ସାମଗ୍ରୀ:
୨କପ୍ ସୋଲା ଡାଲି
୧ଟା ପିଆଜ
୮ ଫାଖୁଡା ରସୁଣ
୮ଟା କଞ୍ଚାଲଙ୍କା
୨ଟା ତେଜପତ୍ର
୨ଖଣ୍ଡ ଡାଲଚିନି
ଛୋଟ ଖଣ୍ଡେ ଅଦା
୧ ଚାମଚ ଜିରା
୨ଟା ଶୁଖିଲା ଳଙ୍କା
୨ ଟା ଲବଙ୍ଗ ୧ ଟେବୁଲ୍ ଚାମଚ ଘିଅ
୨ ଟା ଲବଙ୍ଗ
ଆବଶ୍ୟକ ମୁତାବକ ଳୁଣ ଓ ହଳଦୀ
ପ୍ରସ୍ତୁତ:
ଲୁଣ ,ହଳଦୀ ଦେଇ ଡାଲି ସିଝାଅ |ସେଥିରେ ପିଆଜ ,ରସୁଣ,ଅଦା ଓ କଞ୍ଚାଳଙ୍କା କଟା ପକାଅ |ତେଜପତ୍ର,ଡାଲଚିନି,ଗୁଜୁରାତି ଓ ଳବଙ୍ଗ ବି ପକାଅ |ସବୁ ଏକା ସାଙ୍ଗରେ ସିଝାଅ |ସିଝିଗଲେ ଓହ୍ଲାଇ ରଖ |କଡାଇରେ ଘିଅ ଦେଇ ଲଙ୍କା ଜିରା ଫୁଟାଇ ଢାଳି ବଘାରି ଦିଅ |