(୨୦୦ ଗ୍ରାମ ଅରୁଆ ଚାଉଳ, ୨କିଲୋ ଦୁଧ, ୧କପ୍ ଚିନି
୨ଟା ଗୁଜୁରାତି । )
ପ୍ରସ୍ତୁତି : ନଡ଼ିଆ କୋରିନେଇ ୧ କପ୍ ଚିନିଦେଇ ସନ୍ତୁଳି ନିଅ ।
ଏହାକୁ ଭାଗ କରିନିଅ । ଅରୁଆ ଚାଉଳ ବାଟିନିଅ । ଏଥିରେ ୪ପାଆ ପାଣିଦେଇ
ଆଉଟ । ଏହା ଅଟା ଚକଟାପରି ହେଲେ ଓହ୍ଲାଇ ଦିଅ। ଏହାକୁଭଲ ଭାବରେ ଦଳିରଖ ।
ଏହି ଦଳା ଆଣକୁ ୨୪ ଭାଗ କରିନିଅ । ଆଣରେ ଗୋଟିଏ ଭାଗ ପୁରଦେଇ ।
ଗୋଲ ଗୋଲ ମଣ୍ଡା ତିଆରିକର। କଡ଼ାଇରେ ଦୁଧ ଫୁଟାଅ। ଦୁଧ ଫୁଟିଲେ ସେଥିରେ
ମଣ୍ଡାଗୁଡ଼ିକ ଦେଇଦିଅ। ଅଧଘଣ୍ଟା ଫୁଟାଇବା ପରେ ସେଥିରେ ୧କପ୍ ଚିନିଓ ଗୁଜୁରାତି
ଗୁଣ୍ଡ ଦେଇ ୫ ମିନିଟ୍ ପଟାର ଓହ୍ଲୁର ଦିଅ। ଖାଇବାକୁ ଦେଲାବେଳେ ମଣ୍ଡା ସାଙ୍ଗରେ
୧ ବଡ ଚାମଚ ଦୁଧ ବି ଦେବେ ।