ସାମଗ୍ରୀ:
୨ କପ୍ ବେସନ
ଗୋଟିଏ ପିଆଜ
୪ଟା କଞ୍ଚା ଲଙ୍କା
କିଛି ତେଲ
ଦରକାର ମୁତାବକ ଲୁଣ
ପ୍ରସ୍ତୁତି :
ପିଆଜ ଓ ଲଙ୍କାକୁ ବାଟି ନେବେ କିମ୍ବା ଗୁଣ୍ଡକରି ନେବେ । ବେସନ,ଲୁଣ ପିଆଜକଟା ଭଲ ଭାବରେ ମିଶାଇ କିଛି ସମୟ ଫେଣ୍ଟିବେ। ଦୋଷା ଆଣପରି୍ ଯେପରି ମିଶ୍ରଣଟା ହୁଏ । ପତଳା ଦୋସା କରିବେ । ଉପରେ ତେଲ ଦେଇ ମୃସୁମୃସୁ କରି ଭାଜିବେ ତା ‘ ଉପରେ ଗୁଡାଇନେଇ ଗରମ ଗରମ ଦୋସା ଟମାଟୋ ସସ୍ ସାଙ୍ଗକୁ ଖାଇବାକୁ ଦେବେ ।