା ପିଆଜ,ଲଙ୍କା,ପାଣି ଲୁଣ ଭଲଭାବରେ ମିଶାଇ ନିଅ |ତାୱାରେ ତେଲ ଦେଇ ମୋଟା ମୋଟା ସୁଜି ଚକୁଳିକର | ଉପରେ ତେଲ ଦେଇ ମୁସ୍‌ ମୁସ୍‌ କରିପାର |

Read More

Mora Lal Dupatta Bali Ta  is one of the Dance song  by Satyajeet Pradhan, Antara Chakrabarty .This Odia ringtone is uploaded under category Odia Ringtones. This ringtone is identified by Satyajeet Pradhan, Antara Chakrabarty . Download Mora Lal Dupatta Bali Ta Ringtone Download Mora Lal Dupatta Bali Tai  and set according to your requirement like mobile ringtone, message tone or notification alert ringtone. This ringtone is suitable for all kind of Mobile phones including Android Phones, iPhone, Samsung Mobile Phones, LG mobiles, Nokia Phones, Sony Phones, Motorola Phones etc. Above provided Download Ringtone Button is the direct link to download Mora Lal Dupatta…

Read More

ଆଜି ଯେଉଁ କାମରେ ଯାତ୍ରା କରୁଛନ୍ତି ସେଥିରେ କିଛି ଅସୁବିଧା ହେବ ନାହିଁ। କୃତ୍ତିକା ନକ୍ଷତ୍ର ଆଶା କରିଥିବା ଜିନିଷଟି ଆଜି ଅପରାହ୍ନେ ପାଇପାରନ୍ତି । ବନ୍ଧୁଙ୍କ ମନୋଭାବରେ ପରିବର୍ତ୍ତନ କାରଣରୁ ଭୁଲ୍‌ ବୁଝାମଣା ହୋଇପାରେ । ଶିକ୍ଷା, ପରୀକ୍ଷା,ଇଣ୍ଟରଭ୍ୟୁ ଯୋଗାଯୋଗ କ୍ଷେତ୍ରରେ ସଫଳତା ନିଶ୍ଚିତ ମିଳିବ।ପ୍ରତ୍ୟେକ କ୍ଷେତ୍ରରେ ନିଜର ଲୋକମାନେ ମଧ୍ଯ କ୍ରମଶଃ ଦୂରେଇଯାଉଥିବାର ଲକ୍ଷ୍ୟ କରିବେ। ଆର୍ଥିକ ସମସ୍ୟା ଦୂରେଇବାରେ ଜଣେ ବିଜାତୀୟବନ୍ଧୁ ସାହାଯ୍ୟ କରିବେ | ଅତୀତର ପରିସ୍ଥିତିକୁ ଯେତିକି ଜଟିଳ କରୁଛନ୍ତି ବାସ୍ତବରେ ସେପରି କିଛି ହେବନି। ମୃଗଶିରା ନକ୍ଷତ୍ର ସଭାସମିତି ଓ ସଂଗଠନ କ୍ଷେତ୍ରରୁ ପ୍ରଶଂସିତ ହେବେ।ଆଜି ଅନୁକୂଳ ବାତାବରଣ ମଧ୍ଯରେ ପ୍ରତ୍ୟକ କାମ ସମ୍ପନ୍ନ କରିବେ। ଆର୍ଥିକ ସଙ୍କଟ ରହିବ ନାହିଁ, ଜଣେ ବନ୍ଧୁଙ୍କଠାରୁ ଉଧାରି ଟଙ୍କା ଆଣି ଆବଶ୍ୟକତା ପୂରଣ କରିବେ। ପଡ଼ୋଶୀ ପ୍ରତିବାଦ କଲେ ମଧ୍ଯ ଅନ୍ୟମାନେ ପକ୍ଷରେ ମତ ଦେବେ। ଅଭଦ୍ରା ନକ୍ଷତ୍ର ସୁଯୋଗ ପାଇଲେ ମଧ୍ଯ ସଦ୍‌ବ୍ୟବହାର…

Read More

Tu Mo Valentine 2.0 is one of the Romantic song  by Kuldeep Pattanaik  .This Odia ringtone is uploaded under category Odia Ringtones. This ringtone is identified by Kuldeep Pattanaik . Download Tu Mo Valentine Ringtone Download Tu Mo Valentine 2.0  and set according to your requirement like mobile ringtone, message tone or notification alert ringtone. This ringtone is suitable for all kind of Mobile phones including Android Phones, iPhone, Samsung Mobile Phones, LG mobiles, Nokia Phones, Sony Phones, Motorola Phones etc. Above provided Download Ringtone Button is the direct link to download Tu Mo Valentine 2.0  Download this ringtone and set as your…

Read More

Jokes make people happy and laugh, but now for a days people are angry for a number of reasons but our website is odiaweb trying to make odia people are a little excited. Our website has a lot of funnny pictures, Funny Jokes, Odia Lyrics, Odia Story, Odia Wish, Odia Shayari, Odia Sms to read by different people and make yourslf to happy and cheerful.

Read More