Author: krishna

ସାମଗ୍ରୀ: ୨ କପ୍‌ ବେସନଗୋଟିଏ ପିଆଜ୪ଟା କଞ୍ଚା ଲଙ୍କାକିଛି ତେଲଦରକାର ମୁତାବକ ଲୁଣ ପ୍ରସ୍ତୁତି :ପିଆଜ ଓ ଲଙ୍କାକୁ ବାଟି ନେବେ କିମ୍ବା ଗୁଣ୍ଡକରି ନେବେ । ବେସନ,ଲୁଣ ପିଆଜକଟା ଭଲ ଭାବରେ ମିଶାଇ କିଛି ସମୟ ଫେଣ୍ଟିବେ। ଦୋଷା ଆଣପରି୍ ଯେପରି ମିଶ୍ରଣଟା ହୁଏ । ପତଳା ଦୋସା କରିବେ । ଉପରେ ତେଲ ଦେଇ ମୃସୁମୃସୁ କରି ଭାଜିବେ ତା ‘ ଉପରେ ଗୁଡାଇନେଇ ଗରମ ଗରମ ଦୋସା ଟମାଟୋ ସସ୍ ସାଙ୍ଗକୁ ଖାଇବାକୁ ଦେବେ ।

Read More

Are you looking for Lord Shiva Sms, then this is the perfect Odia sms you are looking for. Share this sms with your family and Relative and impress her. Here you can find latest Odia sms in Odia language. ତୁମେ ହିଁ ପର୍ବତ, ତୁମେ ହିଁ ପଥରତୁମେ ହିଁ ଶାନ୍ତ, ତୁମେ ହିଁ ଭୟଙ୍କରଯୁଦ୍ଧରେ ତୁମେ ରୁଦ୍ର ଘରେ ତୁମେ ଶଙ୍କର ହର୍ ହର୍ ମହାଦେବ | Tume Hin Parbata,Tume Hin PatharaTume Hin Shanta,Tume Hin BhayankaraJuddhare Tume Rudra Ghare Tume ShankaraHar Har Mahadeba ପଥର ସବୁଜ ଉପାସନା କଲା,ତେଣୁ ମୁଁ ପର୍ବତକୁ ପୂଜା କରେ,ଯେତେବେଳେ ମହାଦେବ ମନରେ ଅଛନ୍ତି,ତେବେ ମୁଁ କାହିଁକି ଆଉ ଡାକିବି? Pathara Sabuja Upasana KalaTenu Mun Parbataku Puja karejetebele Mahadeba Manare AchhantiTebe…

Read More

କର୍ମସ୍ଥାନରେ ରବି ଓ ଚନ୍ଦ୍ରଙ୍କ ସମାଗମ ଫଳରେ ଯେଉଁ କାମ ପାଇଁ ଚେଷ୍ଟା କରୁଛନ୍ତି ନିଶ୍ଚିତ ସଫଳତା ପାଇବେ। ସାମାଜିକ ସ୍ତରରେ ମନ ଭୁଲାଣିଆ କଥା କହି ପରିସ୍ଥିତିକୁ ସମ୍ଭାଳି ନେବେ। ବାଣିଜ୍ୟ, ପରିବହନ, ଓ ବ୍ୟବସାୟରେ ମାନମନାନ୍ତର ଦେଖାଦେଇପାରେ । କଳା, ସାହିତ୍ୟ, ସଙ୍ଗୀତ, ଚଳଚିତ୍ର ପ୍ରଭୃତି କ୍ଷେତ୍ରରୁ ସୁଫଳ ମିଳିବ।କାର୍ଯ୍ୟଭାର ବୃଦ୍ଧି ହେତୁ ଚାପଗ୍ରସ୍ଥ ହୋଇପାରନ୍ତି ଘରକଥା ବୁଝିବା ପାଇଁ ସମୟ ପାଇବେ ନାହିଁ ଓ ଝଗଡ଼ାର ସମ୍ଭାବନା ରହିଛି। ବୁଧଙ୍କ ସ୍ଥିତିଜନିତ ଅର୍ଥ ସମ୍ପର୍କକୁ ନେଇ ଭାତୃବିବାଦ ଦେଖାଦେଇପାରେ ।ବନ୍ଧୁଙ୍କ ପରାମର୍ଶରେ ଧର୍ମଚର୍ଚ୍ଚା ଦିଗକୁ ମନ ବଳାଇବୋ ବ୍ୟବସାୟ, ଶିଳ୍ପ ଓ ପରିବହନରେ ଆଶାନୁରୂପକ ସଫଳତା ହାସଲ କରିବେପରିସ୍ଥିତି ପ୍ରତି ସଜାଗ ରହି କାମ ନ କଲେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିପାରେ । ଅନ୍ୟମାନଙ୍କ ଦ୍ବାରା ପ୍ରଭାବିତ ହୋଇ ନିଜର ଲୋକମାନେ ମଧ୍ଯ ବିରୁଦ୍ଧାଚରଣ କରିପାରନ୍ତି। ପ୍ରତ୍ୟେକ କାମରେ ଟେନସନ୍‌ କିଛି ମାତ୍ରାରେଲାଗିରହିବ। ଆର୍ଥିକ ଅନଟନ…

Read More

Abhisapa Dauchi Mu Hasi Hasi is one of the Sad song  by Humane Sagar .This Odia ringtone is uploaded under category Odia Ringtones. This ringtone is identified by Humane Sagar . Download Abhisap Deuchi Mu Hasihasi Ringtone Download Abhisapa Dauchi Mu Hasi Hasi and set according to your requirement like mobile ringtone, message tone or notification alert ringtone. This ringtone is suitable for all kind of Mobile phones including Android Phones, iPhone, Samsung Mobile Phones, LG mobiles, Nokia Phones, Sony Phones, Motorola Phones etc. Above provided Download Ringtone Button is the direct link to download Abhisapa Dauchi Mu Hasi Hasi Download…

Read More

Are you looking for Odia Good Morning Sms, then this is the perfect Odia sms you are looking for. Share this sms with your family and Relative and impress her. Here you can find latest Odia sms in Odia language. ଗତକାଲିର ଦିନ କିଏ ଦେଖିଛି, ତା’ହେଲେ ଆଜିର ଦିନ ମଧ୍ୟ ହରେଇବା କାହିଁକି,ଯେତେବେଳେ ଆମେ ହସି ପାରିବା ତାହେଲେ କାନ୍ଦିବା କାହିଁକି?ଶୁଭ ସକାଳ! Gatakalira Dina Kie Dekhichhi,Tahele Ajira Dina Madhya Hareiba KahnikiJetebele Ame Hasi Pariba Tahele Kandiba Kahniki?Shubha Sakala ଯେତେବେଳେ ତୁମେ ଆସିବ ସକାଳ’ |ସମସ୍ତଙ୍କୁ ପାଇଁ ସୁଖ ଏବଂପ୍ରତ୍ୟେକ ମୁହଁରେ ହସ ଆଣିବ |“ଶୁଭ ସକାଳ” Jetebele Tume Asiba sakalaSamastanka Pain Sukha EbamPratyeka Muhnare hasa AnibaShubha Sakala ପୁନର୍ବାର ଆଶାକୁ ନେଇ ସକାଳ ଆସିଛି,ସୂର୍ଯ୍ୟ…

Read More

ସାମଗ୍ରୀ:ଅଧ କିଲୋ ଛୋଟ ଟିଙ୍ଗୁଡ଼ି, ୧ କପ୍‌ ନଡ଼ିଆ କୋରା, ୮ଟା କଞ୍ଚାଲଙ୍କା,ଅଧା କାଗଜି ଲେମ୍ବୁ, କିଛି ଧନିଆ ପତ୍ର, ଅଧ କିଲୋ ଆଳୁ, ୧ କପ୍‌ ଚାଉଳଚୁନା, ପରିମାଣ, ମୁତାବକ ଲୁଣ, ଛାଣିବା ପାଇଁ ତେଲ |) ପ୍ରସ୍ତୁତି : ଛୋଟ ଚିଙ୍ଗୁଡ଼ି ଚୋପା ସହ ସିଝାଇ ନେବେ । ସିଝିଗଲେ ଚୋପାଛଡ଼ାଇ ଖଦଡ଼ିଆ ଭାବରେ ବାଟି ନେବେ । କଞ୍ଚାଲଙ୍କା ଓ ଧନିଆ ପତ୍ର ଚୁନାଚୁନାକାଟି ନେବେ । ଧନିଆ ପ୍ରତ ନ ଥିଲେ ପୋଦିନା ପତ୍ର କାଟି ନେବେ । ଚିଙ୍ଗୁଡ଼ିରବଟା, ଲଙ୍କା, ଧନିଆ ପତ୍ର କଟା ଲେମ୍ମୁରସ, ନଡ଼ିଆ କୋରା ଓ ଲୁଣ ଭଲ ଭାବରେମିଶାର ନେଇ ୨୦ ଭାଗ କରିଦଅ । ଆଳୁ ସିଝାଇ ଚୋପା ଛଡାଇ ଗରମ ଗରମଚକଟି ଦିଅ । ସେଥିରେ ଚାଉଳ ଚୁନା ଓ ଲୁଣ ମିଶାଇ ଦେଇ ୨୦ଭାଗ କରିଦିଅ ।ଗୋଟିଏ ଗୋଟିଏ ଭାଗ ଆଳୁକୁ ମଣ୍ଡା ପିଠାର…

Read More

Hi Everyone, Today we are publishing another odia short story. You can find other small stories in our Odia Short Story portal. Here you will find all odia small stories and galpa. Everyday you could find new odia stories so that can read the stories from anywhere in the world. Read this odia story and share with your friends and family. Odia Book Odia Upanyasara Samaja Tatwika Ruparekha By Bibhuti Pattnaik From Odishashop

Read More

କର୍ମ ସ୍ଥାନରେ ତିନୋଟି ଗ୍ରହ ହେତୁ ସାମାନ୍ୟ ଭୁଲ୍‌ରୁ କାମ ବିଶୃଙ୍ଖଳିତ ହୋଇଯାଇପାରେ। ଆର୍ଥିକ ସ୍ଵଚ୍ଛଳତା ରହିଥିଲେ ମଧ୍ଯ ପରକଥା ଶୁଣି ମାନସିକ ଶାନ୍ତି ବ୍ୟାହତ ହୋଇପାରେ। କେତେକଙ୍କ କ୍ଷେତ୍ରରେ ମାନସିକ ଚାପ ଓ ପାରିବାରିକ ଅସହଯୋଗରୁ ଚିନ୍ତିତ ରହିବାକୁ ପଡ଼ିବ।ସାମାଜିକ ସ୍ତରରେ ସମସ୍ୟାକୁ ସରଳ ଭାବେ ସମାଧାନ କରିପାରିବେ।ଶୁକ୍ରଙ୍କ ଶୁଭ ପ୍ରଭାବରୁ ଆଜିର କାମ ପାଇଁ କୌଣସି ଅସୁବିଧା ହେବନାହିଁ। ଆନୁଷ୍ଠାନିକ କ୍ଷେତ୍ରରେ, ବନ୍ଧୁତ୍ବ ସ୍ଥାପନରେ, ଲେଖାପଢ଼ାରେ ଆଳସ୍ୟ ଓ ଅବହେଳା ପ୍ରଦର୍ଶନ କରି ସମାଲୋଚିତ ହେବେ। ବାଣିଜ୍ୟ ଓ ପରିବହନାଦି ଦିଗରୁ ସମସ୍ୟାମୁକ୍ତ ରହିପାରନ୍ତି। ବିବାଦୀୟ ସ୍ଥିତିରେ ବନ୍ଧୁଙ୍କ କଥାରେ ପ୍ରଭାବିତ ହୋଇ ଭୁଲ୍ କରିପାରନ୍ତି |ଚନ୍ଦ୍ରଙ୍କ ଶୁଭଦୃଷ୍ଟିରୁ ବିଭିନ୍ନ ଦିଗରୁ ଅର୍ଥାଗମର ଦ୍ବାର ଉନ୍ମୁକ୍ତ ହୋଇଯିବ। କିନ୍ତୁ ଘରେ ପିଲାଙ୍କ ବିଶୃଙ୍ଖଳିତ ଆଚରଣରେ କ୍ଷୁବ୍ଧ ହେବେ। ଅଫିସ୍‌ରେ ପ୍ରତ୍ୟେକ ଘଟଣାକୁ ସନ୍ଦେହ ଦୃଷ୍ଟିରେ ଦେଖିପାରନ୍ତି। ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇବାରେ ଜଣେ ଅଜଣା ବନ୍ଧୁଙ୍କ ଅବଦାନ…

Read More

Premara Pahili Bheti is one of the Best song  by Prabhupada Mohanty.This Odia ringtone is uploaded under category Odia Ringtones. This ringtone is identified by Prabhupada Mohanty. Download Premara Pahili Bheti Ringtone Download Premara Pahili Bheti   and set according to your requirement like mobile ringtone, message tone or notification alert ringtone. This ringtone is suitable for all kind of Mobile phones including Android Phones, iPhone, Samsung Mobile Phones, LG mobiles, Nokia Phones, Sony Phones, Motorola Phones etc. Above provided Download Ringtone Button is the direct link to download Premara Pahili Bheti Download this ringtone and set as your ringtone, let…

Read More

Hi Everyone, Today we are publishing another odia short story. You can find other small stories in our Odia Short Story portal. Here you will find all odia small stories and galpa. Everyday you could find new odia stories so that can read the stories from anywhere in the world. Read this odia story and share with your friends and family. Odia Book Srujamyaham By Ranjan Kumar Das From Odishashop

Read More