Share Facebook Twitter LinkedIn Pinterest Email ସାମଗ୍ରୀ:୧କିଲୋ ଦୁଧ୧ଟେବୁଲ୍ ଚାମଚ ସରୁ ସିମେଇ୧ଚାମଚ ଘିଅଅଧ କପ୍ ଚିନି୪ଟା ଗୁଜୁରାତି ପ୍ରସ୍ତୁତି:ଘିଅରେ ସିମେଇ ଭାଜି ରଖ |ଦୁଧକୁ ଆଉଟି ଆଉଟି ଦେଢପା ହେଲେ ସେଥିରେ ଭଜା ସିମେଇ ଓ ଚିନି ଦେଇ ୫ମିନିଟ୍ ଫୁଟିଲା ପରେ ଗୁଜୁରାତି ଗୁଣ୍ଡ ଦେଇ ଓହ୍ଲାଇ ଦିଅ | × Download Image You need to wait 5 before you can proceed Download Comments comments New Recipe Odia Recipe Simei Payasa