Author: krishna

Presenting Odia Album Sad Song “Bhulijare Hruday Taku Bharasha Nahi”, sung by Human Sagar.Lyrics by MILAN MOHAPATRA.Music by -KUMAR TAPAS. Directed By Niranjan Barik.This is the best song of 2022. Bhulijare Hruday Taku Bharasha Nahi Song Details 📌 Song TitleBhulijare Hruday Taku Bharasha Nahi🎞️ProductionsSusri Entertainmet🎤 SingerHuman Sagar✍️ LyricsMILAN MOHAPATRAl🎼 Music-KUMAR TAPAS🏷️ Music LabelKUMAR TAPAS Video Credits :*Song : Bhulijare Hruday Taku Bharasha Nahi*Singer : Human Sagar*Lyrics : MILAN MOHAPATRA*Music Director : -KUMAR TAPAS*Edit : Malaya Malik*Makeup : Pupun

Read More

Hi Everyone, Today we are publishing another odia short story. You can find other small stories in our Odia Short Story portal. Here you will find all odia small stories and galpa. Everyday you could find new odia stories so that can read the stories from anywhere in the world. Read this odia story and share with your friends and family. Maharajanka Kala Odia Short Story Maharajanka kala Buddhankara Agasebak Bhikhyu Sariputta By Manoj Kumar Mohapatra From OdishaShop

Read More

ଧୈର୍ଯ୍ୟ ଓ ସାହସିକତାର ପରିଚୟ ଦେଇ ଆଶୁ ବିପଦର ସମ୍ମୁଖୀନ ହେବାକୁ ପଡେ |ଆତ୍ମଶକ୍ତିକୁ ଜାଗ୍ରତ କରି ତା’ଉପରେ ବିଶ୍ବାସ ରଖିବେ |ଅଷ୍ଟମ ଚନ୍ଦ୍ର ଯୋଗୁଁ ସତର୍କ ରହିବେ |ସମ୍ବେଦନା ସହିତ ଯୋଡି ହେଲେ ସେବାର ସାର୍ଥକତା ଉପଲବ୍ଧ ହେବ |ଆଧ୍ୟାତ୍ମିକ ପଥର ପଥିକ ହୋଇପାରନ୍ତି |ଦିନ ଭିତରେ ଯାହା ଘଟଣା ଘଟିବ ,ତାହା ସୁଖବୋଧ ହେବ |ପତ୍ନୀ ପଥ ପ୍ରଦର୍ଶକ ହେବେ |ସଶକ୍ତ ଆତ୍ମବଳର ବଳୀୟାନ୍ ହୋଇପାରନ୍ତି |ଜଣେ ବିଶ୍ବାସୀ କର୍ମଚାରୀ ଭାବେ ଉଚ୍ଚ କର୍ତ୍ତୃପକ୍ଷଙ୍କ ଆସ୍ଥାଭାଜନ ହେବେ |ଭ୍ରାତୃଭାବ ଅତୁଟ ରହିବ |ଶତ୍ରୁ ଆତ୍ମସମର୍ପଣ କରିବ |ଋଣଦାତାଙ୍କୁ ସନ୍ତୁଷ୍ଟ କରିବେ |ଧନଲକ୍ଷ୍ମୀ ବରଦାୟିକା ଅଛନ୍ତି |ଆଶା କରୁନଥିବା ସୂତ୍ରରୁ ଧନାଗମ ହୋଇପାରେ |କନ୍ୟାରତ୍ନ ପାଇଁ ଗର୍ବିତ ହେବେ |ବାଣିଜ୍ୟ କାରବାର ସୁରୁଖୁରୁରେ ଚାଲିବ |ତେଜୀୟାନ୍ ଓ ଧର୍ମଧ୍ବଜାଧାରୀ ହେବେ |କୃଷି ବିଶାରଦଭାବେ କୃଷକ ସମାଜକୁ ଦିଗ୍ ଦର୍ଶନ ଦେବେ |ଉଦାର ଚରିତ୍ରସମ୍ପନ୍ନ ହେବେ |ଦାନଧର୍ମକୁ ଆଦରି ନେଇପାରନ୍ତି |ଶୋଭନ…

Read More

 Lilabati is one of the dance song by Kuldeep Pattanaik .This Odia ringtone is uploaded under category Odia Ringtones. This ringtone is identified by Kuldeep Pattanaik Download Leelabati Ringtone Download  Lilabati and set according to your requirement like mobile ringtone, message tone or notification alert ringtone. This ringtone is suitable for all kind of Mobile phones including Android Phones, iPhone, Samsung Mobile Phones, LG mobiles, Nokia Phones, Sony Phones, Motorola Phones etc. Above provided Download Ringtone Button is the direct link to download Lilabati Download this ringtone and set as your ringtone, let this ringtone take you to your favorite place every…

Read More

Presenting Odia Album Sad Song “Bhulijare Hruday Taku Bharasha Nahi ”, sung by Human Sagar.Lyrics by MILAN MOHAPATRA.Music by KUMAR TAPAS. This is the best song of 2022. Bhulijare Hruday Taku Bharasha Nahi Song Details 📌 Song TitleBhulijare Hruday Taku Bharasha Nahi🎞️DirectedSrikant Samal🎤 SingerHuman Sagar✍️ LyricsMILAN MOHAPATRA🎼 MusicKUMAR TAPAS🏷️ Music LabelSusri Entertainment. Bhulija re taku bharasha nahni https://www.youtube.com/watch?v=gXiQ9k1SQlE

Read More

ସାମଗ୍ରୀ:୨ ଟା ବଡ ବାଇଗଣ୧କପ୍ ନଡିଆ୨ଟେବୁଲ ଚାମଚ ପୋସ୍ତକ୬ଟା କଞ୍ଚାଲଙ୍କା୧ଚାମଚ ଜିରାଫୁଟେ ତେନ୍ତୁଳିଭୁରୁସଙ୍ଗା ପତ୍ରଦରକାର ମୁତାବକ ଲୁଣ ଓ ହଳଦୀପ୍ରସ୍ତୁତ:ନଡିଆ,ପୋସ୍ତକ,କଞ୍ଚାଲଙ୍କା ଓ ଜିରା ଚିକ୍କଣ କରି ବାଟ |କଡାଇରେ ୩ କପ୍ ପାଣି ,ଲୁଣ ଓ ନଡିଆ ମସଲା ପକାଇ ଫୁଟାଅ |ମସଲା ପାଣି ଫୁଟିଲେ ସେଥିରେ ବାଇଗଣ ବଡ ବଡ ଖଣ୍ଡ କର କାଟି ପକାଅ |ସାଙ୍ଗେ ସାଙ୍ଗେ ଢାଙ୍କୁଣୀ ଦେଇଦିଅ |ବାଇଗଣ ସିଝିଗଲେ ସେଥିରେ ତେନ୍ତୁଳି ରସ ଓ ଭୁରୁସୁଙ୍ଗା ପତ୍ର ଦେଇ ଟିକେ ଫୁଟାଇ ତରକାରି ଓହ୍ଲାଇ ଦିଅ |

Read More

Hi Everyone, Today we are publishing another odia short story. You can find other small stories in our Odia Short Story portal. Here you will find all odia small stories and galpa. Everyday you could find new odia stories so that can read the stories from anywhere in the world. Read this odia story and share with your friends and family. Odia Short Story Mahan Pandita Baisalira Upasika Aamrapalli By Manoj Kumar Mohapatra From OdishaShop

Read More

ସମାଜସେବାରେ ନିଜକୁ ନିୟୋଜିତ କରିପାରନ୍ତି |ବନ୍ଧୁମିଳନରେ ସେବାଧର୍ମ ଶୀର୍ଷକ ଆଲୋଚନା ହେବ |ଶାନ୍ତ ଓ ଧୈର୍ଯ୍ୟବାନ ହେବେ|ପତ୍ନୀଙ୍କ ପରାମର୍ଶ ସୁଖଦାୟକ ହେବ |ଅହଂର ବିନାଶ ହେବ |ସୁସ୍ଥ ଓ ନିରାମୟ ରହିବେ |ବଳିଷ୍ଠ ଓ ଶତ୍ରୁହନ୍ତା ହେବେ |ଚାକିରି କ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ପ୍ରିୟଭାଜନ ହେବେ |ଭାଇମାନଙ୍କ ଉପରେ ସ୍ନେହ ଭାବ ରହିବ|କିଛିଟା ଅଶୁଭ ଫଳ ମିଳିପାରେ |କର୍ମଚଞ୍ଚଳ ରହିବେ |କନ୍ୟା ସନ୍ତାନ ପାଇଁ ଗର୍ବିତ ହେବେ |ଆକସ୍ମିକ ଧନଲାଭ ହେବ |ଆର୍ଥିକ ସ୍ରୋତ ବ୍ୟବସାୟାଦି ବିଭିନ୍ନ ଦିଗରୁ ପ୍ରବାହିତ ହେବ |ଧାର୍ମିକ ଓ ତେଜସ୍ବୀ ବ୍ୟକ୍ତିସମ୍ପନ୍ନ ହେବେ |ଦାନ ଧର୍ମରେ ଦୀକ୍ଷିତ ହୋଇପାରନ୍ତି |ଶୋଭନ ବ୍ୟକ୍ତିତ୍ବସମ୍ପନ୍ନ ହେବେ |ସୁସ୍ଥ ରହିବେ |କୃଷି କର୍ମରେ ପାରଦର୍ଶୀ ହେବେ |ଜଳ ପ୍ରତି ଆଦର,ପ୍ରେମୀ ଓ ବୁଦ୍ଧିମାନ ହେବେ |ଯାନବାହନ ସୁଖ ମିଳିବ |ମନ ପ୍ରସନ୍ନ ରହିବ |ଈଶ୍ବରବିଶ୍ବାସୀ ହେବେ |ଭାଷା ମଧୁର ଓ ବ୍ୟବହାର ସ୍ନହପୂର୍ଣ୍ଣ ହେବ |ପ୍ରେମୀ ଓ ସାହସୀ ହେବେ…

Read More

Lachaka mani baby is one of the dance song by Debesh Pati & Antara Chakraborty This Odia ringtone is uploaded under category Odia Ringtones. This ringtone is identified by Debesh Pati & Antara Chakraborty Download Lachkmani Baby Ringtone Download Lachaka mani baby and set according to your requirement like mobile ringtone, message tone or notification alert ringtone. This ringtone is suitable for all kind of Mobile phones including Android Phones, iPhone, Samsung Mobile Phones, LG mobiles, Nokia Phones, Sony Phones, Motorola Phones etc. Above provided Download Ringtone Button is the direct link to download Lachaka mani baby Download this ringtone and set as…

Read More

ସାମଗ୍ରୀ: ୬ଟା ଛୋଟ ବାଇଗଣଅଧକପ୍ ନଡିଆ କୋରା୬ଟା ଲାଲଲଙ୍କା୧ ଚାମଚ ମେଥିଟିପେ ହେଙ୍ଗୁ୨ଟେବୁଲ ଚାମଚ ତେଲଭୁରୁସୁଙ୍ଗା ପତ୍ରଦରକାର ମୁତାବକ ଲୁଣ ଓ ହଳଦୀ ପ୍ରସ୍ତୁତ:ନଡିଆ କୋର,ଲାଲଲଙ୍କା ,ଧନିଆ,ବିରିଡାଲି,ସୋଲାଡଲି କଡାଇରେ ଭାଜି ନେଇ ଶିଳରେ ଚୁରି ନିଅ |ବାଇଗଣର ଡେମ୍ଫ ପାଖ ରଖି ତଳପଟରୁ ଚାରିଫାଳ କରି ରଖ |ମସଲାରେ ଲୁଣ ଗୋଳାଇ ବାଇଗଣ ଭିତରେ ପୁରାଓ |କଡାଇରେ ତେଲ ଗରମ କରି ବାଇଗଣ ଗୁଡିକ ସେଥିରେ ଦେଇ ଢାଙ୍କୁଣୀ ଦେଇ ଦିଅ |ମଝିରେ ମଝିରେ ଆସ୍ତେ ଆସ୍ତେ ଗୋଳାଇ ଦେଉଥିବ |ବାଇଗଣ ସିଝିଗଲେ ଓହ୍ଲାଇ ରଖିବ |

Read More