ସାମଗ୍ରୀ:
(୧ କିଲୋ ଦୁଧ, ୧ ଟେବୁଲ ଚାମଚ ଚିନି, ୨ଟା ଗୁଜୁରାତି ।)
ପ୍ରସ୍ତୁତି : ଦୁଧକୁ ଛେନା ଛିଣ୍ଡାଇ ନେଇ କନାରେ ଛାଣି କୌଣସି ଜାଗାରେ
ବାଛି ଝୁଲାଇ ରଖ । ମଝିରେ ମଝିରେ ହେନାକୁ ଚିପିଚିପି ପାଣି ନିଗାଡ଼ି ଦିଅ ।
ଗୋଟିଏ ଥାଳିରେ ଛେନା, ଚିନି ଓ ଗୁଜୁରାତି ଗୁଣ୍ଡକୁ ଭଲ ଭାବରେ ମିଶାଇ ଦିଅ ।
ଏହାକୁ କଡ଼ାଇରେ ରଖି ଦୁର ମିନିଟ୍ ଭାଜ । ଭାଜିଲାବେଳେ ମଧ୍ଯ ଏହା ଚାପି
ଚାପି ଭାଜିବେ । ଦୂର ମିନିଟ୍ ପରେ ନିଆଁରୁ ଓହ୍ଲାଇ ଥଣ୍ଡା କର । ଥଣ୍ଡା ହେଲେ.
ଏହାକୁ ଦଳି ନେଇ ଛୋଟ ଛୋଟ କରି ସନ୍ଦେଶ ଛାଞ୍ଚରେ ଚାପି ଚାପି ନେଇ ରଖ ।