ଆଜି ବିଶ୍ରାମହୀନ କାମ କରିବାକୁ ପଡ଼ିପାରେ । ସାଧାରଣ କଥାରେ ଭୁଲ୍ମଣା କାରଣରୁ ବନ୍ଧୁବାନ୍ଧବ, ସହକର୍ମୀଙ୍କ ସହିତ କଳହର ସମ୍ଭାବନା ଦେଖାଦେଇପାରେ । ସ୍ଵାସ୍ଥ୍ୟ ଓ ପିଲାଙ୍କ ବିବାହ ସମ୍ପର୍କିତ ଚିନ୍ତା ନେଇ ବନ୍ଧୁଙ୍କ ସହ ଆଲୋଚନା କରିପାରନ୍ତି। ଜଣେ ହିତୈଷୀଙ୍କ ଚେଷ୍ଟାରୁ ପାରିବାରିକ ସମସ୍ୟାର ସମାଧାନ ଘଟିବ।ଘରେ ଅସାବଧାନତାବଶତଃ ମୂଲ୍ୟବାନ ଦ୍ରବ୍ୟ ନଷ୍ଟ ହେବ । ଅଯାଚିତ ଭାବରେ ପଡ଼ୋଶୀଙ୍କ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ବରାନ୍ନିତ କରିପାରନ୍ତି। ସାହିତ୍ୟ ଓ ସଂଗୀତ ପ୍ରତିଯୋଗିତାରେ ସୁନାମ ଅର୍ଜନ କରିବାର ଯୋଗ ରହିଛି|ବିବାଦୀୟ ସ୍ଥିତିରେ କ’ଣ କରିବେ କିମ୍ବା ନକରିବେ ଏହି ଦ୍ବନ୍ଦରେ ପଡି କିଛି ବି କରିପାରିବେ ନାହିଁ |ବନ୍ଧୁମିଳନ ସାଙ୍ଗକୁ ନୂତନ ବନ୍ଧୁ ସମ୍ପର୍କ ଯୋଡ଼ିବା ପାଇଁ ଚେଷ୍ଟା କରିପାରନ୍ତି। ସ୍ଥଗିତ କାମକୁ ପୂରା ଦମରେ କରିବା ପାଇଁ ନିଷ୍ପତି ନେବେ। ଗତକାଲିର କୌଣସି ଘଟଣା ସକାଶେ ଅସୁବିଧା ନ ହେଲେ ମଧ୍ୟ ଆଶଙ୍କା କରି…
Author: krishna
ସାମଗ୍ରୀ:୯ସେ.ମି ସାଇଜର ଚିଙ୍ଗୁଡିମାଛ ଅଧକିଲୋ୨କପ୍ ମଇଦା୧ଟି ଅଣ୍ଡାଅଧକପ୍ ଦୁଧଅଧକପ୍ ବେକିଂ ପାଉଡରଛାଣିବା ପାଇଁ ତେଲ୧ଟେବୁଲ୍ ଚାମଚ ଭିନେଗାରଦରକାର ମୁତାବକ ଲୁଣ ପ୍ରସ୍ତୁତି:ଚିଙ୍ଗୁଡିର ପୁରା ଚୋପା ଛଡାଇ ଣେଇ,ଲୁଣ ଓ ଭିନେଗାର ଦେଇ ଅଧଘଣ୍ଟା ରଖନ୍ତୁ |ମଇଦା ଅଣ୍ଡା ,ଦୁଧ,ବେକିଂ ପାଉଡର୍ ମିଶାଇ ଭଲଭାବରେ ଫେଣ୍ଟନ୍ତୁ |ଗୋଟିଏ ଗୋଟିଏ ଚିଙ୍ଗୁଡି ଏହି ମଇଦା ମିଶାରେ ବୁଡାଇ ଛାଣିବେ |
Laguchi Heigala Prema is one of the Best Odia song by Arpita Choudhury, Sandeep Panda .This Odia ringtone is uploaded under category Odia Ringtones. This ringtone is identified by Arpita Choudhury, Sandeep Panda. Download Laguchi Heigala Prema Ringtone Download Laguchi Heigala Prema and set according to your requirement like mobile ringtone, message tone or notification alert ringtone. This ringtone is suitable for all kind of Mobile phones including Android Phones, iPhone, Samsung Mobile Phones, LG mobiles, Nokia Phones, Sony Phones, Motorola Phones etc. Above provided Download Ringtone Button is the direct link to download Laguchi Heigala Prema Download this ringtone and…
ଆଜି ସ୍ବଗୃହୀ କେନ୍ଦ୍ରସ୍ଥ ଚନ୍ଦ୍ର ଯୋଗୁ ନିକଟ ସମ୍ପର୍କୀୟ ମାନଙ୍କ ସହଯୋଗରେ ଅନୁଷ୍ଠାନିକ କାମରେ ବ୍ୟସ୍ତ ରହିବେ। ଶିଳ୍ପ ବାଣିଜ୍ୟ, ବ୍ୟବସାୟରେ ଟେନ୍ସନ୍ ଲାଗି ରହିଲେ ମଧ୍ଯ ସଫଳତା ପାଇବେ। କର୍ମକ୍ଷେତ୍ରରେ ସମସ୍ୟା ସମାଧାନ ହେତୁ ହାଲୁକା ମନେକରିବେ। ବନ୍ଧୁ ମିଳନରେ ବାକ୍ ଅସଂଯମ ଯୋଗୁ ସୁସମ୍ପର୍କ ବ୍ୟାହତ ହୋଇପାରେ ।ଭାଗ୍ୟ ସ୍ଥାନରୁ ଶନି ଓ ଶୁକ୍ରଙ୍କ ଦୃଷ୍ଟି ଚନ୍ଦ୍ର ଉପରେ ଥିବାରୁ ପ୍ରତ୍ୟେକ କାମରେ ଜୟଯୁକ୍ତ ଓ ସଫଳତା ମିଳିବ। ଯେକୌଣସି କ୍ଷେତ୍ରରେ ହେଉନା କାହିଁକି ଅଜଣା ବ୍ୟକ୍ତିଙ୍କ ପ୍ରତି ସତର୍କ ରୁହନ୍ତୁ। ବ୍ୟବସାୟ ସନ୍ତୋଷଜନକ ହେବା ସହ ପରିସରରେ ପ୍ରଶଂସିତ ହେବେ। ଅସାବଧାନତା ହେତୁ ଦ୍ରବ୍ୟ ନଷ୍ଟ କିମ୍ବା ଧନହାନି ଘଟିପାରେ ।ଧନ ସ୍ଥାନରେ ଧନାଧିପତି ଧନଲାଭ ସହ କାର୍ଯ୍ୟସିଦ୍ଧି କରାଇବେ। ମାଲିମକବ୍ଦମା, ଘରୋଇ ଆଲୋଚନାରେ ଟେନ୍ସନ ସୃଷ୍ଟିହୋଇ ମନକୁ ଭାରାକ୍ରାନ୍ତ କରିପାରେ ।ବନ୍ଧୁଙ୍କ କୁଟିଳ ଚିନ୍ତାଧାରା ଅତିଷ୍ଠ ହେଲେ ମଧ୍ଯ ପାଟି ନା ଖୋଲି ନୀରବ ରହିଲେ…
Tora Hei Jaichi is one of the Best song by Human Sagar .This Odia ringtone is uploaded under category Odia Ringtones. This ringtone is identified by Human Sagar. Download Tora Hei Jaichi Ringtone Download Tora Hei Jaichi and set according to your requirement like mobile ringtone, message tone or notification alert ringtone. This ringtone is suitable for all kind of Mobile phones including Android Phones, iPhone, Samsung Mobile Phones, LG mobiles, Nokia Phones, Sony Phones, Motorola Phones etc. Above provided Download Ringtone Button is the direct link to download Tora Hei JaichiDownload this ringtone and set as your ringtone, let this ringtone take…
ସାମଗ୍ରୀ:୨କପ୍ ସିଝା ଚିକେନ୍ଅଧକପ୍ ବେସନଗୋଟିଏ ଅଣ୍ଡାଗୋଟିଏ ପିଆଜ୬ଟା କଞ୍ଚାଲଙ୍କା୮ପାଖୁଡା ରସୁଣଦେଢ ସେ.ମି. ଅଦା୧ଟେବୁଲ୍ ଚାମଚ ଭିନେଗାର୍ଛାଣିବା ପାଇଁ କିଛି ତେଲଦରକାର ମୁତାବକ ଲୁଣ ପ୍ରସ୍ତୁତି:ଚିକେନ୍ ସିଝାରେ କଣ୍ଟା ଯେପରି ନରୁହେ |କେବଳ ମାଂସ ଅଂଶଥିବ |ମାଂସଖଣ୍ଡ ଭଲଭାବରେ ସିଝିଥିବ ଓ ବଡ ବଡ ପାତିଆ ସାଇଜ ରଖିଲେ ଭଲ ହେବ |ପିଆଜ,କଞ୍ଚାଲଙ୍କା,ରସୁଣ ଓ ଅଦାକୁ ଭିନେଗାର୍ ଦେଇ ବାଟି ନିଅ |ମସଲାବଟା ,ଅଣ୍ଡା ଓ ବେସନକୁ ଭଲ ଭାବରେ ମିଶାଇ ନିଅନ୍ତି |ସେଥିରେ ମାଂସ ସିଝା ଦେଇ ଭଲଭାବରେ ମିଶାଇ ନେଇ ଗରମ ତେଲରେ ଛାଣନ୍ତ
ଆରମ୍ଭ କରିଥିବା କାମରେ ସଫଳତା ହାସଲରେ ସମର୍ଥ ହେବେ। ପାରିବାରିକ ସମ୍ପର୍କ, ହୋଟେଲ୍ ଶିଳ୍ପ, ଛୋଟ ଦୋକାନରୁ ସେତେଟା ଭଲ ଫଳ ମିଳିବ ନାହିଁ। ପାରିବାରିକ ସ୍ତରରେ ବୁଝାମଣା ନେଇ ତିକ୍ତତା ଦେଖାଦେଇପାରେ। କୌଣସି ସମସ୍ୟା ସମାଧାନ କ୍ଷେତ୍ରରେ ବନ୍ଧୁ ସାହାଯ୍ୟ ସହଯୋଗର ଦୃଢ଼ ପ୍ରତିଶ୍ରୁତି ଦେଇପାରନ୍ତି ।ଦୈହିକ ଦୁର୍ବଳତା ଯୋଗୁ କୌଣସି କାମ କରିବାକୁ ଆଗ୍ରହ ପ୍ରକାଶ କରିବେ ନାହିଁ। ଆତ୍ମୀୟଙ୍କ ସହଯୋଗରୁ ପାରିବାରିକ ସ୍ଥିତିରେ ଆଂଶିକ ଉନ୍ନତି ଦେଖାଦେବା ସ୍ତ୍ରୀଙ୍କ ପ୍ରୋତ୍ସାହନରେ ସ୍ଥଗିତ କାମକୁ ପୂରା ଦମରେ କରିବା ପାଇଁ ନିଷ୍ପତି ନେବେ। ସାମାଜିକ ସ୍ତରରେ ସମ୍ମାନନୀୟ ବ୍ୟକ୍ତିବିଶେଷ ସହାୟତା କରିପାରନ୍ତି ।କର୍ମକ୍ଷେତ୍ରରେ ସହଯୋଗ ପାଇ ସ୍ଥଗିତ କାମକୁ ତ୍ବରାନ୍ବିତ କରିବେ। ଅଳଙ୍କାର,ଔଷଧପତ୍ର ଓ ସୌଖୀନ ଦ୍ରବ୍ୟ କ୍ରୟ କ୍ଷେତ୍ରରେ ଖର୍ଚ୍ଚାନ୍ତ ହୋଇ ମନସ୍ତାପ କରିବେ। ଅନ୍ୟମନସ୍କ ହେତୁକ କୌଣସି ଭୁଲ୍ କାମ କରି ଅନୁତପ୍ତ ହେବାର ସମ୍ଭାବନା ରହିଛି। ବ୍ୟବସାୟରେ ନୂତନ ପଦକ୍ଷେପ ଗ୍ରହଣ କରିବା ସକାଶେ…
Hi Everyone, Today we are publishing another odia short story. You can find other small stories in our Odia Short Story portal. Here you will find all odia small stories and galpa. Everyday you could find new odia stories so that can read the stories from anywhere in the world. Read this odia story and share with your friends and family. Odia Short StoryMahabharata Odia Book Chhai Chhaire Aalua By Susmita Bagchi From OdishaShop
Prema Arambha is one of the dance song by Kuldeep & Sushree.This Odia ringtone is uploaded under category Odia Ringtones. This ringtone is identified by Kuldeep & Sushree. Download Prema Arambha Ringtone Download Prema Arambha and set according to your requirement like mobile ringtone, message tone or notification alert ringtone. This ringtone is suitable for all kind of Mobile phones including Android Phones, iPhone, Samsung Mobile Phones, LG mobiles, Nokia Phones, Sony Phones, Motorola Phones etc. Above provided Download Ringtone Button is the direct link to download Prema Arambha Download this ringtone and set as your ringtone, let this ringtone take you…
Friendship is one of the most beautiful things. Friends inspire us, support us, help us to grow, make us feel valued and loved. Friendship can be described as a flower that must be consistently watered and maintained in order to grow and grow well. Though social networks has played important roles in providing the opportunity for friends to connect, the best way to maintain cordial relationship with your friends is to send a cool message as you think of them. On this page we present you a wide collection of nice friendship quotes and friendship messages that will help to express your…