ସାମଗ୍ରୀ: (୧ କପ୍ ସୁଜି, ଗୋଟିଏ ପିଆଜ, ୪ ଟା କଞ୍ଚାଲଙ୍କା, ଟିକେ ଅଦା, ଦୁଇଡେମ୍ଫଂ ଭୁରୁସୁଙ୍ଗା ପତ୍ର, ୧ ଚା ଚାମଚ ବୁଟଡ଼ାଲି, ୧ ଚା ଚାମଚ ବିରିଡାଲି ଅଧ ଚାଚାମଚ ସୋରିଷ, ଅଧ ଚା ଚାମଚ ଜିରା, ୪ ଟେବୁଲ ଚାମଚ ରିଫାଇନ ତେଲଦୁଇ କପ୍ ପାଣି ଦରକାର ମୁତାବକ ଲୁଣ ।) ପ୍ରସ୍ତୁତି : ସୁଜିକୁ ଶୁଖିଲା କଡାଇରେ ଟିକେ ଭାଳି ଓହ୍ାଇ ରଖ | ପିଆଜ,ଅଦା ଓ କଞ୍ଚାଲଙ୍କା କାଟି ରଖ, କଡାଇରେ ତେଲ ଦେଇ ସୋଲା ଡାଲି ବିରି ଡାଲିପକାଅ । ତାହା ଟିକେ ଲାଲ ହୋଇଗଲେ ସୋରିଷ ଓଜିରା ଫ୍ରୁଟାଅ । ପ୍ରୁଟିଲେପିଆଜ କଟା ପ୍ରଭୃତି ପକାଇ ଟିକେ ଭାଜି ପାଣି ଦିଅ । ଭୁରୁସୁଙ୍ଗା ପତ୍ର ପକାଅ ଓଲୁଣ ଦିଅ । ପାଣି ଫୁଟିଲେ ସୁଜିକୁ ଛିଞ୍ଚ୍ ଛିଞ୍ଚୁ ପକାଇ ଦିଅ । ଗୋଟିଏ ମିନିଟ୍ ପରେକଡାଇ ଓହ୍ଲାଇ ନେଇ ଢ଼ାଙ୍କୁଣୀ…
Author: krishna
ଆଜି ଅଶ୍ଚିନୀ ନକ୍ଷତ୍ର ସକାଶେ ନିଜ ଲୋକ କେହି ହଇରାଣରେ ପକାଇବାକୁ ଚେଷ୍ଟା କରିବେ। ପାରିବାରିକ ସ୍ଥିତି ଲୋକ ସମ୍ପର୍କ ସଭାସମିତି, ଆଲୋଚନାଚକ୍ର,ସାହିତ୍ୟ ସଭା ପ୍ରଭୃତିରୁ ଖୁସି ରହିବେ। ସ୍ଥଗିତ କାମ ପାଇଁ ଅନ୍ୟକୁ କିମ୍ବା ନିଜ ଲୋକଙ୍କୁ କୈଫିୟତ୍ ଦେବାକୁ ପଡ଼ିବ।ଶାରୀରିକ ସୁସ୍ଥତା ଫେରି ଆସିବାରୁ ଆଶ୍ବସ୍ତି ଲାଭ କରିବେ |୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବାରୁ ସାମୟିକ ଆନନ୍ଦ ଅନୁଭବ କରିବେ। ଆନୁଷ୍ଠାନିକ କାର୍ଯ୍ୟ କିମ୍ବା ସାଂସ୍କୃତିକ କାର୍ଯ୍ୟ ପାଇଁ ବିଶେଷ ଅସୁବିଧା ହେବ ନାହିଁ। ଆଜିର ଯାତ୍ରା, ଧର୍ମକାର୍ଯ୍ୟ, ଭ୍ରାତୃ ସମ୍ପର୍କ କ୍ଷେତ୍ରରେ ସଫଳତା ପ୍ରଦାନ କରିବ। ମୃଗଶିରା ନକ୍ଷତ୍ର ସାଧାରଣ କଥାରେ ଉତ୍ତେଜିତ ହୋଇ ଭୁଲ୍ କରିପାରନ୍ତି ।ଆର୍ଦ୍ରା ନକ୍ଷତ୍ର ଅର୍ଥନୈତିକ ଦୃଷ୍ଟିକୋଣରୁ ଦିନଟି ବହୁତ ଭଲ। ପାରିବାରିକ କୌଣସି ସମସ୍ୟାକୁ ସହଜରେ ସମାଧାନ କରିବାରେ ସଫଳ ହେବେ। କର୍ମକ୍ଷେତ୍ରରେ ନିଜ ଉପରେ ନ୍ୟସ୍ତ ଥିବା କାର୍ଯ୍ୟକୁ ଏକାଗ୍ରତା ସହ ତୁଲାଇବେ। ପୂର୍ବ ଶତ୍ରୁତାଜୁ କେନ୍ଦ୍ରକରି ଉଚ୍ଚବାଚ୍ଚ…
Hi Everyone, Today we are publishing another odia short story. You can find other small stories in our Odia Short Story portal. Here you will find all odia small stories and galpa. Everyday you could find new odia stories so that can read the stories from anywhere in the world. Read this odia story and share with your friends and family. Odia Book Shrimadbhagbad Mahapurana By Atibadi Jagannatha Das From odishashop.com
Tu Kebe Aa Thare is one of the Romantic song by Kuldeep Pattanaik and Aseema Panda · .This Odia ringtone is uploaded under category Odia Ringtones. This ringtone is identified by Kuldeep Pattanaik and Aseema Panda . Download Tu Kebe Aa Thare Ringtone Download Tu Kebe Aa Thare and set according to your requirement like mobile ringtone, message tone or notification alert ringtone. This ringtone is suitable for all kind of Mobile phones including Android Phones, iPhone, Samsung Mobile Phones, LG mobiles, Nokia Phones, Sony Phones, Motorola Phones etc. Above provided Download Ringtone Button is the direct link to download Tu Kebe Aa Thare …
Are you looking for Odia Best Daughter Sms, then this is the perfect Odia sms you are looking for. Share this sms with your family and Relative and impress her. Here you can find latest Odia sms in Odia language. ତୁମେ ଝିଅକୁ ଚନ୍ଦ୍ର ପରି କର ନାହିଁସମସ୍ତେ ତାଙ୍କ ଆଡକୁ ଅନାଇ ପାରିବେ,ତୁମେ ଝିଅକୁ ସୂର୍ଯ୍ୟ ପରି କରଯାହାଫଳରେ ସମସ୍ତଙ୍କ ଆଖି ଦେଖିବା ପୂର୍ବରୁ ନତମସ୍ତକ ହୁଏ | Tume Jhiaku Chandra Pari Kara NahniSamaste Tanka Adaku Anai Paribetume Jhiaku Surjya pari KaraJahaphalare Samastanka Akhi Dekhiba Purbaru Natamastaka Hue ଗୋଟିଏ ଝିଅର ପ୍ରତ୍ୟେକ ଇଚ୍ଛା ପୂରଣ ହୁଏ ନାହିଁ,ତଥାପି ଝିଅମାନେ କେବେ ଅସମ୍ପୂର୍ଣ୍ଣ ନୁହଁନ୍ତି | Gotie Jhiara pratyeka ichha Purana hue NahniTathapi Jhiamane Kebe…
ସାମଗ୍ରୀ:( ୨ କପ୍ ମଇଦା, ଅଧକପ୍ ବିରିଡାଲି, ଟିକେ ଅଦା, ଅଧ ଚା ଚାମଚପାନମହୁରି, ୪ଟା କଞ୍ଚାଲଙ୍କା, ଟିକେ ହେଙ୍ଗୁ, ଛାଣିବା ପାଇଁ କିଛି ରିଫାଇନ ତେଲ,ଦରକାର ମୁତାବକ ଲୁଣ |) ପ୍ରସ୍ତୁତି : ବିରିକୁ ଭିଜାଇନେଇ ଅଦା, କଞ୍ଚାଲଙ୍କା ପାନମହୁରି ଓ ହେଙ୍ଗୁଦେଇ ଚିକ୍ନକଣ କରି ବାଟି ନିଅ । କଡାଇରେ ୧ ଟେବୁଲ ଚାମଚ ତେଲ ଦେଇ ବିରି ।ବଟ୍ରାକୁ ଟିକେ ଭାଜିନିଅ । ଜନ୍ତା ଆଣ ପରି ହୋଇଯିବ । ଲୁଚିରେ ମଖନ ଦଳିଦିଅ ।ଲୁଚି ଦଳାକୁ ୧୨ଟା ଗୁଳାକରି ବିରି ଜନ୍ତ ନ୍ତାକୁ ମଧ୍ଯ ୧୨ଟା ଗୁଳାକର । ଲୁଚିଦଳାକୁ ମଣ୍ଡାପିଠା ଖୋଳପରି କରି ସେଥ୍ରେ ବିରି ଜନ୍ତାକୁ ଦେଇ ଆସ୍ତେ ଆସ୍ତେକଚୁଡ଼ି ବେଲିନିଅ । ଏହାକୁ ଆଳୁଦମ୍ କିମ୍ବା ମାଂସ ତରକାରି ସାଙ୍ଗରେ ଖାଇବେ ।
ଆଜି ବିବାଦୀୟ ପରିସ୍ଥିତିର ଦୃଢ ମୁକାବିଲା କରିବାରେ ସମର୍ଥ ହୋଇପାରନ୍ତି । ପରିସ୍ଥତ ପ୍ରତି ଦୃଷ୍ଟି ରଖି କାମ କରନ୍ତୁ ଅନ୍ୟଥା ପରୋକ୍ଷ ଶତୁତା ବାଧା ସୃଷ୍ଟି କରିପାରେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ମଧ୍ଯ ଶିଥିଳତା ଦେଖାଦେବ। ପରୋକ୍ଷ ଶତ୍ରୁତାଜନିତ ନିଜ ଲୋକମାନେ ଦାଉ ସାଧିବାର ଅପଚେଷ୍ଟା କରିବେ।ସରକାରୀ ସ୍ତରରୁ ବହୁ ପ୍ରତୀକ୍ଷିତ ଖବରଟି ବନ୍ଧୁଙ୍କ ନିକଟରୁ ପାଇ ଖୁସି ହେବେ। ପୂରୁଣା ସମ୍ପର୍କ, ଜମିଜମା, ଗାଡି ମୋଟରର୍ରୁ ଲାଭବାନ୍ ହୋଇପାରନ୍ତି। ନୀଚ ସଂସର୍ଗରୁ ଦୂରେଇ ରୁହନ୍ତୁ, ନତୁବା ଆକସ୍ମିକ ଭାବେ ସମସ୍ୟା ନିୟନ୍ତ୍ରଣ ବାହାରକୁ ଚାଲିଯାଇପାରେ । କଳା,ସାହିତ୍ୟ, ସଂସ୍କୃତି ଓ ସଙ୍ଗୀତ ସାଧନା କ୍ଷେତ୍ରରେ ଅଗ୍ରଗତି କରିବେ।ପରିସ୍ଥିତିର ବିଷମତାକୁ ଲକ୍ଷ୍ୟକରି ନୂତନ କର୍ମସଂସ୍ଥାନ ପାଇଁ ମନ ବଳିବ। ବ୍ୟବସାୟୀମାନେ ବାବସାୟରେ କିଛି ନୂତନ ପଦେକ୍ଷପ ନେବା ସକାଶେ ଚିନ୍ତା କରିବେ। ନିଜର ସ୍ବାର୍ଥସାଧନ ପରିପ୍ରେକ୍ଷୀରେ ବନ୍ଧୁ ଅସୁବିଧାରେ ପକାଇ ପାରନ୍ତି ଶିଳ୍ପ, ବାଣିଜ୍ୟ, କଳା, କାରିଗରି କ୍ଷେତ୍ରରେ…
Jokes make people happy and laugh, but now for a days people are angry for a number of reasons but our website is odiaweb trying to make odia people are a little excited. Our website has a lot of funnny pictures, Funny Jokes, Odia Lyrics, Odia Story, Odia Wish, Odia Shayari, Odia Sms to read by different people and make yourslf to happy and cheerful.
Hi Everyone, Today we are publishing another odia short story. You can find other small stories in our Odia Short Story portal. Here you will find all odia small stories and galpa. Everyday you could find new odia stories so that can read the stories from anywhere in the world. Read this odia story and share with your friends and family. Odia Book Shri Ramacharita Manasa By Hanuman Prasad Poddar From odishashop.com
Sarami Akhi is one of the Romantic song by Kuldeep Pattanaik & Aseema Panda .This Odia ringtone is uploaded under category Odia Ringtones. This ringtone is identified by Kuldeep Pattanaik & Aseema Panda. Download Tate Paiba Pare Ringtone Download Tate Paiba Pare and set according to your requirement like mobile ringtone, message tone or notification alert ringtone. This ringtone is suitable for all kind of Mobile phones including Android Phones, iPhone, Samsung Mobile Phones, LG mobiles, Nokia Phones, Sony Phones, Motorola Phones etc. Above provided Download Ringtone Button is the direct link to downloadTate Paiba PareDownload this ringtone and set as your…