Are you looking for Odia Sms for Odia lovers, then this is the perfect Odia sms you are looking for. Share this sms with your lover and impress her. Here you can find latest Odia sms in Odia language.

ଏକୋଇର ବଳା ବିଶିକେଶନ ମୁଁ ବିଶିଆ କହନ୍ତି ମତେ
ମାନିଲେ ମୋକଥା ଏକା ଦିନକରେ ରାଣୀ କରିନେବି ତତେ ।
Ekoira bala bishikeshana mu bishia kahanti mate
manile mokatha eka dinakare ranee karinebi tate

ନୂଆ ଗାଡ଼ି ମୋର ଇଞ୍ଜନି ବି ନୂଆ ଜମା ଗଡ଼ି ନାହିଁ କେବେ
ନୂଆ ସିଖାଳି ତୁମେ ଧରି ଷ୍ଟେରିଙ୍ଗ ଧିରେ ଗଡ଼ାଇ ଦିଅ ଏବେ ।
Nua gadi mora enjani bi nua jama gadi nahi kebe
nua sikhali tume dhari shtering dhire gadai dia ebe

ସବୁ ଜାଣିଶୁଣି ପାନ୍ଦରେ ପଡ଼ନ୍ତି ଏଇ ତ ଅଟେ ଜୀବନ
ପ୍ରେମ ଫଳ ଯିଏ ଖାଇନି ଜୀବନେ ଜୀବନ କି ତାଂର ପୂର୍ଣ୍ଣ ।
Sabu janishuni pande padanti ei ta ate jeebana
prema phala jie khaini jeebane ki jeebana ki tara purnna

ପ୍ରେମ ପାଠ ମୁଁ ତ ପଢ଼ିପାରେ ନାହିଁ କହନ୍ତି ମତେ ମୁକୁନ୍ଦା
ପ୍ରୀତିଗୀତ ଗାଇ ନାଚୁ ଅଛି ମୁହିଁ ପାଦେ ପାଦ ମୋର ଛନ୍ଦା ।
Prema patha mu ta padhipare nahi kahanti mate mukunda
prtigita gai nachu achhi muhni pade mora chhanda