ସାମଗ୍ରୀ:
(୧ କପ୍ ସୁଜି, ଗୋଟିଏ ପିଆଜ, ୪ ଟା କଞ୍ଚାଲଙ୍କା, ଟିକେ ଅଦା, ଦୁଇ
ଡେମ୍ଫଂ ଭୁରୁସୁଙ୍ଗା ପତ୍ର, ୧ ଚା ଚାମଚ ବୁଟଡ଼ାଲି, ୧ ଚା ଚାମଚ ବିରିଡାଲି ଅଧ ଚା
ଚାମଚ ସୋରିଷ, ଅଧ ଚା ଚାମଚ ଜିରା, ୪ ଟେବୁଲ ଚାମଚ ରିଫାଇନ ତେଲ
ଦୁଇ କପ୍ ପାଣି ଦରକାର ମୁତାବକ ଲୁଣ ।)
ପ୍ରସ୍ତୁତି : ସୁଜିକୁ ଶୁଖିଲା କଡାଇରେ ଟିକେ ଭାଳି ଓହ୍ାଇ ରଖ | ପିଆଜ,
ଅଦା ଓ କଞ୍ଚାଲଙ୍କା କାଟି ରଖ, କଡାଇରେ ତେଲ ଦେଇ ସୋଲା ଡାଲି ବିରି ଡାଲି
ପକାଅ । ତାହା ଟିକେ ଲାଲ ହୋଇଗଲେ ସୋରିଷ ଓଜିରା ଫ୍ରୁଟାଅ । ପ୍ରୁଟିଲେ
ପିଆଜ କଟା ପ୍ରଭୃତି ପକାଇ ଟିକେ ଭାଜି ପାଣି ଦିଅ । ଭୁରୁସୁଙ୍ଗା ପତ୍ର ପକାଅ ଓ
ଲୁଣ ଦିଅ । ପାଣି ଫୁଟିଲେ ସୁଜିକୁ ଛିଞ୍ଚ୍ ଛିଞ୍ଚୁ ପକାଇ ଦିଅ । ଗୋଟିଏ ମିନିଟ୍ ପରେ
କଡାଇ ଓହ୍ଲାଇ ନେଇ ଢ଼ାଙ୍କୁଣୀ ଦେଇ ଦିଅ । ଟିକେ ପରେ ପୁଣି ମିଶାଇ ନେଇ
ଗରମ ଗରମ ନଡ଼ିଆ ଚଟଣୀ କିମ୍ବା ବାଦାମ ଚଟଣ ସହ ଖାଇବାକୁ ଦେବେ ।