Share Facebook Twitter LinkedIn Pinterest Email ସାମଗ୍ରୀ:( ୨ କପ୍ ଅଟା, ୧ କପ୍ ଗୁଡ଼, ଟିପେ ଖାଇବା ସୋଡ଼ା, ଛାଣିବା ପାଇଁ ତେଲ |) ପ୍ରସ୍ତୁତି : ଅଟା, ଗୁଡ ଓ ଖାଇବା ସୋଡ଼ା ମିଶାଇ ନିଅ । ପାଣି ଦେଇ ଏହାକୁ ଏଣ୍ଡୁରିଆଣ ପରିକରିନିଅ । ତେଲ ଗରମ କରି ଛୋଟ ଛୋଟ ଗୋଲ ଗୋଲ ଗୁଳା ଛାଣିନିଅ । × Download Image You need to wait 5 before you can proceed Download Comments comments Odia Recipe