Author: krishna

Hi Everyone, Today we are publishing another odia short story. You can find other small stories in our Odia Short Story portal. Here you will find all odia small stories and galpa. Everyday you could find new odia stories so that can read the stories from anywhere in the world. Read this odia story and share with your friends and family. Odia ShortStory Tanka katha shuni samaste niraba rahile Odia Book Bohurani By Rabindranath Thakur From OdishaShop

Read More

Tu Abhimani is one of the dance song  by Lopamudra Dash .This Odia ringtone is uploaded under category Odia Ringtones. This ringtone is identified by Lopamudra Dash. Download Tu Abhimani Ringtone Download Tu Abhimani  and set according to your requirement like mobile ringtone, message tone or notification alert ringtone. This ringtone is suitable for all kind of Mobile phones including Android Phones, iPhone, Samsung Mobile Phones, LG mobiles, Nokia Phones, Sony Phones, Motorola Phones etc. Above provided Download Ringtone Button is the direct link to download Tu Abhimani  Download this ringtone and set as your ringtone, let this ringtone take you to your favorite…

Read More

ଯଦି ତୁମେ କେବେ ହରାଇବାକୁ ଚାହୁଁଛସେହି ଲୋକମାନଙ୍କୁ ମନେରଖଯେଉଁମାନେ କହିଥିଲେ ଯେଏହା ଆପଣଙ୍କ ସହିତ ହେବ ନାହିଁ Jadi tume kebe haraibaku chahnuchaSehi lokamananku manerakhajeunmane kahithile jeEha apananka sahitabheba nahni ଯଦି ତୁମେ କେବେ ନିଜ ପିଠି ପଛରେ କଥାବାର୍ତ୍ତା ଶୁଣଭୟଭୀତ ହୁଅ ନାହିଁକାରଣ ଏହା ସେମାନଙ୍କ ବିଷୟରେଯେଉଁଥିରେ କିଛି ଘଟେ Jadi tume kebe nija pithi pachhare kathabartta shunaBhayabhita hua nahniKarana eha semananka bishayareJeunthire kichi ghate ଜୀବନରେ ଦୁଇଟି ଜିନିଷ ଭୁଲିଯିବା ବହୁତ କଷ୍ଟକରଏକ ହୃଦୟ କ୍ଷତ ଏବଂଜଣଙ୍କର ହୃଦୟରେ ଦ୍ୱିତୀୟ ସଂଲଗ୍ନ Jeebanare duiti jinisha bhulijiba bahuta kashtakaraEka hrudaya kshyata ebamJanankara hrudayare diteeya salagna ଯେତେବେଳେ ତୁମର ଆତ୍ମା ​​ଆକାଶକୁ ଯାଏମନେରଖ, କେହି ଜଣେକିମ୍ବା ଅନ୍ୟମାନେ ନିଶ୍ଚିତ ଭାବରେତୁମର ଡେଣା କାଟିବାକୁ ଆସିବ Jetebele Tumara Atma Akashaku JaeManerakha ,kehi janeKimba anyamane…

Read More

Hi Everyone, Today we are publishing another odia short story. You can find other small stories in our Odia Short Story portal. Here you will find all odia small stories and galpa. Everyday you could find new odia stories so that can read the stories from anywhere in the world. Read this odia story and share with your friends and family. Odia Short story debe bhakti Odia Book Bipraddasa By Sharat chandra chattopadhya From OdishaShop

Read More

ଆଜି ଦିନଟି ହସ, ଖୁସି ଓ ଆନନ୍ଦ ମଧ୍ୟରେ ଅତିବାହିତ ହେବ। ଆଜିର ପ୍ରତ୍ଯୁଷ ଯାତ୍ରା, ମାଙ୍ଗଳିକ କାମରେ ଉତ୍ସାହ ସାଙ୍ଗକୁ ପାରିବାରିକ ଜୀବନ ସୁନ୍ଦର ଓ ସୁମଧୁର ହୋଇ ଉଠିବ। ଆନୁଷ୍ଠାନିକ କ୍ଷେତ୍ରରୁ ସମ୍ମାନ ଲାଭ କରିବେ। ରହିଯାଇଥିବା କାମକୁ ପୂରା ଦମ୍‌ରେ କରିବାପାଇଁ ନିଷ୍ପତି ନେବେ।ଅଟକି ରହିଥିବା କାମ ସମ୍ପନ୍ନ ସକାଶେ ବ୍ୟସ୍ତତା ବୃଦ୍ଧି ପାଇବ। ଆପଣଙ୍କ ପ୍ରଶଂସା ଓ ପ୍ରତିଷ୍ଠାକୁ ଅନ୍ୟମାନେ ସହି ନ ପାରି ଭିନ୍ନ ପ୍ରକାର ମନ୍ତବ୍ୟ ଦେଇପାରନ୍ତି। ସବୁଥିରେ ଆଗୁଆ ରହି କାମ କରିବା ହେତୁ ଶାରୀରିକ ପରିଶ୍ରମଜନିତ କ୍ଳାନ୍ତି ଅନୁଭବ କରିବେ। ବନ୍ଧୁଙ୍କଠାରୁ ହଠାତ୍‌ ନିମନ୍ତ୍ରଣ ପାଇ ଯାତ୍ରା କରିବାକୁ ପଡିପାରେ ।ଆଜି ଯେତିକି ପାଇବେ ପ୍ରତିଦାନରେ ଅଧିକ ଖର୍ଚ୍ଚ କରିବାକୁ ପଡିବ। ଅନ୍ୟମାନଙ୍କ ଫୁସୁଲା ଫୁସୁଲି କଥାରେ ଭାସିଯାଇ ଯେଉଁ କାମ କରିବେ। ନିକଟ ସମ୍ପର୍କୀୟମାନେ ଆପଣଙ୍କ ସାହାଯ୍ୟ ଲୋଡ଼ିପାରନ୍ତି। ଆନୁଷ୍ଠାନିକ କାମରେ କେବଳ ବେଠି ଖଟିବା ବ୍ୟତୀତ କିଛି…

Read More

ସାମଗ୍ରୀ:୨କପ୍ ଗୋଟା ମଟର୪ଟା ଅଣ୍ଡା୪ଟି ପିଆଜତିନି ସେ.ମି ଅଦା୧ଟା ରସୁଣ୧ଚାମଚ ଗୋଲମରିଚ ଗୁଣ୍ଡ୧ ଚାମଚ ଭଜା ଜିରା ଗୁଣ୍ଡ୨ଖଣ୍ଡ ଡାଲ୍‌ଚିନି୨ଟି ଗୁଜୁରାତି୨ଟି ତେଜପତ୍ର୨ଟା ଟମାଟୋଅଧକପ୍ ତେଲ୪ଟା କଞ୍ଚାଲଙ୍କା ପ୍ରସ୍ତୁତି:ମଟର ୪\୫ ଘଣ୍ଟା ସିଝାଅ |ଲୁଣ ହଳଦୀ,ତେଜପତ୍ର,ଦୁଇଟି ପିଆଜ କଟା,ଡାଲ୍‌ଚିନି ,ଗୁଜୁରାତି ଦେଇ ମଟର ସିଝାଇବେ |ଅଦାକୁ ବାଟି ନେଇ ମଟର ସିଝାରେ ଦେଇ ଦେବେ ରସୁଣଛେଚି ରଖିବେ |ଅନ୍ୟ ଦୁଇଟି ପିଆଜ,କଞ୍ଚାଲଙ୍କା ଓ ଟମାଟୋ ଚୂନା ଚୂନା କରି କାଟି ରଖିବେ |ଅଣ୍ଡା ସିଝେଇ ଚୂନା ଚୂନା କାଟି ରଖିବେ |ମଟର ସିଝିଗଲେ କଡାଇରେ ତେଲ ଦେଇ ରସୁଣ ଦେଇ ଭାଜନ୍ତୁ |ଜାଳ ଅଳ୍ପ ଅଳ୍ପ ଦେଇ ଭଲ ଭାବରେ ଭାଜିବେ |ଭଜା ଟିକେ ଲଲ୍ ହେଲେ ସେଥିରେ ମଟର ସିଝା ଢାଳିଦେବେ |ଗୋଲମରିଚ ଓ ଜିରା ଗୁଣ୍ଡ ଦେଇଦେବେ |

Read More

Samuka Re Saita is one of the dance song by Humane Sagar & Sital Kabi .This Odia ringtone is uploaded under category Odia Ringtones. This ringtone is identified by Humane Sagar & Sital Kabi. Download Samuka Re Saita Tu Ringtone Download Samuka Re Saita and set according to your requirement like mobile ringtone, message tone or notification alert ringtone. This ringtone is suitable for all kind of Mobile phones including Android Phones, iPhone, Samsung Mobile Phones, LG mobiles, Nokia Phones, Sony Phones, Motorola Phones etc. Above provided Download Ringtone Button is the direct link to download Samuka Re Saita Download this ringtone and…

Read More

Are you looking for Odia Sms for Odia lovers, then this is the perfect Odia sms you are looking for. Share this sms with your lover and impress her. Here you can find latest Odia sms in Odia language. ଏ ଭଳିକା ପୁଅ ମା ପେଟୁ ମଲେଚିନ୍ତା ନ ହୋଇବ କାହାକୁକୁଳର କଳଙ୍କ ବାପାଙ୍କର ନାଁବୁଡାଇବ ତୁମେ ଶେଷକୁ E Bhalika Pua Maa Petu MaleChinta Na Hoiba KahakuKlulara Kalanka Bapankara NaBudaiba tume Sheshaku ମାଙ୍କୁ ମାଇପ କରିଦେବ ତୁମେମଦ ପିଇଦେଲେ ଥରୁଟେନିଶା ଟଳି ଟଳି ଭଉଣୀକୁ ଯୀଏଭାବୁଥାଏ ସେଟା ପରୁଟେ Maanku Maipa Karideba TumeMada Piidele TharuteNisha Tali Tali Bhauneeku JieBhabuthae Seta parute ଘରେ ବସି ଏବେ ବୋତଲ ଗଡାଇପ୍ରେମ କରିବାର ମଜ୍ଜାପରଝିଅ ପ୍ରତି ଅନ୍ୟାୟ କରିଲେ…

Read More

Hi Everyone, Today we are publishing another odia short story. You can find other small stories in our Odia Short Story portal. Here you will find all odia small stories and galpa. Everyday you could find new odia stories so that can read the stories from anywhere in the world. Read this odia story and share with your friends and family. Odia Short story Biswasa odia book Bideshinee By Susmita Bagchi From Odishashop.com

Read More

୨କପ୍ ଗୋଟା ମଟର୫୦୦ ଗ୍ରାମ୍ ଚିକେନ୍୪ଟା ପିଆଜତିନି ସେ.ମି ଅଦା୧ଚାମଚ ଜିରା୧ଚାମଚ ଧନିଆ୬ଟା ଲଙ୍କା୪ଖଣ୍ଡ ଡାଲଚିନିଗୋଲମରିଚଅଧକପ୍ ତେଲ୨ଟା ଟମାଟୋ୨ଟା ତେଜପତ୍ରଦରକାର ମୁତାବକ ଲୁଣ ଓ ହଳଦୀ ପ୍ରସ୍ତୁତି:ମଟର ୪\୫ ଘଣ୍ଟା ଭେଦାଇ ରଖ |ପିଆଜ ୨ଟା ଅଦା ରସୁଣ ବାଟ |ଏକଚାମଚ ଜିରା,ଧନିଆ ଓ ତେଜପତ୍ର ବାଟି ନିଅ |କଡାଇରେ ତେଲ ଦେଇ ମାଂସ ,ପିଆଜ ମସଲା ,ଜିରା ମସଲା ଓ ଟମାଟୋ ଦେଇ କଷ |ସେଥିରେ ପାଣି ଦେଇ ସିଝାଅ ମଟର ସିଝା ମାଂସ ମିଶାଇ ନେଇ ୫ ମିନିଟ୍ ଫୁଟାଅ |ଏକ ଟେବୁଲ୍ ଚାମଚ ଜିରା,ଲଙ୍କା,ଡାଲଚିନି,ଗୁଜୁରାତି ,ଗୋଲମରିଚ ଶୁଖିଲା କଡାଇରେ ଭାଜି ନେଇ ଗୁଣ୍ଡ କରି ନିଅ |ମାଂସ ଘୁଗୁନି ଉପରେ ଏ ମସଲା ଗୁଣ୍ଡ ମିଶାଇ ତରକାରି ଓହ୍ଲାଇ ଦିଅ |

Read More