Are you looking for Odia Sms for Odia lovers, then this is the perfect Odia sms you are looking for. Share this sms with your lover and impress her. Here you can find latest Odia sms in Odia language.

ପ୍ରେମ ଉନ୍ମାଦନା କ୍ଷଣେ ଜାଗି ଉଠି ମନକୁ ଅଥୟ କରି ମୋ
କୋଳେ ଝୁଲଣ କରିଥିଲା ପ୍ରିୟା ତୋତେ ମୁହିଁ କୋଳେ ଧରି
Prema unmadana kshyane jagi uthi manaru athaya kari
mo kole jhulana karithila priya tote muhni kole dhari

ମନକୁ ବୁଝାଇ ରହିବ ଗୋ ପ୍ରିୟା ମାତ୍ର କେତେଦିନ ପାଇଁ
ଆତ୍ମନିରିଭର ହୋଇ ମୁଁ ପାରିଲେ ଆଉ କିଛି ଚିନ୍ତା ନାହିଁ
manaku bujhai rahiba go priya matra ketedina pai
atmaniribhara hoi mu pari au kichhi cinta nahi

ୱାଇଫ ଶବ୍ଦଟି ଆସିଲା କୋଉଠୁ କହିବାକୁ ଲାଗେ ସୁଇଟ୍
ଆବସେଣ୍ଟ ଥିଲେ ସେଇ ୱାଇଫଟି ଡେ ଟାଇମ୍ ଲାଗେ ନାଇଟ୍
wife shabdati asila kouthu kahibaku lage suit
abasent sei wifeti de taime lage nait

ନିଷିଦ୍ଧ ଯୌନାଙ୍ଗ ଲୁଚାଇ ଥିଲ ଗୋ ତୁମର ସାଇତା ଧନ
ସ୍ୱାମୀ ପାଇଁ ତାହା ଉପହାର ପାଇଁ ରଖିଥିଲ କରି ଯତ୍ନ
Nishiddha jounanga lucai thila go tumara saita dhana
swami pai taha upahara pai rakhithila kari jatna